У нас вы можете посмотреть бесплатно ଯୁଦ୍ଧ ଭିତରେ ବରବାଦ ହୋଇଯିବ ଭାରତ | Iran America War Impact On Indian Market |War News |Iran Isreal War или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଯୁଦ୍ଧ ଭିତରେ ବରବାଦ ହୋଇଯିବ ଭାରତ | Iran America War Impact On Indian Market | War News |Iran Isreal War ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ସାର ଯୋଗାଣ ବାଧାପ୍ରାପ୍ତ | ଅଧିକ ଦିନ ଯୁଦ୍ଧ ଲାଗି ରହିଲେ ଭାରତରେ ଖରିଫ ଋତୁରେ ସାର ଯୋଗାଣ ଗୁରୁତର ଭାବେ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି | ପଶ୍ଚିମ ଏସିଆର ବିଭିନ୍ନ ଅଞ୍ଚଳରୁ ସାର ଭାରତକୁ ଆସିଥାଏ | କିନ୍ତୁ ସେଠାରେ ଏବେ ଅଧିକାଂଶ ସାର କାରଖାନା ବନ୍ଦ ରହିଛି | ଭାରତରେ ବର୍ତ୍ତମାନ ସାରର ଚାହିଦା ଅଧିକ ଥିବା ବେଳେ ସାର ଯୋଗାଣକୁ ନେଇ ଦେଖାଦେଇଛି ଅନିଶ୍ଚିତତା | କତାରରୁ ପ୍ରାକୃତିକ ଗ୍ୟାସ୍ ରପ୍ତାନି ହ୍ରାସ କରାଯାଇଥିବାରୁ ଦେଶ ଭିତରେ ଥିବା ସାର କାରଖାନାଗୁଡ଼ିକରେ ୟୁରିଆ ଉତ୍ପାଦନ ହ୍ରାସ ପାଉଛି... ଖରିଫ ଋତୁ ଆରମ୍ଭ ପୂର୍ବରୁ ଯୋଗାଣରେ ଏଭଳି ବ୍ୟାଘାତ ଭାରତୀୟ କୃଷି ଉତ୍ପାଦନକୁ ପ୍ରଭାବିତ କରିବ... Fertiliser supply has been disrupted due to the Middle East war. If the war continues for a longer period, there are fears that fertiliser supply during the Kharif season in India will be severely affected. Fertilisers come to India from various regions of West Asia. However, most fertilizer factories there are currently closed. While the demand for fertiliser in India is high at present, there is uncertainty regarding its supply. Due to the reduction in natural gas exports from Qatar, urea production in domestic fertilizer factories is declining. Such a disruption in supply before the start of the Kharif season will affect Indian agricultural production... #IranIsraelWar #TelAvivAttack #IranMissileAttack #IsraelUnderAttack #MiddleEastConflict #BreakingNews #AirRaidSirens #IsraelDefense #WorldNews #GlobalConflict #News18Odia #OdiaNews #OdishaNews #missileattack News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ । Download our News18 Mobile App - https://onelink.to/desc-youtube Please visit our website https://bit.ly/2YaikeJ for the latest opinions and detailed news coverage. Follow us on Facebook: / news18odia Twitter: https://twitter.com/news18odia?lang=en Website: https://bit.ly/2YaikeJ Subscribe to our channel to get the latest news and updates https://tinyurl.com/y46bt2fm ID_OD_BJ