У нас вы можете посмотреть бесплатно 125- Ganjam Goat Sold Out to Sundergarh ODISHA || ଗଞ୍ଜାମ ଛେଳି ବିକ୍ରୀ ହେଲା ସୁନ୍ଦରଗଡ଼|| 7064694545 или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
Ganjam Goat Sold Out to Sundergarh || ଗଞ୍ଜାମ ଛେଳି ବିକ୍ରୀ ହେଲା ସୁନ୍ଦରଗଡ଼|| goat farming odisha odisha goat farming odisha goat 2024 ganjam goat farming Goat farming odia Best goat breeds in odisha dhenkanal goat farm ganjam breed goat ganjam goat farm odisha goat farm odisha GANJAM GOAT details ଗଞ୍ଜାମ ବ୍ରିଡ ଛେଳି ଓଡ଼ିଶା ର ଏକ ମାତ୍ର ନିଜସ୍ଵ ବ୍ରିଡ ଛେଳି ବା ଲୋକାଲ ବ୍ରିଡ ଛେଳି ଅଟେ। ଏହା କୌଣସି ବାହାର ରାଜ୍ୟ ର ଛେଳି ନୁହଁ। ଏହା ଓଡ଼ିଶା ପାଣି ପାଗ ପାଇଁ ପ୍ରକୃତି ଦ୍ଵାରା ନିର୍ଦ୍ଧାରିତ ଓ ଏହା ବହୁତ ଭଲ ବା ଏହା ଓଡ଼ିଶା ପାଣି ପାଗ ପାଇଁ ଉପଯୁକ୍ତ ଓ ସଠିକ୍ ଛେଳି। ଗୋଟାଏ ଖସି ୧ ବର୍ଷ ରେ 35-45 kg*** (***ଓଜନ ବଢିବା ଆପଣଙ୍କ ଖାଦ୍ୟ ର Quality and Quantity ଉପରେ ନିର୍ଭର କରେ***)। ଏହା ବ୍ଲାକ ବେଙ୍ଗଲ ଛେଳି ଠାରୁ 2 ଗୁଣ ଅଧିକ ଓଜନିଆ ହୁଏ ସେହି ସମାନ ସମୟ ଅବଧି ରେ। ଏହା ଦ୍ବାରା ଚାଷୀ ଜଣେ ଢେର୍ ଲାଭବାନ ହେଇପାରିବ ଅଳ୍ପ ପରିଶ୍ରମ କରି ଅଧିକ ଦି ପଇସା ପାଇ ପାରିବ । ଖାଲି ଅଧିକ ସଂଖ୍ୟା ରେ ଛୁଆ ଦେଲେ ଭି ବ୍ଲାକ ବେଙ୍ଗଲ ଛେଲି କ୍ଷୀର ହୁଅନି ତେଣୁ ଛୁଆ ବଞ୍ଚିବା କଷ୍ଟକର ଓ ଓଜନ ବଢ଼ିଲେ ବା ହେଲେ ତ ଚାଷୀ କୁ ଦି ପଇସା ମିଳିବ ଚାଷୀ ର ଲାଭ ଭି କମ ହୁଏ। ତେଣୁ ଜଣେ ଚାଷୀ ଏହି ଗଂଜାମ ବ୍ରିଡ ଛେଳି ପାଳନ କରି ଲାଭବାନ ହେଇପାରିବ। #Localbreedgoats #ganjambreed #desigoatfarming #Odishagoatfarming #Odishagoatbreed #Localgoatfarming #Goatfarmingodisha #ankeetagoatfarm #Odishagoatfarming #goats #goatfarming #AnkeetaGoatFarm #AnkeetaFarms #ganjamGoatFarming #GanjamGoat #weighgtgainGoat #commericalGoatFarming #farmAnimals