У нас вы можете посмотреть бесплатно ମାଳିନୀଙ୍କ ପେଟରେ ଟ୍ୟୁମର୍, ଚିକିତ୍ସା ପାଇଁ ଅର୍ଥ ର ଅଭାବ ! Malini want Medical help , Kandhamal или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ମାଳିନୀଙ୍କ ପେଟରେ ଟ୍ୟୁମର୍, ଚିକିତ୍ସା ପାଇଁ ଦରକାର ଅର୍ଥ ନାହିଁ ସ୍ୱାସ୍ଥ୍ୟ କାର୍ଡ ! କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ କୁଡୁତୁଲି ପଞ୍ଚାୟତ ସ୍ଥିତ ୧୧ ନମ୍ବର ୱାର୍ଡ଼ରେ ଥିବା ସାରଙ୍ଗଗଡ଼-ବାଲିଗୁଡ଼ା ମୁଖ୍ୟ ରାସ୍ତାକଡ଼ ବଲମରପଦା ଗାଁ’ ର ମାଳିନୀ ପ୍ରଧାନ (୨୩) ପ୍ରାୟ ୫ ବର୍ଷ ଧରି ପେଟରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସା ଅଭାବରୁ ଘରେ ପଡ଼ି ରହିଛନ୍ତି। ବର୍ତ୍ତମାନ ମାଳିନୀର ପେଟ ଅସ୍ଵାଭାବିକ ଭାବେ ବଢ଼ିବା ସାଙ୍ଗକୁ ଯନ୍ତ୍ରଣା ଭୋଗୁଛନ୍ତି। ଭାଇ ଯସବନ୍ତ ପ୍ରଧାନ (୨୬) କୁଲି ମଜୁରି କରି ପରିବାର ଚଳାଉଥିବା ବେଳେ ଭଉଣୀ ମାଳିନୀର ଉତ୍ତମ ଚିକିତ୍ସା କରିପାରୁନାହାନ୍ତି। ଏପଟେ ଘରେ ପକ୍ଷାଘାତ ଆକ୍ରାନ୍ତ ମାଆ ରହିଥିବା ବେଳେ ଭଉଣୀର ଚିକିତ୍ସା କରିବା ପାଇଁ ଆଉ ସମ୍ବଳ ନାହିଁ। ମାଳିନୀକୁ ଚିକିତ୍ସା ପାଇଁ ପାଖରେ ଯାହା ଥିଲା ବିକି ଭାଙ୍ଗି ସବୁ ସାରି ଦେଇଛନ୍ତି । ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେଇ ମାଳିନୀକୁ ଉନ୍ନତମାନର ଚିକିତ୍ସା ସହାୟତା ପ୍ରଦାନ କରିବା ପାଇଁ ପରିବାର ପକ୍ଷରୁ ଅନୁରୋଧ କରାଯାଇଥିବା ବେଳେ କ ନୂଆଗାଁ ର ବିଡ଼ିଓ ସରକାର ଙ୍କ ସ୍ତର ରେ ଯାହା ସହାୟତା ହେଇପାରିବ ଦୁଇ ଦିନ ମଧ୍ୟ ରେ କରିବୁ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ମାଳିନୀ ପ୍ରଧାନ ଙ୍କୁ କୌଣସି ସହୃଦୟ ବ୍ୟକ୍ତି ସାହାଯ୍ୟ କରିପାରିଲେ ସେ ଉପକୃତ ହେବେ ବୋଲି ସେ ପ୍ରକାଶ କରିଛନ୍ତି । Malini Pradhan want Medical help , Kandhamal #medicaltreatments #financehelp #help Vist our Website :https://www.pratidintv.com/ Like Our Facebook Page: / pratidinodisha Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel: / @pratidintvodisha #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha