У нас вы можете посмотреть бесплатно Anubhav To Host Mega Reality Show "Dadagiri"| ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ଏବେ ନଜର ଆସିବେ ଛୋଟ ପରଦାରେ или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଟେଲିଭିଜନରେ ଅନୁଭବଙ୍କ ‘ଦାଦାଗରି’ କେବେ ଭାଇ, କେବେ ପ୍ରେମିକ, କେବେ ସ୍ବାମୀ, କେବେ ପୁଣି ବନ୍ଧୁ; ଏମିତି ଭିନ୍ନ ଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହେଇଛନ୍ତି ଅଭିନେତା ଅନୁଭବ ମହାନ୍ତି। ଅନୁଭବ କହନ୍ତି ମୋତେ ଲାଗେ ଚଳଚ୍ଚିତ୍ର ଜଗତରେ ମୁଁ ଯେମିତି ଏଇ କିଛିଦିନ ହେବ ପ୍ରବେଶ କରିଛି, ହେଲେ ଓଡ଼ିଆ ଚଳଚ୍ଚିତ୍ରରେ ତାଙ୍କର ୧୮ ବର୍ଷର ଯାତ୍ରା। ଭିନ୍ନ ଭିନ୍ନ ଭୂମିକାରେ ଆସି ଦର୍ଶକଙ୍କୁ ମନୋରଂଜନ ଦେବାକୁ ସେ ପ୍ରୟାସ କରିଛନ୍ତି। ଏବେ ଜି-ସାର୍ଥକ ଚ୍ୟାନେଲ ଏହାର ଅଗଣିତ ଦର୍ଶକଙ୍କୁ ଭେଟି ଦେବାକୁଯାଉଛି ରିୟଲିଟି ସୋ’ ‘ଦାଦାଗିରି’। ଏହି ସୋ’ରେ ଅଭିନେତା ଅନୁଭବଙ୍କ ୧୮ ବର୍ଷର ଅଭିନୟ କ୍ୟାରିୟର ସମ୍ପର୍କରେ ଦର୍ଶକ ସବୁ ଘଟଣା-ଦୁର୍ଘଟଣା ସମ୍ପର୍କରେ ଜାଣିପାରିବେ। ‘ଦାଦାଗିରି’ ସୋ’ର ଏକ ଟାଗ୍ଲାଇନ୍ ହେଉଛି ‘ହୃଦୟରୁ’। ତେଣୁ ସୋ’ର ନାଁ ହେଉଛି ‘ଦାଦାଗିରି ହୃଦୟରୁ’। ଏହି ସୋ’ର ମୂଳମନ୍ତ୍ର ହେଲା-ଦାଦାଗରି କରୁଥିବା ଲୋକଟି ସାଧାରଣ ଲୋକଙ୍କୁ ହୃଦୟରୁ ଭଲପାଇବା। ସିନେମା ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ଯେତିକି ଜାଗା ପାଇଛନ୍ତି, ଏହି ଟେଲି ରିୟାଲିଟି ସୋ’ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ଅଭିନେତା ଅନୁଭବ ଆହୁରି ଅଧିକ ରାଜ କରିବେ ବୋଲି ଆଶା କରାଯାଉଛି। ଉକ୍ତ ଚ୍ୟାନେଲ ମୁଖ୍ୟ ଅର୍ଘ୍ୟ ରାୟ ଚୌଧୁରୀ ଅନୁଭବ ଏହି ସୋ’ରେ ଯୋଗ ଦେଉଥିବାରୁ ସ୍ବାଗତ କରିଛନ୍ତି। ସେ କହିଛନ୍ତି- ଅନୁଭବଙ୍କ ଅନୁଭବ୍ୟ ଭାବମୂର୍ତ୍ତି ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଆଜକୁ ୧୮ ବର୍ଷ ହେଲା ପ୍ରଭାବିତ କରିଆସିଛି। ଜି-ସାର୍ଥକ ସେମିତି ଜଣେ ଅଭିନେତାଙ୍କୁ ନିୟମିତ ଭାବେ ପ୍ରସାରିତ ହେବାକୁଥିବା ମେଗା ରିୟାଲିଟି ସୋ’ରେ ପାଇ ଗୌରବାନ୍ବିତ ମନେକରୁଛି। ଦାଦାଗିରି ଜାନୁଆରୀ ୧୫ ତାରିଖ ପ୍ରତ୍ୟେକ ଶନିବାର ଓ ରବିବାର ରାତି ୯ଟା ରୁ ପ୍ରସାରିତ ହେବ। ୟୁଟ୍ୟୁବରେ ଓଡ଼ିଶା ଏବଂ ଭାରତର ସର୍ବଶେଷ ଓଡିଆ ଖବର ଅପଡେଟ୍ ଦେଖନ୍ତୁ | Watch the latest Odia news updates from Odisha and India on YouTube. #NewsAdda #OdiaNews #WebNews #Dadagiri #AnubhavMohanty Anubhav To Host Mega Reality Show "Dadagiri"| ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ଏବେ ନଜର ଆସିବେ ଛୋଟ ପରଦାରେ ----------------------------------------------------------------------------------------------------------- News Adda Web Channel | News Adda | Odia News | ନ୍ୟୁଜ୍ ଆଡା ଲାଇଭ୍ News Adda Web Channel: ନ୍ୟୁଜ୍ ଆଡା ହେଉଛି ଓଡିଶାର ସର୍ବୋତ୍ତମ ୱେବ୍ ନ୍ୟୁଜ୍ ଚ୍ୟାନେଲ୍ ଯାହା ଗଭୀର ଭାବରେ ବିଶ୍ଳେଷଣ କରେ ଏବଂ କଣସି ପକ୍ଷପାତ ନକରି ମିନିଟ୍ ସବିଶେଷ ତଥ୍ୟ ସହିତ ବ୍ୟାଖ୍ୟା କରେ | ସର୍ବୋତ୍ତମ ଆନାଲିଟିକାଲ୍ ଏବଂ ଆକର୍ଷଣୀୟ ଭିଡିଓଗୁଡିକ ପାଇଁ ଟ୍ୟୁନ୍ ହୋଇ ରୁହ | News Adda is Odisha’s best web news channel that analyses deeply and explains issues with minute detail without any biases. Stay tuned for best analytical and interesting videos. #NewsADDA Follow us on Facebook: / newsaddaodisha odisha news, latest odisha news, odisha current news, breaking news odisha, latest Odia news , latest news Odia, latest odia News, bhubaneswar, bhubaneswar news, ଓଡିଶା ଖବର, ଓଡ଼ିଆ news, odisha tv, odishatv, odia news headlines, youtube news, live Odia, news, odisha rain news, odisha weather news, odisha weather updates