У нас вы можете посмотреть бесплатно History, Civics & Geography - ସବୁ ଗୁରୁତ୍ୱପୂର୍ଣ୍ଣ ବଡ଼ ପ୍ରଶ୍ନର🎯 ମହା-ମାରାଥନ! 🚀 | Class 10 Social Scie или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
History, Civics & Geography - ସବୁ ଗୁରୁତ୍ୱପୂର୍ଣ୍ଣ ବଡ଼ ପ୍ରଶ୍ନର🎯 ମହା-ମାରାଥନ! 🚀 | Class 10 Social Science Live" ନମସ୍କାର ସାଙ୍ଗମାନେ! 🙏 ଆଜିର ଏହି Live Class ରେ ଆମେ ଦଶମ ଶ୍ରେଣୀ (Class 10) ମାଟ୍ରିକ ବୋର୍ଡ ପରୀକ୍ଷା ୨୦୨୬ ପାଇଁ ସାମାଜିକ ବିଜ୍ଞାନ (Social Science) ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ Long Questions ଆଲୋଚନା କରିବା। ଏହି ଭିଡିଓରେ ଇତିହାସ, ପୌରବିଜ୍ଞାନ ଏବଂ ଭୂଗୋଳର ସେହି ସବୁ ପ୍ରଶ୍ନ ରହିଛି ଯାହା ପରୀକ୍ଷାରେ ବାରମ୍ବାର ଆସିଥାଏ। Highlights of this Live Class: ✅ History (ଇତିହାସ): ସୁଭାଷ ଚନ୍ଦ୍ର ବୋଷ, ଆଜାଦ୍ ହିନ୍ଦ୍ ଫୌଜ ଏବଂ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ। ✅ Political Science (ପୌରବିଜ୍ଞାନ): ସଡ଼କ ସୁରକ୍ଷା, ନିର୍ବାଚନ ଆୟୋଗ ଏବଂ ଭାରତର ବୈଦେଶିକ ନୀତି। ✅ Geography (ଭୂଗୋଳ): ଭାରତର କୃଷି, ଶକ୍ତି ସମ୍ବଳ ଏବଂ ଗୁରୁତ୍ୱପୂର୍ଣ୍ଣ ମାନଚିତ୍ର (Map Pointing)। ✅ Exam Tips: ପରୀକ୍ଷାରେ କିପରି ଲଙ୍ଗ୍ କ୍ଵେଶ୍ଚନ ଲେଖିଲେ Full Mark ମିଳିବ। Important Playlist: 👉 [ • 10 th Class all Subject MARATHON class ] ଯଦି ଆପଣ ପ୍ରଥମ କରି ଆମ Channel କୁ ଆସିଛନ୍ତି, ତେବେ Subscribe କରିବାକୁ ଭୁଲନ୍ତୁ ନାହିଁ ଏବଂ ଭିଡିଓଟିକୁ ନିଜ ସାଙ୍ଗମାନଙ୍କ ସହ Share କରନ୍ତୁ।