• ClipSaver
  • dtub.ru
ClipSaver
Русские видео
  • Смешные видео
  • Приколы
  • Обзоры
  • Новости
  • Тесты
  • Спорт
  • Любовь
  • Музыка
  • Разное
Сейчас в тренде
  • Фейгин лайф
  • Три кота
  • Самвел адамян
  • А4 ютуб
  • скачать бит
  • гитара с нуля
Иностранные видео
  • Funny Babies
  • Funny Sports
  • Funny Animals
  • Funny Pranks
  • Funny Magic
  • Funny Vines
  • Funny Virals
  • Funny K-Pop

ଉମରଗାଁ ମାଘ ମଣ୍ଡେଇ ୨୦୨୬ ||ଲୋକ ଙ୍କ ସହିତ କେତେ ଯେ ଆନନ୍ଦ || ମଣ୍ଡେଇ ରେ ମୋତେ ଦେଖି ସେଲ୍ଫୀ || Umargam Mandei скачать в хорошем качестве

ଉମରଗାଁ ମାଘ ମଣ୍ଡେଇ ୨୦୨୬ ||ଲୋକ ଙ୍କ ସହିତ କେତେ ଯେ ଆନନ୍ଦ || ମଣ୍ଡେଇ ରେ ମୋତେ ଦେଖି ସେଲ୍ଫୀ || Umargam Mandei 11 дней назад

скачать видео

скачать mp3

скачать mp4

поделиться

телефон с камерой

телефон с видео

бесплатно

загрузить,

Не удается загрузить Youtube-плеер. Проверьте блокировку Youtube в вашей сети.
Повторяем попытку...
ଉମରଗାଁ ମାଘ ମଣ୍ଡେଇ ୨୦୨୬ ||ଲୋକ ଙ୍କ ସହିତ କେତେ ଯେ ଆନନ୍ଦ || ମଣ୍ଡେଇ ରେ ମୋତେ ଦେଖି ସେଲ୍ଫୀ || Umargam Mandei
  • Поделиться ВК
  • Поделиться в ОК
  •  
  •  


Скачать видео с ютуб по ссылке или смотреть без блокировок на сайте: ଉମରଗାଁ ମାଘ ମଣ୍ଡେଇ ୨୦୨୬ ||ଲୋକ ଙ୍କ ସହିତ କେତେ ଯେ ଆନନ୍ଦ || ମଣ୍ଡେଇ ରେ ମୋତେ ଦେଖି ସେଲ୍ଫୀ || Umargam Mandei в качестве 4k

У нас вы можете посмотреть бесплатно ଉମରଗାଁ ମାଘ ମଣ୍ଡେଇ ୨୦୨୬ ||ଲୋକ ଙ୍କ ସହିତ କେତେ ଯେ ଆନନ୍ଦ || ମଣ୍ଡେଇ ରେ ମୋତେ ଦେଖି ସେଲ୍ଫୀ || Umargam Mandei или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:

  • Информация по загрузке:

Скачать mp3 с ютуба отдельным файлом. Бесплатный рингтон ଉମରଗାଁ ମାଘ ମଣ୍ଡେଇ ୨୦୨୬ ||ଲୋକ ଙ୍କ ସହିତ କେତେ ଯେ ଆନନ୍ଦ || ମଣ୍ଡେଇ ରେ ମୋତେ ଦେଖି ସେଲ୍ଫୀ || Umargam Mandei в формате MP3:


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу страницы.
Спасибо за использование сервиса ClipSaver.ru



ଉମରଗାଁ ମାଘ ମଣ୍ଡେଇ ୨୦୨୬ ||ଲୋକ ଙ୍କ ସହିତ କେତେ ଯେ ଆନନ୍ଦ || ମଣ୍ଡେଇ ରେ ମୋତେ ଦେଖି ସେଲ୍ଫୀ || Umargam Mandei

