У нас вы можете посмотреть бесплатно ହଜିଲା ବୋହୂ ର ମିଳିଲା ସନ୍ଧାନ।ସ୍ବାମୀ କୁ କଲା ପର,ପର ପୁରୁଷକୁ ନେଇ କରିଲା ଘର।ଭବିଷ୍ୟତ ପାଇଁ ନେଇଛି ଦୃଢ଼ ପଦକ୍ଷେପ। или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଅଯୋଗ୍ୟ ସ୍ବାମୀ ର ହାତ ଛାଡ଼ିଲା ସ୍ତ୍ରୀ,ଶ୍ବଶୁର ଘର କୁ ପର କରି ନୂଆ ସଂସାର କଲା ବୋହୂ।ଜନ ମଙ୍ଗଳ ରାସୋଳ ସଂଗଠନ ର ହସ୍ତକ୍ଷେପ ପରେ ଶ୍ବଶୁର ଘର ଦେଲେ ସହମତି। ################################## BMCTv Odia Breaking News ସମଗ୍ର ଓଡ଼ିଶା ସେବା ଅଭିଯାନ/All Odisha Service Campaign ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ"ଜନ ମଙ୍ଗଳ" ରାସୋଳ UTKAL MEDIA ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ (ଜନ ମଙ୍ଗଳ), ରାସୋଳ Shradha Shakti Seva Sansthan "Jana Mangal" Rasol Mo Dhenkanal Dhenkanal Live Tehelka Dhenkanal Dhenkanal Update ମୋ ଗାଁ ମୋ ସମ୍ମାନ @highlight ସୋସିଆଲ ମିଡ଼ିଆ ଆକ୍ଟିଭିଷ୍ଟ ବିଭୁ ପ୍ରସାଦ ଶତପଥୀ ସ୍ବାମୀ ଇହକାଳ ପରକାଳର ଦେବତା,ସାତ ଜନ୍ମ ର ବନ୍ଧନ। ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ତଳମୂଳ ଗ୍ରାମ ରେ ଏମିତି ଏକ ଘଟଣା ଏହି ଉକ୍ତି କୁ ଭୁଲ୍ ପ୍ରମାଣିତ କରିଛି।ସାତ ବର୍ଷ ବି ଏକାଠି ରହି ପାରିଲେ ନାହିଁ,ଦୀର୍ଘ ଛଅ ବର୍ଷ ର ବୈବାହିକ ସଂପର୍କ ରେ ପାଞ୍ଚ ବର୍ଷ ର ଗୋଟିଏ ଝିଅ କୁ ଏକ ବର୍ଷ ର ଗୋଟିଏ ପୁଅ।ଆଜକୁ ପ୍ରାୟ ଏକ ବର୍ଷ ପୂର୍ବେ ସ୍ବାମୀ ଜିତେନ ସାହୁ,ପିତା ଭାସ୍କର ସାହୁ ଗ୍ରାମ ତଳମୂଳ,ଥାନା ବଅଁରପାଳ,ଜିଲ୍ଲା ଅନୁଗୋଳ ନିଜର ସ୍ତ୍ରୀ ତଳମୂଳ ଗ୍ରାମ ର ପୂଜା ସାହୁ,ପିତା ରଞ୍ଜନ ସାହୁ ଙ୍କୁ ଗ୍ରାମରେ ବୁଢ଼ା ବାପା ମାଆ ପାଖରେ ଛାଡି ଦେଇ ଆଉ ଏକ ଝିଅ କୁ ବାହା ହୋଇ ଅନ୍ୟତ୍ର ଘର ଠାରୁ ଦୂରରେ ରହିଲା ପରେ ବାପା ମାଆ ଅବା ସ୍ତ୍ରୀ ପିଲା ଛୁଆ କାହାର ଦାୟିତ୍ୱ ନନେବା ଯୋଗୁଁ ବିଚରା ସ୍ତ୍ରୀ ପୂଜା ସାହୁ କୋଳରେ କାଖରେ ଛୁଆ କୁ ଧରି ବୃଦ୍ଧ ଶାଶୁ ଶ୍ବଶୂର ଙ୍କ ପାଖରେ ରହି ଆସୁଥିଲେ ବି ନିଜର ଭବିଷ୍ୟତ ଯେ ଅନ୍ଧକାରମୟ ବୋଲି ଜାଣି ସାରିଥିଲା।ସ୍ବାମୀ ପଚାରୁନି,ଏପଟେ ବୟସାଧିକ ଶାଶୁ ଶ୍ୱଶୁର ପରିବାର ପ୍ରତିପୋଷଣ କରିବାକୁ ଅସମର୍ଥ।ଏପରି ସ୍ଥଳେ ସ୍ତ୍ରୀ ପୂଜା ସାହୁ ନେଲା କଠୋର ପଦକ୍ଷେପ।