У нас вы можете посмотреть бесплатно Amabasyara Chandra | Chapter 1 Chitralekha | Barister Gobinda Das | Odia Novel | Anubhav Mohanty или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
#AmaraKahani #OdiaKahani #AmabasyaraChandra #OdiaStory #OdiaNovel #OdiaShortStory #OdiaClassicNovel #AnubhavMohanty #OdiaGalpa #NewOdiaStory ବାରିଷ୍ଟର ଗୋବିନ୍ଦ ଦାସଙ୍କ କାଳଜୟୀ ଉପନ୍ୟାସ ଅମାବାସ୍ୟାର ଚନ୍ଦ୍ର A NOVEL BY : Barister Gobinda Das Credits Voice : Anubhav Mohanty, Sradha Panigrahi, Suryamaye Mohapatra, Nivy, Rakshee Dash, Nishant Majithia, Mohan Majithia, RJ KP, RJ Guddi, RJ Pooja, Jitu Sabat, Shakti Baral, Bullet Mohanty , Abakash Mishra & Master Samas Label : Amara Kahani Producer : Naveen Bhandari Director : Manash Padhiary Sound Recording : Swaraj Renuka Studio, Ctc & SRM Studio , BBSR Sound Mixing : Shakti Swaroop Dwibedy Publicity Design : Volt X, Manaswini, Piyush & Ritish Parida Special Thanks : Mrinalini Padhy ବିଶେଷ କୃତଜ୍ଞତା : ମୃଣାଳିନୀ ପାଢ଼ୀ କାଉଲ : ଅନୁଭବ ମହାନ୍ତି, ମିସ ନୀରା : ନିଭି ବାଈଜୀ : ସୂର୍ଯ୍ୟମୟୀ ମହାପାତ୍ର ମନୀଷା : ଶ୍ରଦ୍ଧା ପାଣିଗ୍ରାହୀ ସଂଯୋଜନା : ରାକ୍ଷୀ ଦାଶ ଅନ୍ୟାନ୍ୟ ଭୁମିକାରେ : ମୋହନ ମଜୀଠୀଆ, ନିଶାନ୍ତ ମଜୀଠୀଆ, ଆରଜେ କେପି, ଆରଜେ ଗୁଡ଼ି, ଆରଜେ ପୂଜା, ଜିତୁ ସାବତ, ଶକ୍ତି ବରାଳ, ବୁଲେଟ ମହାନ୍ତି , ଅବକାଶ ମିଶ୍ର ଓ ମାଷ୍ଟର ସମାସ ଶବ୍ଦ ଗ୍ରହଣ : ସ୍ୱରାଜ ରେଣୁକା ଷ୍ଟୁଡ଼ିଓ, କଟକ ଏସ ଆର ଏମ ଷ୍ଟୁଡ଼ିଓ, ଭୁବନେଶ୍ୱର ଶବ୍ଦ ମିଶ୍ରଣ : ଶକ୍ତି ସ୍ୱରୂପ ଦ୍ୱିବେଦୀ ଡିଜାଇନ ଓ ଗ୍ରାଫିକ୍ସ : ଭୋଲ୍ଟ ଏକ୍ସ, ମନସ୍ୱିନୀ, ପିୟୂଷ ଓ ରିତିଶ ପରିଡ଼ା ପ୍ୟାକେଜିଙ୍ଗ : ମାନସ ପଢ଼ିଆରୀ ବାରିଷ୍ଟର ଗୋବିନ୍ଦ ଦାସ ଥିଲେ ଲବ୍ଧ ପ୍ରତିଷ୍ଠିତ ଆଇନଯିବୀ ଓ ସାହିତ୍ୟିକ । ତାଙ୍କ ଜନ୍ମ ୧୯୩୦ରେ ଯାଜପୁରର କଲ୍ୟାଣପୁରରେ ହୋଇଥିଲା । ୨୦୦୮ରେ ଦେହତ୍ୟାଗ କରିଥିଲେ । ମଧୁସୁଦନ ଲ କଲେଜରୁ ଆଇନରେ ସ୍ନାତକ କରି ଲଣ୍ଡନରୁ ବାର ଆଟ ଲ ଡିଗ୍ରୀ ଲାଭ କରିଥିଲେ । ୧୯୫୩ରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଓକିଲାତି ଆରମ୍ଭ କରିଥିଲେ । ବାର ଆସୋସିଏାସନର ସଭାପତି ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ଭାରତର ସର୍ବୋଚ୍ଚ ନ୍ୟାୟଳୟରେ ଓକିଲାତି କରିବାରେ ପ୍ରଥମ ଓଡ଼ିଆ ଥିଲେ ବାରିଷ୍ଟର ଗୋବିନ୍ଦ ଦାସ । ଆଡ଼ଭୋକେଟ ଜେନେରାଲ ଭାବରେ ଓଡ଼ିଶା ହାଇକୋର୍ଟରେ କାର୍ଯ୍ୟ କରିଛନ୍ତି । ଓକିଲାତି ପେଶା ସହ ନିଶା ଥିଲା ସାହିତ୍ୟ ସାଧନା । ଲାସୁ, ଭଗ୍ନାଶ, ସୂର୍ଯ୍ୟାସ୍ତ, ଦେଶେ ଦେଶେ, ଜାତକ, ମିଶ୍ରରାଗ ଓ ଆତ୍ମଜୀବନୀ ସାନ ଗୋଟିଏ ଜୀବନ ତାଙ୍କର ଅନନ୍ୟ କୃତି । ୧୯୬୪ରେ ସେ ରଚନା କରିଥିଲେ ସେଇ କାଳଜୟୀ ଉପନ୍ୟାସ ଅମାବାସ୍ୟାର ଚନ୍ଦ୍ର । ଅମାବାସ୍ୟାର ଚନ୍ଦ୍ର ବାରିଷ୍ଟର ଗୋବିନ୍ଦ ଦାସଙ୍କୁ ଅମର କରି ଦେଇଛି । ୧୯୬୪ରୁ ପ୍ରକାଶିତ ହେଲା ପରେ ଆଜି ପର୍ଯ୍ୟନ୍ତ ୩୫ରୁ ଅଧିକ ମୁଦ୍ରଣ ଏହାର ଲୋକପ୍ରିୟତାକୁ ପ୍ରମାଣ କରେ । ପାପ ପୁଣ୍ୟକୁ ସମାଜର ତତ୍କାଳୀନ ମୂଲ୍ୟ ବୋଧରେ ବିଚାର ନକରି ମନୁଷ୍ୟତା ଯେ ମହାନ ପ୍ରମାଣ ଦେଇଥିବା