У нас вы можете посмотреть бесплатно ଅଯୋଧ୍ୟାକୁ ଯିବ ଓଡ଼ିଶାର ସ୍ୱର୍ଣ୍ଣ ଧନୁ или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଅଯୋଧ୍ୟାରେ ନିର୍ମିତ ହୋଇଥିବା ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ମନ୍ଦିରକୁ ଯିବ ପଞ୍ଚ ଧାତୁରେ ନିର୍ମିତ ହୋଇଥିବା ସ୍ୱର୍ଣ୍ଣ ଧନୁ । ଯାହା ରାଉରକେଲାରୁ ବାହାରି ମା ବିରଜାଙ୍କ ମନ୍ଦିରରେ ପହଞ୍ଚିଥିଲା | ଯାଜପୁର ଜିଲ୍ଲାରୁ ବାହାରି କେନ୍ଦ୍ରପଡ଼ା ହୋଇ ପ୍ରାୟତଃ ସବୁ ଜିଲ୍ଲାରେ ବୁଲି ଆସନ୍ତା ୧୯ ତାରିଖରେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରୁ ଅଯୋଧ୍ୟାକୁ ବାହାରି | ଏହା ଏକ ହିନ୍ଦୁ ସମାଜ ପାଇଁ ଗୌରବର ସମୟ । ସମସ୍ତ ଜିଲ୍ଲା ଏହା ପରିକ୍ରମା କରୁଥିବାରୁ ଲୋକମାନେ ବେଶ ଖୁସି ଅଛନ୍ତି | ପଞ୍ଚ ଧାତୁରେ ନିର୍ମିତ ହୋଇଥିବା ସ୍ୱର୍ଣ୍ଣ ଧନୁକୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ମଧ୍ୟ ଦେଖିବାକୁ ମିଳିଛି | #Odisha #Jajpur #Sarkarnews #ayodhyarammandir ସର୍କାର ଓଡ଼ିଆ ନ୍ୟୁଜ | Sarkar Odia News Welcome to Sarkar Odia News — your trusted digital source for fast, reliable, and unbiased news in the Odia language. --We cover breaking news, politics, Odisha government updates, health alerts, social issues, crime reports, and more, straight from every district of Odisha. --Our goal is to empower viewers with ground-level journalism and in-depth storytelling that mainstream media often misses. --From local villages to Bhubaneswar, from Assembly updates to viral issues, Sarkar Odia News brings the voice of the people to the forefront. ---Subscribe now and stay updated 24x7 with real Odia news, unfiltered and fearless. ---New videos uploaded regularly — Don’t forget to hit the bell icon! ---For news tips or collaborations, email us at: news@sarkarodia.com / sarkarnewsodia@gmail.com