ଉମରଗାଁ ମାଘ ମଣ୍ଡେଇ ୨୦୨୬ ହେଉଛି ଆମ ଅଞ୍ଚଳର ଏକ ପୁରାତନ, ପାରମ୍ପରିକ ଓ ଐତିହାସିକ ମଣ୍ଡେଇ। ଉମରକୋଟ ବ୍ଲକ ଅନ୍ତର୍ଗତ ବକୋଦା ପଞ୍ଚାୟତର ଉମରଗାଁ ଠାରେ ପ୍ରତିବର୍ଷ ମାଘ ମାସରେ ପ୍ରଥମ ମାଘ ମଣ୍ଡେଇ ଆୟୋଜିତ ହୋଇଥାଏ। ଏହି ମଣ୍ଡେଇକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବହୁତ ଆଗ୍ରହ ଓ ଆନନ୍ଦ ଦେଖିବାକୁ ମିଳେ। ଏହି ଦିନ ଉମରଗାଁ ଗାଁ ପୁରା ଉତ୍ସବମୟ ପରିବେଶରେ ଭରିଯାଏ। ଛୋଟ ଠାରୁ ବଡ଼, ଯୁବକ-ଯୁବତୀ, ବୃଦ୍ଧ-ବୃଦ୍ଧା ସମସ୍ତେ ମଣ୍ଡେଇକୁ ଆସି ଆନନ୍ଦ ଉପଭୋଗ କରନ୍ତି। ଏହି ମଣ୍ଡେଇ ଏତେ ଲୋକପ୍ରିୟ ଯେ ନିକଟବର୍ତ୍ତୀ ଗାଁ ନୁହେଁ, ବରଂ ଦୂର ଦୁରନ୍ତାରୁ ମଧ୍ୟ ଅନେକ ଲୋକ ଏଠାକୁ ଆସନ୍ତି। ମଣ୍ଡେଇରେ ବିଭିନ୍ନ ପ୍ରକାର ଦୋକାନ, ଖାଦ୍ୟ ସାମଗ୍ରୀ, ଖେଳନା, ପାରମ୍ପରିକ ଜିନିଷ, ଓ ଗ୍ରାମୀଣ ବ୍ୟବସାୟ ଦେଖିବାକୁ ମିଳେ। ସେହି ସହିତ ଏହି ମଣ୍ଡେଇର ମୁଖ୍ୟ ଆକର୍ଷଣ ହେଉଛି ଆମ ପାରମ୍ପରିକ ଓ ଐତିହାସିକ ଦେବା–ଦେବୀଙ୍କ ଦର୍ଶନ। ଭକ୍ତମାନେ ଭକ୍ତି ଭାବରେ ଦେବା–ଦେବୀଙ୍କୁ ଦର୍ଶନ କରି ମନୋକାମନା କରନ୍ତି। ଏହି ବର୍ଷର ମଣ୍ଡେଇରେ ଲୋକମାନଙ୍କ ସହିତ ମୋର ଭେଟା ହୋଇ ବହୁତ ଖୁସି ଲାଗିଲା। ଅନେକ ଭାଇ-ଭଉଣୀ ମୋତେ ଚିହ୍ନି ଖୁସିରେ ସେଲ୍ଫୀ ନେଲେ, କଥାବାର୍ତ୍ତା କଲେ। ଲୋକଙ୍କର ସେଇ ପ୍ରେମ ଓ ସ୍ନେହ ଦେଖି ମନ ଭରିଗଲା। ଏହି ଭିଡ଼ିଓ ମାଧ୍ୟମରେ ଆପଣମାନେ ଉମରଗାଁ ମାଘ ମଣ୍ଡେଇର ସମ୍ପୂର୍ଣ୍ଣ ଦୃଶ୍ୟ, ଲୋକଙ୍କ ଆନନ୍ଦ, ଉତ୍ସବର ମହୋଲ ଓ ଆମ ପାରମ୍ପରିକ ସଂସ୍କୃତିକୁ ନିକଟରୁ ଦେଖିପାରିବେ। ଭିଡ଼ିଓଟି ଭଲ ଲାଗିଲେ Like, Share କରନ୍ତୁ ଓ ଚ୍ୟାନେଲକୁ Subscribe କରିବାକୁ ଭୁଲିବେ ନାହିଁ। ଆପଣଙ୍କର ପ୍ରେମ ଓ ସମର୍ଥନ ଏମିତି ହିଁ ରହୁ। 🙏 --- Umargam Magha Mandei Umargam Mandei 2026 Umargam Mela Umargam Vlog Umargam Village Umargam Odisha Umargam Mandei Vlog Magha Mandei 2026 Magha Mela Odisha Odia Mandei Odia Mela Vlog Odia Village Fair Odia Culture Odia Tradition Odisha Festival Odisha Village Life Odisha Gramya Jiban Umarkote Block Umarkote Vlog Nabarangpur District Nabarangpur Mandei Bakoda Panchayat Village Mela Gramin Mandei Desi Mela Local Festival Odisha Traditional Fair Deba Debi Darshan Temple Festival Folk Culture Odisha Village