ଏକ ଅମର ଚରିତ୍ର କାଉଲଙ୍କ ସ୍ରଷ୍ଟା ବାରିଷ୍ଟର ଗୋବିନ୍ଦ ଦାସଙ୍କୁ ନମ୍ର ପ୍ରଣାମ । ପବିତ୍ର ଦିପାବଳୀ ଅମାବାସ୍ୟାରେ ଆମେ ପ୍ରସ୍ତୁତ କରୁଛୁ ବାରଷ୍ଟର ଗୋବିନ୍ଦ ଦାସଙ୍କ କାଳଜୟୀ ଉପନ୍ୟାସ ଅମାବାସ୍ୟାର ଚନ୍ଦ୍ରର ଅଡ଼ିଓ ସଂସ୍କରଣ । ଦୀର୍ଘ ଏକ ବର୍ଷରୁ ଅଧିକ ସମୟ ଲାଗିଛି ଏହି ଅଡ଼ିଓ ସଂସ୍କରଣକୁ ପ୍ରସ୍ତୁତ କରିବାକୁ । ଆଶା ଓ ବିଶ୍ୱାସ ମୂଳ କାହାଣୀକୁ ଯଥେଷ୍ଟ ସମ୍ମାନ ଦେବାକୁ ଆମେ ଚେଷ୍ଟା କରିଛୁ । ଦୋଷ ତ୍ରୁଟି ଥିଲେ କ୍ଷମା କରିବେ । ଆଜି ଶୁଣିବେ ଏହାର ପ୍ରଥମ ଦୁଇଟି ଭାଗ । ବାକି ଭାଗ ଗୁଡ଼ିକ ଶୁଣିବା ପାଇଁ ଆଜି ହିଁ ସବସ୍କ୍ରାଇବ କରନ୍ତୁ ଆମର କାହାଣୀ । 🔔 Get alerts when we release any new video. TURN ON THE BELL ICON on the channel! 🔔 SUBSCRIBE to Amara Kahani channel for Odia Claasic Stories - https://shorturl.at/DZz0c Contact Us: info@amaramuzik.in Like us on Facebook / amarakahani247 Follow us on Instagram https://shorturl.at/Ba5Ms © Amara Kahani 2025 ANTI-PIRACY WARNING * This audio content is Copyright to Amara Kahani. Any unauthorized reproduction, redistribution or re-upload is strictly prohibited of this material. Legal action will be taken against those who violate the copyright of the following material presented! Amara Kahani | Odia Kahani | Odia Story | Odia Novel | Odia Short Story | Odia Stories | New Odia Story | Odia Classic Novel | Odia Galpa | Odia Audio Story | New Odia Novel | Odia Short Stories | Odia Story 2025 | Classic Odia Stories | Novel Stories | Audio Story | Short Story | Odia Short Kahani | Odia Gapa | Odia Gapa Suna | Odia Full Story | Odia Sad Story | Odia Love Story | Odia Motivational Story | Amabasyara Chandra | Amabasyara Chandra Odia Kahani | Odia Kahani Amabasyara Chandra | Amabasyara Chandra Odia Story | Odia Story Amabasyara Chandra | Amabasyara Chandra Anubhav Mohanty | Anubhav Mohanty Amabasyara Chandra | Amabasyara Chandra Odia Classic Novel | Odia Classic Novel Amabasyara Chandra | Odia Classic Novel Story Amabasyara Chandra | Odia 1964 Classic Novel Amabasyara Chandra | Amabasyara Chandra Kahani | Amabasyara Chandra Chapter 1 | Odia Kahani Chapter 1 | Anubhav Mohanty | Anubhav Mohanty in Amabasyara Chandra | Amabasyara Chandra Story | Amabasyara Chandra Audio Story | Amabasyara Chandra Gapa | Amabasyara Chandra Suryamayee Mohapatra | Amabasyara Chandra Barister Gobinda Das | Barister Gobinda Das Novel | Barister Gobinda Das Odia Novel | 1964 Odia Novel | Amabasyara Chandra Full Novel | Odia Literature | Chitralekha | Suna Amabasyara Chandra | Odia Audio Upanyasa