У нас вы можете посмотреть бесплатно “ବିଶ୍ୱନାଥରୁ-----ସାରଳା ପର୍ଯ୍ୟନ୍ତ ଦିବ୍ୟ ଯାତ୍ରା… ଆଜିର ଦିନ ଅପୂର୍ଣ୍ଣ ସଫଳ ✨🙏” или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
“ଆଜି ଆମର ମନ୍ଦିର ଯାତ୍ରା ବିଶ୍ୱନାଥ ମନ୍ଦିରରୁ ଆରମ୍ଭ ହୋଇ ଅଷ୍ଟ ସମ୍ଭୁର ଦିବ୍ୟ ଶକ୍ତି, ଧ୍ୟାନକୁଦ ର ଶାନ୍ତିମୟ ପରିବେଶ ପୁରୀ ଭଳି ଅଭଡ଼ା ଖିଆ, ନେମାଳ ର ଅଚ୍ୟୁତାନନ୍ଦ ପୀଠ, ଗୋରଖନାଥଙ୍କ ମାହାତ୍ମ୍ୟ ଓ ସାରଳା ମା’ଙ୍କ ଅପର ସ୍ନେହ,ସନ୍ଧ୍ୟା ଆଳତୀ ଦର୍ଶନ ଏବଂ ଆଶୀର୍ବାଦରେ ଶେଷ ହେଲା। ଏକ ଦିନରେ ଛଅଟି ପବିତ୍ର ସ୍ଥାନର ଦର୍ଶନ— ମନକୁ ଛୁଇଁଯାଉଥିବା ଅନୁଭବ, ଅସୀମ ଶାନ୍ତି ଓ ଦିବ୍ୟତାର ସ୍ପର୍ଶ। ଯାତ୍ରାଟି ଦେଖନ୍ତୁ, ଅନୁଭବନ୍ତୁ ଓ ଭକ୍ତିର ସ୍ପନ୍ଦନକୁ ସାଙ୍ଗୋପାଙ୍ଗେ ଅନୁଭବନ୍ତୁ ✨🙏 ଜୟ ମା’ ସାରଳା! ଜୟ ଶିବ ଶମ୍ଭୁ! 🚩 #OdishaTempleVlog #BiswanathMandir #AstaSambhuDarshan #Dhyanakuda #Nemala #Goraknath #SaralaMaa #MandiraYatra #OdiaVlogger #OdiaCulture #DivyaDarshan #TravelOdisha #OdiaVideo #TempleDiary #JaiMahaprabhu #JaiSambhu #JaiSaralaMaa #turist #odishavlog