Crowd Public Mela Village Vlog Odisha Rural Vlog India Selfie With Public Public Love Village Happiness Odia Vlogger SB Youtuber SB Youtuber Vlogs SB Youtuber Odisha SB Youtuber Village SB Youtuber Mandei SB Youtuber 2026 Trending Village Vlog Viral Odia Vlog Village Event 2026 :-:-:-:-:-:-:-:-:-:-:-:-:-:-:-:-:-:-:-:-:-:-:-:-:-:-:-:-:-:-:-:-: #Umargam #UmargamMandei #MaghaMandei #MaghaMela #UmargamMela #Mandei2026 #Mela2026 #VillageMela #OdiaMela #OdiaVlog #VillageVlog #RuralVlog #OdishaVlog #OdiaCulture #OdiaTradition #OdishaCulture #GramyaJiban #VillageLife #DesiMela #LocalMela #PublicMela #VillageFest #TempleFest #DebaDebi #DevDarshan #GodDarshan #FolkCulture #OdiaFestival #FestivalVlog #VillageEvent #Umarkote #UmarkoteBlock #Nabarangpur #Bakoda #BakodaPanchayat #UmargamVillage #PublicLove #SelfieTime #CrowdVlog #HappyMoments #VillageFun #TrendingVlog #ViralVlog #OdiaTrending #SBYoutuber #SBYoutuberVlogs #SBYoutuberOdisha #SBVlogs #SBVillage #SBMandei #SB2026 #ExploreVillage #IndianVillage 👇👇👇👇👇👇👇👇👇👇👇👇👇👇👇👇👇 ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ, ତେବେ ଦୟାକରି ଏକ Like କରନ୍ତୁ 👍। ଆପଣଙ୍କର ଗୋଟିଏ Like ଆମ ପାଇଁ ବହୁତ ବଡ଼ ପ୍ରେରଣା। ଏହି ଭିଡ଼ିଓଟିକୁ ଆପଣଙ୍କର ସାଙ୍ଗସହୋଦର, ଭାଇ-ଭଉଣୀ ଓ ପରିବାର ସହିତ Share କରନ୍ତୁ, ଯାହାଦ୍ୱାରା ଆମ ଗାଁର ପାରମ୍ପରିକ ସଂସ୍କୃତି ଓ ମଣ୍ଡେଇର ସୁନ୍ଦର ଦୃଶ୍ୟ ସବୁଠାରେ ପହଞ୍ଚିପାରିବ। ଭିଡ଼ିଓ ସମ୍ପର୍କରେ ଆପଣଙ୍କର ମତାମତ, ଭଲ-ମନ୍ଦ କିଛି ଥାଇଲେ Comment କରି ନିଶ୍ଚୟ ଜଣାନ୍ତୁ। ଆପଣଙ୍କର Comment ପଢ଼ିବାକୁ ଆମକୁ ବହୁତ ଭଲ ଲାଗେ। ଏମିତି ଆହୁରି ଗାଁ-ଗ୍ରାମ, ମଣ୍ଡେଇ, ପରବ-ପର୍ବଣି ଓ ସତ୍ୟ ଘଟଣାର ଭିଡ଼ିଓ ପାଇଁ SB Youtuber ଚ୍ୟାନେଲକୁ Subscribe କରନ୍ତୁ ଓ ପାଖରେ ଥିବା 🔔 Bell icon କୁ ଅନ୍ କରିଦିଅନ୍ତୁ, ଯାହାଦ୍ୱାରା ନୂଆ ଭିଡ଼ିଓର ସୂଚନା ସବୁଠାରୁ ପ୍ରଥମେ ପାଇପାରିବେ। ଆପଣମାନଙ୍କର ପ୍ରେମ ଓ ସମର୍ଥନ ଏମିତି ହିଁ ରହୁ 🙏 ଧନ୍ୟବାଦ ❤️

