У нас вы можете посмотреть бесплатно Odia Kabita: ଅବୁଝା ମଣିଷ || Bindiya Dutta || Kabita Class или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
Poetry Title: Abujha Manisha Writer and Narrator: Bindiya Dutta About Us! Poetry can evoke all sorts of emotions - Love, Heartbreak, Sensuality, Humor, Satire, Patriotism, Political, Social and much more. Catch original Odia Poetry & Sher-O-Shayari only on #JharkaKabita If you too write poetry and want to share your poems with the world, contact us. We will feature you in #KabitaClass Email: [email protected] Thanks & Regards #JharkaKabita '''''''''''''' ଅବୁଝା ମଣିଷ '''''''''''''''''''''' ସବୁ ଜାଣିଶୁଣି କାହିଁକି କେଜାଣି ହେଇଯାଉ ଅମଣିଷ ଆରେ ଏ ଅବୁଝା ମଣିଷ ମୋହ ମାୟାର ଏ ସଂସାର , କେହି ନୁହେଁ ଏଠି କାହାର ସ୍ୱାର୍ଥ ର ମାଟିରେ ସମ୍ପର୍କ ର ବନ୍ଧ ବାନ୍ଧିବାରେ ଏଠି ସଭିଏଁ ବ୍ୟସ୍ତ କେଡେ ଅବୁଝା ମଣିଷ ..।। ଲୋକ ଦେଖାଣିଆ ହସି ଦେଇ କରିଯେ ନିଅନ୍ତି ବସ ସ୍ୱାର୍ଥ ପୂରା କରିବା ପାଇଁ କି ବିଶ୍ୱାସୀ ଲୋକ ବି ଭାତରେ ଦିଅନ୍ତି ବିଷ ଭାରି ଅବୁଝା ମଣିଷ ..।। ଖାଲି ଏତିକି କହିବି ସବୁ ମଣିଷଙ୍କୁ ଏବେ ବି ସମୟ ଅଛି ସୁଧୁରି ଯା ବୁଝିବା ଅଗରି ଆଖି ସବୁ ବୁଝି ଯା କଣ ନେଇ ସାଥେ ଆସିଥିଲୁ ଯେ ହଜିଗଲା ବୋଲି କାନ୍ଦୁଚୁ କଣ ବା ନେଇକି ଯିବୁ ଗଲାବେଳେ ଏତେ ଅହଂକାର କରୁଚୁ ..।। କାଲିର ସକାଳ କିଏ ବା ଦେଖିଚି ଶହେ ଜନ୍ମ ପାଇଁ କିଏ ବା ଆସିଛି ଗୋଟିଏ ଜନ୍ମ ସରିବା ଆଗରୁ ଜୀବନଟା ଚାଲିଯାଉଛି ... ସଭିଙ୍କ ଜୀବନେ ଆସିବ ଏମିତିକା ଗୋଟେ ମୂହୁର୍ତ ବନ୍ଦ ହେଇଯିବ ହୃଦୟ ସ୍ପନ୍ଦନ, ଅଟକି ଯିବ ଏ ନିଶ୍ୱାସ ଜୁଇ ର ନିଆଁରେ ଗର୍ବ ଜଳିବ, ଜଳିଯିବ ଅହଙ୍କାର ରାଗ ଜଳିଯିବ, ଈର୍ଷା ଜଳିଯିବ ସବୁ ହେଇଯିବ ଶେଷ ଏ ରୂପ , ଏ ଚେହେରା ଜଳିଗଲା ପରେ ପାଲଟିବ ମୁଠେ ପାଉଁଶ ବୁଝିଯା ଅବୁଝା ମଣିଷ ...।।