У нас вы можете посмотреть бесплатно କିଏ ଏହି ଅପୂର୍ବ ସୁନ୍ଦରୀ, ଯାହାକୁ ଡେଟ୍ କରୁଛନ୍ତି ଇଶାନ୍ କିଶାନ୍ ? | Who is Aditi Hundia? | Ishan Kishan или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଟି-୨୦ ବିଶ୍ୱକପ୍ ୨୦୨୬ ଜିତି ପୁଣି ଇତିହାସ ରଚିଛି ଟିମ୍ ଇଣ୍ଡିଆ। ଭାରତୀୟ ଦଳ ଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ୯୬ ରନରେ ପରାସ୍ତ କରି ହୋଇଛି ବିଶ୍ବ ବିଜୟୀ। ଚାମ୍ପିଅନ ହେବା ପରେ ଷ୍ଟାଡିୟମରେ ଥିଲା ସେଲିବ୍ରେସନର ମାହୋଲ୍। ସମସ୍ତେ ନିଜ ପରିବାର ସହ ଖୁସିର ମୁହୂର୍ତ୍ତକୁ କରିଥିଲେ ସେଲିବ୍ରେଟ୍... ଏହି ସେଲିବ୍ରେସନ ଭିତରେ ସମସ୍ତଙ୍କ ନଜର ଥିଲା ସେହି ସୁନ୍ଦରୀଙ୍କ ଉପରେ। ଯିଏ ଇଶାନ କିଶାନଙ୍କ ସହ ନଜର ଆସିଥିଲେ। କିଶାନଙ୍କ ଗାର୍ଲଫ୍ରେଣ୍ଡ୍ ଅଦିତି ହୁଣ୍ଡିଆ। ମ୍ୟାଚ୍ ପରଠୁ ତାଙ୍କୁ ନେଇ ଚର୍ଚ୍ଚା ଥମୁନି। ବଡ଼ କଥା ହେଉଛି ଦୁହେଁ ନିଜ ସଂପର୍କକୁ ସାର୍ବଜନୀନ କରିଛନ୍ତି। ଅନେକ କଳ୍ପନାଜଳ୍ପନା ପରେ 2026 ICC T20 ବିଶ୍ୱକପର ଉତ୍ସାହ ମଧ୍ୟରେ ଦୁହିଁଙ୍କ ସଂପର୍କକୁ ମିଳିଛି ସ୍ୱୀକୃତି। ଇଶାନ କିଶାନଙ୍କ ପରିବାର, ବିଶେଷକରି ତାଙ୍କ ଜେଜେବାପା ସର୍ବସାଧାରଣରେ ଅଦିତିଙ୍କୁ ଇଶାନଙ୍କ ସାଥୀ ଭାବରେ ସ୍ୱୀକାର କରିଛନ୍ତି। ଏହି ଖବର କେବଳ ଫ୍ୟାନ୍ସଙ୍କୁ ଖୁସି ଦେଇନି ବରଂ ଅଦିତି ହୁଣ୍ଡିଆଙ୍କୁ ଲାଇମଲାଇଟ୍କୁ ଆଣି ଦେଇଛି। ଅଦିତିଙ୍କୁ ନେଇ ଏବେ ଅନେକ ପ୍ରଶ୍ନ। ଅଦିତି କିଏ, ସେ କ'ଣ କରନ୍ତି ଏବଂ ତାଙ୍କଫ୍ୟାମିଲି ବ୍ୟାଗ୍ରାଉଣ୍ଡ୍ କଣ #ishankishan #mystrygirl #girlfriend #aditihundia #icct20worldcup2026 #prameyanews7 #cricketlover #lovestory #indiancricketer Prameya News7, is a leading Odia News Channel of Odisha, India. Prameya News7 provides Fair, Unbiased news from Odisha and beyond. For Latest News Follow us on: Website: http://www.prameyanews7.com/ YouTube: / prameyanews7odia Twitter: / news7odia Facebook: / news7odia Instagram: / prameyanews7 Podcast: • News7 Podcast Playlists :- Doctor's Pathshala: • Doctor's Pathshala ରୋଜଗାର: • ROJAGAR | ରୋଜଗାର | News7 Odia Maganna Oligi: • Maganna Oligi ଆରୋଗ୍ୟମ: • Arogyam ବଜାର News: • ବଜାର News | Bazar News ବିଜନେସ ବିଶେଷ: • ବିଜନେସ ବିଶେଷ | Business Bisesh Biswas Abiswas Andhabiswas: • Biswas Abiswas Andhabiswas Face To Face: • Face To Face Ebe Bi Rahasya: • Ebe Bi Rahasya Explore Odisha Season 3: • Explore Odisha Season 3 Breakfast Odisha: • Breakfast Odisha News7 Digital Special Stories: • Digital Special Stories #PrameyaNews7 #News7 #OdishaNews