У нас вы можете посмотреть бесплатно ବଲାଙ୍ଗିର ଆଇଟିଆଇ କଲେଜ ସାମିଲ୍ | BLG UTKARSHA ITI JOJANA или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଉତ୍କର୍ଷ ଆଇଟିଆଇ ଯୋଜନା | ବଲାଙ୍ଗିର ଆଇଟିଆଇ କଲେଜ ସାମିଲ୍ | ଓଡ଼ିଶା ସରକାରକଁର ଦକ୍ଷତା ବିକାଶ ଆର୍ ବୈଷୟିକ ଶିକ୍ଷା ବିଭାଗନେ "ଉତ୍କର୍ଷ ଆଇଟିଆଇ ଯୋଜନା" ମୂଲ୍ ହେବାକେ ଯାଉଛେ। ଇ ଯୋଜନାନେ ବଲାଙ୍ଗିର ସରକାରୀ ଶିଳ୍ପ ତାଳିମ କେନ୍ଦ୍ର ଭିଲ୍ ସାମିଲ ରହିଛେ। ଇ ସମିୟାନେ ଶିଳ୍ପ ତାଲିମ କେନ୍ଦ୍ରନେ ୧୩ ଟା ଟ୍ରେଡରେ ୭୬୮ ପିଲା ପାଠ ପଢୁଛନ୍। ୨୭ ଜନ୍ ରେଗୁଲାର କର୍ମଚାରୀ ସାଙ୍ଗେ ୯ ଜନ୍ ଗେଷ୍ଟ ଫେକଲ୍ଟି ଅଛନ୍। ଉତ୍କସ ଆଇଟିଆଇ ଯୋଜନାନେ ବଲାଙ୍ଗିର ସରକାରୀ ଆଇଟିଆଇ କଲେଜ ସାମିଲ ପରେ ଛାତ୍ରଛାତ୍ରୀ ରାଜ୍ୟସରକାରକୁଁ ଧନ୍ୟବାଦ ଦେବା ସାଙ୍ଗେ ଗୁଣାତ୍ମକ ଶିକ୍ଷା ପାଇପାରିବେ ବୋଲି ଆଶା ରଖିଛନ୍। ଖବର୍ ଦୁନିଆନେ ନୂଆ ସୂର୍ଯ୍ଯୋଦୟ ଆମର୍ ଖବର୍ ଦିନଭର୍ (24*7) ଡିଜିଟାଲ୍ ପ୍ଲାଟଫର୍ମନେ Amar Khabar is a digital news platform dedicated to delivering accurate, unbiased, and timely news from Western Odisha. We cover a wide range of topics including politics, culture, education, social change, and local achievements, ensuring our audience stays informed and empowered. .. Follow us In One Quick Click👉 : / aamarkhabardinbhar / @aamarkhabardinbhar / @argusnews_in #aamarkhabar #aamarkhabardinbhar #argusnews #argusodia #odishanews #westernodisha #odishanews #skills #development #odishanews #argusnews