У нас вы можете посмотреть бесплатно ପ୍ରେମର ମୂଲ ll Premara Mula или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
କି ଦେଇ ଶୁଝିବି ତୁମ ପ୍ରେମର ମୂଲ କି ଦେଇ ଶୁଝିବି ତୁମ ପ୍ରାଣର ମୂଲ ତୁମେ ପ୍ରେମମୟ ସତ୍ୟ ସନାତନ ମୋ ପାପ ଲାଗି ଦେଲ ଜୀବନ କିଦେଇ ଶୁଝିବି ତୁମ ପ୍ରେମର ମୂଲ କି ଦେଇ ଶୁଝିବି ତୁମ ପ୍ରାଣର ମୂଲ କି ଦେଇ ଶୁଝିବି ତୁମ ପ୍ରେମର ମୂଲ........... ହେଲ ବଳୀକୃତ ଆହେ ଯୁବାମେଷ ମୋ ପାପ ଯାତନା ଅଙ୍ଗେ ବହି ନେଲ ହେଲ ବଳୀକୃତ ଆହେ ଯୁବାମେଷ ମୋ ପାପ ଯାତନା ଅଙ୍ଗେ ବହି ନେଲ ଝରାଇ ରକତ ତୁମ ଦେଲ ଜୀବନ ଝରାଇ ରକତ ତୁମ ଦେଲ ଜୀବନ କି ଦେଇ ଶୁଝିବି ତୁମ ପ୍ରେମର ମୂଳ ପ୍ରଭୁ ହେ କି ଦେଇ ଶୁଝିବି ତୁମ ପ୍ରେମର ମୂଲ ଯୀଶୁ ହେ କି ଦେଇ ଶୁଝିବି ତୁମ ପ୍ରେମର ମୂଲ................ ସହିଲ କଷଣ କୃଶୀୟ ଯାତନା ସେ ରଙ୍ଗ ବସନ କଲ ପରିଧାନ ସହିଲ କଷଣ କୃଶୀୟ ଯାତନା ସେ ରଙ୍ଗ ବସନ କଲ ପରିଧାନ ନୀରବେ ସହିଲ ସେ ଦାରୁଣ କଷ୍ଟ ନୀରବେ ସହିଲ ସେ ଦାରୁଣ କଷ୍ଟ କି ଦେଇ ଶୁଝିବି ତୁମ ପ୍ରେମର ମୂଳ କି ଦେଇ ଶୁଝିବି ତୁମ ପ୍ରାଣର ମୂଲ କି ଦେଇ ଶୁଝିବି ତୁମ ପ୍ରେମର ମୂଲ କିଦେଇ ଶୁଝିବି ତୁମ ପ୍ରାଣର ମୂଲ କିଦେଇ ଶୁଝିବି ତୁମ ପ୍ରେମ...... ର ମୂଲ.......... keyword: premara mula kidei sujhibi tuma premar mula odia christian song odia gospel music odia anutap song odia prayer song repentance song DISCLAIMER:- ଏହି ଗୀତଟି AI ଦ୍ୱାରା ପ୍ରସ୍ତୁତ କରାଯଇଛି, କେବଳ ଆଉ କେବଳ ପ୍ରଭୁଙ୍କର ଗୌରବ ଉଦେଶ୍ୟରେ, ଗୀତଟି ଯଦି ଭଲ ଲାଗେ ତେବେ ଚାନେଲ ଟିକେ Like👍share and subscribe କରିବାକୁ ଅନୁରୋଧ Hadtags:- #odiachristiansong #odiaworshipsong #anutapa #humansagar #amitpaninewsong #amitbadnayak #odiachristiansong