У нас вы можете посмотреть бесплатно `ପାଣ୍ଡିଆନ୍ ମେନ୍ ଭିଲିଆନ୍’ | BJD Leader Pravat Tripathy | VK Pandian | Waqf Bill | MP Sasmit Patra |OR или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ୱକ୍ଫ ବିଲ୍ରେ ବିଜେଡି ଭୋଟିଂ ଓ ସସ୍ମିତ ପାତ୍ରଙ୍କ ଟ୍ବିଟ୍କୁ ନେଇ ଝଡ଼। ଲମ୍ବୁଛି ଅସନ୍ତୋଷର ତାଲିକା, ବର୍ଷିଲେ ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀ। ‘ସସ୍ମିତ ପାତ୍ର କାହାର ଅନୁମତି ବିନା ଏପରି କହିପାରିବେନି’। ‘ସସ୍ମିତଙ୍କର କଣ ଔକାତ ଅଛି ଏପରି କହିବା ପାଇଁ’। ‘ତେଣୁ ଏପରି ବୟାନକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି’। ଭିକେ ପାଣ୍ଡିଆନଙ୍କୁ ମଧ୍ୟ ଟାର୍ଗେଟ୍ କରି ମନ୍ତବ୍ୟ ରଖିଲେ। ‘ସନ୍ନ୍ୟାସ କଥା କହୁଥିଲେ, ଏବେ ବି ନବୀନ ନିବାସରେ ନିଷ୍ପତ୍ତି ନେଉଛନ୍ତି’। ‘ଯେଉଁ ପୂର୍ବତନ ବ୍ୟକ୍ତିଗତ ସଚିବ କହୁଛନ୍ତି ଦଳ ପାଇଁ କରିଛନ୍ତି, ମୁଁ କହୁଛି ଦଳ ବୁଡ଼ିବାରେ ସେ ହେଉଛନ୍ତି ପ୍ରମୁଖ କାରଣ’। ତାଙ୍କର କାର୍ଯ୍ୟକଳାପ ପାଇଁ ନିର୍ବାଚନ ଫଳ ଭୋଗିଲୁ.... `ପାଣ୍ଡିଆନ୍ ମେନ୍ ଭିଲିଆନ୍’ || BJD Leader Pravat Tripathy || VK Pandian || Waqf Bill || MP Sasmit Patra || Odisha Reporter Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: / odishareporter Twitter: / odishareporter Telegram: https://telegram.me/Odisha_Reporter_o... Instagram: / odishareporter_official #OdishaReporter #SasmitPatra #BJD #VKPandian #WaqfAmendmentBill #OdishaReporter