У нас вы можете посмотреть бесплатно ମୋବାଇଲ୍ ମାୟାଜାଲ или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ପରିବର୍ତ୍ତିତ ତୃତୀୟ ଦୃଶ୍ୟ: (ଶ୍ରେଣୀ ଗୃହ ଓ ପରୀକ୍ଷା ଫଳ) (ଶ୍ରେଣୀ ଗୃହରେ ସବୁ ଛାତ୍ର ପରୀକ୍ଷା ଦେଉଛନ୍ତି। ଶିକ୍ଷକ ପହରା ଦେଉଛନ୍ତି। ଆକାଶ ମଝିରେ ମଝିରେ ମୁଣ୍ଡ କୁଣ୍ଡାଉଛି, କଲମ କାମୁଡ଼ୁଛି ଏବଂ ଅନ୍ୟମାନଙ୍କୁ ଚାହୁଁଛି। ତାକୁ କିଛି ମନେ ପଡୁନାହିଁ।) ଶିକ୍ଷକ: ଆକାଶ! ଏପଟ ସେପଟ କ’ଣ ଚାହୁଁଛୁ? ନିଜ ଖାତାରେ ଲେଖ। ଆକାଶ: (ମନେ ମନେ) କିଛି ତ ମନେ ପଡୁନି। ଖାଲି ସେଇ ଗେମ୍ର ମ୍ୟୁଜିକ୍ ମୁଣ୍ଡରେ ବାଜୁଛି। କାଶ୍! ମୁଁ ସେଦିନ ରିଲ୍ସ ନଦେଖି ପଢ଼ିଥାନ୍ତି। (କିଛି ଦିନ ପରେ - ଶିକ୍ଷକ ହାତରେ ମାର୍କ ଖାତା ଧରି ଶ୍ରେଣୀକୁ ପ୍ରବେଶ କରୁଛନ୍ତି।) ଶିକ୍ଷକ: (ଗମ୍ଭୀର ସ୍ଵରରେ) ଆଜି ପରୀକ୍ଷା ଫଳ ବାହାରିବ। ସାଗର, ତୁମେ ଶ୍ରେଣୀରେ ପ୍ରଥମ ହୋଇଛ। ବହୁତ ଭଲ। (ସମସ୍ତେ ତାଳି ମାରିଲେ) ଶିକ୍ଷକ: କିନ୍ତୁ ଆକାଶ... ତୁମ ଖାତା ଦେଖି ମୁଁ ବହୁତ ଦୁଃଖିତ। ତୁମେ ପରୀକ୍ଷାରେ ଫେଲ୍ ହୋଇଯାଇଛ। ତୁମେ ଗୋଟିଏ ବି ପ୍ରଶ୍ନର ସଠିକ୍ ଉତ୍ତର ଦେଇନାହଁ। (ଆକାଶ ମୁଣ୍ଡ ନୁଆଁଇ କାନ୍ଦିବାକୁ ଲାଗିଲା। ସେହି ସମୟରେ ତା’ର ବାପା-ମା’ ଶ୍ରେଣୀ ଗୃହକୁ ପ୍ରବେଶ କଲେ।) ବାପା: (ରାଗି ଗଲେ) ଦେଖିଲ ତ! ମୁଁ ମନା କରୁଥିଲି ସେ ମୋବାଇଲ୍ ପାଇଁ। ଦିନରାତି ଖାଲି ଭିଡିଓ ଦେଖିଲ, ପଢ଼ିଲ ନାହିଁ। ଆଜି ସମସ୍ତଙ୍କ ସାମ୍ନାରେ ଆମ ମୁଣ୍ଡ ତଳକୁ କରିଦେଲ।