У нас вы можете посмотреть бесплатно TUME EKA MO SAHARA FULL VIDEO//ତୁମେ ଏକା ମୋ ସାହାରା//NEW SHASANK SEKHAR FULL VIDEO или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
TUME EKA MO SAHARA FULL VIDEO/ତୁମେ ଏକା ମୋ ସାହାରା/NEW SHASANK SEKHAR FULL VIDEO ସର୍ବ ପ୍ରଥମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅତି ମହାନ ନାମରେ ସମସ୍ତଙ୍କୁ ମୋର ଆନ୍ତରିକ ନମସ୍କାର 🙏Praise the lord l ପ୍ରଭୁଙ୍କ ମହାନ ନାମ ଗୌରବ ହେଉ l ଏକ ଅତି ସୁନ୍ଦର ଗୀତJYOTIRMAYA OFFICIAL MUSIC PRESENTS Channel ତରଫରୁ ପୁଣି ଥରେ ଗୋଟେ ଗୀତ ପ୍ରସ୍ତୁତ ନିମନ୍ତେ ପ୍ରଭୁ ସାହାଯ୍ୟ କଲେ l ଭାଇ Salem Lima ଦ୍ଵାରା ରଚିତ "ତୁମେ ଏକା ମୋ ସାହାରା"ନେଇଆସିଛୁ l ଏହି ଗୀତକୁ ବହୁତ ସୁନ୍ଦର ଭାବରେ କଣ୍ଠଦାନ କରିଛନ୍ତି ଓଡ଼ିଶାର ସୁପ୍ରସିଦ୍ଧ ଗାୟକ SHASANK SEKHAR l ଗୀତଟି ଅତି ସୁନ୍ଦର ହୋଇଛି l ଗୀତଟିକୁ ଶୁଣନ୍ତୁ ଏବଂ ପୂର୍ବ ଗୀତ ପରୀ ଭଲପାଇବା Like, Share,Comments and Subscribe, କରିବାକୁ ଭୁଲନ୍ତୁ ନାହିଁ l ଏହି ଗୀତ ମାଧ୍ୟମରେ ସଦାପ୍ରଭୁଙ୍କର ପ୍ରଶଂସା ଓ ଗୌରବ ହେଉ l ଏହି ଗୀତ ଦ୍ଵାରା ଆପଣ ମାନଙ୍କ ହୃଦୟରେ ପ୍ରଭୁ କାର୍ଯ୍ୟ କରନ୍ତୁ ଏବଂ ତାହାଙ୍କ ମାର୍ଗରେ ଚାଲିବା ନିମନ୍ତେ ଏକ ନୂଆ ଆଶା ଓ ବିଶ୍ବାସରେ ବଢିବା ନିମନ୍ତେ ନିତାନ୍ତ ଆଶୀର୍ବାଦ କରନ୍ତୁ l 💽Title- ତୁମେ ଏକା ମୋ ସାହାରା 🎙️Singer - SHASANK SEKHAR 📝Lyrics & Music -Salem Lima 🎹Music Arrangment -Bapi Shamal 🖥️Recording -PRATIVA STUDIO CUTTACK 🎬Producer -Manata Pradhan 🎥Camera - Ajit Pradhan 🖼️Thambnail -Parsuram Sagaria Cantact Number -9439567643 LYRICS ସାହାରା...... ମୋ ସାହାରା...... ତୁମେ ଏକା ମୋ.. ସାହାରା ଅସାର ଏ ଦୁନିଆରେ, ତୁମେ ଏକା ମୋ ସାହାରା ପାପ ଭରା ଜଗତରେ, ତୁମେ ଏକା ମୋ ସାଥିପରା-୨ ଏ ଜଗତେ ଯୀଶୁ ମୋର, କେହି ନାହିଁ ମୋ ନିଜପରା -୨ ସାହାରା......ମୋ ସାହାରା.......... ତୁମେ ଏକା ମୋ... ସାହାରା -୨ ( 1 ) ଆକୁଳେ ଯେବେ ବୁଲିଲୀ ମୁଁ ଯେ, ପାଇବାକୁ ମୁଁ ସାହାରା ପାଇଲିନୀ ମୁଁ ଜଗତେ ଯୀଶୁ, କାହାଠାରେ ଆଶ୍ରା ପରା ତୁମେ ଏକା ମୋ ସାହା ଭରଷା, ମୋହର ଜୀବନ ସାରା ଏଣୁ ଡାକୁଛି ତୁମକୁ ପ୍ରଭୁ, ପାଇବାକୁ ତୁମ ଆଶ୍ରା (ଏ ଜଗତେ ଯୀଶୁ ମୋର କେହି ନାହିଁ ତୁମ ବିନା ପରା -୨) ସାହାରା....... ମୋ ସାହାରା....... ତୁମେ ଏକା ମୋ... ସାହାରା -୨ ( 2 ) ଗର୍ତ୍ତକୁ ମୁଁ ଯେ ଗମନ କଲେ, ମୋର ରକ୍ତରେ କି ଲାଭ ଧୂଳିକି ତୁମ୍ଭ କବରେ ଯୀଶୁ, ପ୍ରଶଂସା କରିପାରିବ ଏଣୁ ମୋ ପ୍ରାଣ ତୁମ୍ଭ ହସ୍ତରେ, କରୁଅଛି ସମର୍ପିତ ଉଦ୍ଧାର କର ହେ ଦିନନାଥ, ଶୁଣ ହେ ମୋହର ଡାକ (ଏ ଜଗତେ ଯୀଶୁ ମୋର କେହି ନାହିଁ ତୁମ ବିନା ପରା -୨) ସାହାରା........ ମୋ ସାହାରା.......... ତୁମେ ଏକା ମୋ... ସାହାରା -୨ ( ସମାପ୍ତ ) #tumeekamosahara #ତୁମେଏକାମୋସାହାରା #newshasanksekharsong #shasanksekharsong #newchristianshasanksekharsong #latestshasanksekharsong #saharasong #besaharasong #newhumansagarfullvideo #latesthumansagarsong #humansagarsong #salemlimalyricssong #newodiachristiansong2024 #christiansongodianew #jisunewsongjukebox #humansagarchristiansong #jisussong #newchristianodiavideo #culfiranichocobar #tengetenge #jesusnewsong #allalbamsongodia #humannewchristiansong #jisugita #jisussadsong #rajamankarajamorasong #tumehimahanaeswar #tumeatasatyaeswar #prasansarebhibhusita #mahimarebastranewta #hepabitraheananta #bhayankarajisutume #manatapradhanproducesong #amitpanisong #sasankasekharsong #diptirekhasong #jugejugetumejibita #humansagarnewchristiansong #newhumansagarsons #lateasthumansagarvideo #salemlimalyricsvideo #jyotirmayaofficialmusicpresantsvideo #manatapradhanproducenewhumansagarsong #new odia christian song 2024 #Christian song odia new #priya prabhu odia Christian song #jesus new Songs juke box #human sagar Christian song #newchristianodiavideo #newchristiansong2023 #christiansongs2022 #christiansong2023 #kulfiranichocobar #kholakhabara #ekamuchalichi #jisunamemahima #kemitibhulibiseprema #dinesandyanoinasiba #bidyutbhatranewsong #karaputianewvideo #sasankasekhanewsong #christianvideo #besthumansagarnewsong #latesthumansagarvideo Copyright Disclaimer: - Under section 107 of the copyright Act 1976, allowance is mad for FAIR USE for purpose such a as criticism, comment, news reporting, teaching, scholarship and research. Fair use is a use permitted by copyright statues that might otherwise be infringing. Non- Profit, educational or personal use tips the balance in favor of FAIR USE. !!* ANTI-PIRACY WARNING *!! This content is copyright to Jyotirmaya official Music presents.Any unauthorised Reproduction redistribution, re-upload (audio or video) is strictly prohibited of this material.Legal action will be taken against those who violate this copyright meterial Presented.