ଅଯୋଗ୍ୟ ଅମଣିଷ ସ୍ବାମୀ ଜିତେନ,ଶାଶୁ ଶ୍ୱଶୁର ଓ ପାଞ୍ଚ ବର୍ଷ ର ଝିଅ କୁ ଛାଡି ପରିବାର ଅଜାଣତରେ ନିଜର ଏକ ବର୍ଷର ପୁଅ କୁ ନେଇ ପର ପୁରୁଷ ଅବା ବର୍ତମାନ ର ସ୍ବାମୀ ହିମାଂଶୁ ଭୁଷଣ ସାହୁ,ପିତା ହୃଷୀକେଶ ସାହୁ ତଳମୂଳ ଗ୍ରାମ ର ଯୁବକ କୁ ଅନୁଗୋଳ କୋର୍ଟ ରେ ଆଫିଡେଭିଟ ଜରିଆରେ ଓ ତଳମୂଳ ଗ୍ରାମ ର ଦ୍ବାରସର ମନ୍ଦିର ରେ ପ୍ରାୟ ପନ୍ଦର ଦିନ ପୂର୍ବରୁ ବରଣ ମାଳା ପକାଇ ଆପଣାର କରି ଗଢିଲା ନୂଆ ସଂସାର।ନିଜର ଭବିଷ୍ୟତ ପାଇଁ ନେଲା ଦୃଢ଼ ପଦକ୍ଷେପ। ତେବେ ଶ୍ବଶୁର ଘର ତରଫରୁ ଶ୍ବଶୂର ଭାସ୍କର ସାହୁ ୨୦/୦୨/୨୬ ରିଖ ରେ ନିଜେ ବଅଁରପାଳ ଥାନା ରେ ବୋହୁ ନିଖୋଜ ଥିବାର ଲିଖିତ ପ୍ରାଥମିକ ସୂଚନା ଦେଇଥିଲେ।ବ ଅଁର ପାଳ ଥାନା ରେ ପୋଲିସ ଷ୍ଟେସନ ଡାଏରୀ ଏମ୍ ଏମ୍ ଆର୍ ନମ୍ବର ୨୩ ରେ ମହିଳା ନିଖୋଜ ହେବା ଘଟଣା ପଞ୍ଜୀକୃତ ହୋଇଥିଲା।ତେବେ ଥାନା ରେ ଜଣାଇବାର ଆଠ ଦିନ ପରେ ଶାଶୁ ଶ୍ୱଶୁର ଦୁହେଁ ବୋହୂ ପୂଜା ସାହୁ ଦ୍ବିତୀୟ ବିବାହ କରିଛି ବୋଲି ଜାଣିବା ପରେ ଯଦିଓ ଶାଶୁ ଶ୍ୱଶୁର ଚାହୁଁ ନଥିଲେ ତଥାପି ଜନ ମଙ୍ଗଳ (ରାସୋଳ) ସଂଗଠନ ର ହସ୍ତକ୍ଷେପ ପରେ ବୋହୁର ଭବିଷ୍ୟତ ପାଇଁ ମହିଧରପୁର ଫାଣ୍ଡିରେ ଥାନା ଭାର ପ୍ରାପ୍ତ ଅଧିକାରୀ ଏସ୍ ଆଇ ମାନସ ରଞ୍ଜନ ମିଶ୍ର,ଜନମଙ୍ଗଳ ରାସୋଳ ସଂଗଠନ ର ପ୍ରତିଷ୍ଠାତା ବିଭୁ ଶତପଥୀ,ଆଜୀବନ ସେବିକା କୁନି ବେହେରା ଙ୍କ ଉପସ୍ଥିତି ରେ ବୋହୂ ପୂଜା କୁ ଡକାଇ ଦ୍ଵିତୀୟ ଵିଭାଘର ରେ ଲିଖିତ ସହମତି ଦେଇଛନ୍ତି।ଅନୁରୂପ ଭାବେ ବୋହୁ ପୂଜା ମଧ୍ୟ ପ୍ରଥମ ସ୍ୱାମୀ ଜିତେନକୁ ଛାଡ଼ି ହିମାଂଶୁ କୁ ଦ୍ବିତୀୟ ବିବାହ କରି ସୁଖରେ ଅଛି ଓ ପୂର୍ବତନ ଶ୍ବଶୁର ଘର ଲୋକ ଙ୍କ ସହିତ କୌଣସି ସମ୍ପର୍କ ନାହିଁ ଓ ଧନ ସମ୍ପତ୍ତି ର ଦାବିଦାର ନୁହେଁ ବୋଲି ମଧ୍ୟ ଲିଖିତ ରାଜିନାମା ଦେଇଛନ୍ତି। ଏପରି ସ୍ଥଳେ ବୋହୂ ପୂଜା ସାହୁ ବୟାସାଧିକ ପୂର୍ବତନ ଶାଶୁ ଶ୍ୱଶୁର ଙ୍କ ପାଖରେ ଛାଡି ଯାଇଥିବା ପାଞ୍ଚ ବର୍ଷ ଝିଅର ଲାଳନ ପାଳନ ଯେ ଶାଶୁ ଶ୍ୱଶୁର ଙ୍କ ପାଇଁ ବେଡ଼ି ଉପରେ କୋରଡ଼ା ମାଡ଼ ସଦୃଶ।ଅତିଶୟ ଗରିବ ବୃଦ୍ଧ ଦମ୍ପତି କୁ ଏପଟେ ପୁଅ ପଚାରୁନି ଏପଟେ ବୋହୁ ନାହିଁ,ଯେଉଁଠି ନିଜ ରକ୍ଷଣ ଅସମ୍ଭାଳ ହୋଇ ପଡ଼ୁଛି କେମିତି ପାଞ୍ଚ ବର୍ଷର ଝିଅ ର କରିବେ ଲାଳନ ପାଳନ।ଏପରି ସ୍ଥଳେ ଜନ ମଙ୍ଗଳ (ରାସୋଳ) ସଂଗଠନ ତରଫରୁ ବୃଦ୍ଧାଶ୍ରମ ରେ ଥଇଥାନ ତଥା ପାଞ୍ଚ ବର୍ଷ ର ଝିଅ ର ଭବିଷ୍ୟତ ପାଇଁ ସରକାର ଙ୍କ ର ଶିଶୁ ମଙ୍ଗଳ କେନ୍ଦ୍ର ସହିତ ଯୋଗାଯୋଗ କରି ଥଇଥାନ କରାଯିବାକୁ ନିର୍ଭର ପ୍ରତିଶ୍ରୁତି କରାଯାଇଛି ପ୍ରଦାନ।