У нас вы можете посмотреть бесплатно ପାରାଦୀପ ସମୁଦ୍ରକୂଳରେ ଲାଗିଲା ବିରାଟ ତିମି ମାଛ| ଦେଖିବାକୁ ଭିଡ଼| Paradeep Jagatsinghpur news | Timesoneodia или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ପାରାଦୀପ ସମୁଦ୍ର କୂଳରେ ଲାଗିଲା ବିରାଟ ଟିମି ମାଛ, କୌଣସି ଜାହାଜ ରେ ପିଟିହୋଇ ଏହି ଟିମି ମାଛ ଟି ମରିଯାଇଥିବା ନେଇ ସ୍ଥାନୀୟ ଷଣ୍ଢକୁଦ ବସ୍ତି ର ମତ୍ସ୍ୟଯିବି ମାନେ କହିଛନ୍ତି l ପୂର୍ବରୁ ପାରାଦୀପ ସମୁଦ୍ର କୂଳରେ ବିରାଟ ଟିମିମାଛ ଲାଗିଥିବା ବେଳେ ଏହି ମାଛ ଟି ଟିମିମାଛ ର ଛୁଆବୋଲି ମତ୍ସ୍ୟଯିବି ମାନେ ପ୍ରକାଶ କରିଛନ୍ତି l ମାଛ ଟି ପାଖାପାଖି କୋଡିଏ ଫୁଟ ରୁ ଅଧିକ ଲମ୍ବା ହୋଇଥିବା ବେଳେ ଏକ ଟନ ରୁ ଉର୍ଧ୍ଵ ହେବ ବୋଲି ଆକଳନ କରାଯାଇଛି l ଗଭୀର ସମୁଦ୍ର ମଧ୍ୟରେ କୌଣସି ଜାହାଜ ହେଉ କିମ୍ବା ଅନ୍ୟ କୌଣସି କାରଣବଶତଃ ଏହି ଟିମିମାଛ ର ମୃତ୍ୟୁ ହୋଇଥାଇପାରେ ବୋଲି କିଛି ମତ୍ସ୍ୟଯିବି କହିଛନ୍ତି l ମାଛ ଦେହରୁ ବାହାରୁ ଥିବା ଦୁର୍ଗନ୍ଧ ରୁ ଏହି ଟିମିମାଛ ପାଖାପାଖି ପନ୍ଦର ଦିନରୁ ଉର୍ଧ୍ଵ ହେବ ମରି ସମୁଦ୍ର ରେ ଭାସି ଆସି କୂଳରେ ଲାଗିବା ଖବର ପ୍ରଚାରିତ ହେବା ପରେ ମାଛ ଦେଖିବାକୁ ଲାଗିଛି ଲମ୍ବାଧାଡି l