Comments
  • ପାଣିରେ ଭାସୁଛି ଗାଁ || FLOATING VILLAGE IN KERALA #mutraveller 5 дней назад
    ପାଣିରେ ଭାସୁଛି ଗାଁ || FLOATING VILLAGE IN KERALA #mutraveller
    Опубликовано: 5 дней назад
  • ଦେଶୀ ପାର୍ଟ-9😊 ମୁଣ୍ଡା ମାନକଂ ପୂଜାରୀ ଚୟନ ର ପକ୍ରିୟା 😳 Enjoying Tribal Culture of Ho Munda | Netra Kishan 8 дней назад
    ଦେଶୀ ପାର୍ଟ-9😊 ମୁଣ୍ଡା ମାନକଂ ପୂଜାରୀ ଚୟନ ର ପକ୍ରିୟା 😳 Enjoying Tribal Culture of Ho Munda | Netra Kishan
    Опубликовано: 8 дней назад
  • ନିଜ ଜୀବନର ଶେଷ ଗୀତ ଗାଇଲେ ଅନ୍ଧ ଗାୟିକା || ତଳେ ବସି କାନ୍ଦି ପକେଇଲେ Sunita sahu.jibana ra sesha gita Prabhu 6 дней назад
    ନିଜ ଜୀବନର ଶେଷ ଗୀତ ଗାଇଲେ ଅନ୍ଧ ଗାୟିକା || ତଳେ ବସି କାନ୍ଦି ପକେଇଲେ Sunita sahu.jibana ra sesha gita Prabhu
    Опубликовано: 6 дней назад
  • ମୟ ଦତ୍ୟ ଅସୁର ଓ ବାଳି ବିର ମଧ୍ୟରେ ଘମାଘୋଟ ଲଢେଇ_new natak subha udghatan lalmati 9 дней назад
    ମୟ ଦତ୍ୟ ଅସୁର ଓ ବାଳି ବିର ମଧ୍ୟରେ ଘମାଘୋଟ ଲଢେଇ_new natak subha udghatan lalmati
    Опубликовано: 9 дней назад
  • ୮ ବର୍ଷ ର ଛୁଆ ବାହକ ସାଙ୍ଗେ ଧମାକା // Shreya Meher Kirtan // Gungibhata Kirtan Dhara 3 дня назад
    ୮ ବର୍ଷ ର ଛୁଆ ବାହକ ସାଙ୍ଗେ ଧମାକା // Shreya Meher Kirtan // Gungibhata Kirtan Dhara
    Опубликовано: 3 дня назад
  • ନୁଆ ନାଟକ ଶୁଭ ଉଦ୍ଘାଟନ ରେ ଦର୍ଶକ ମାନଙ୍କର ମତାମତ ଜାଣିବା_Madan guru new natak Raghupadar @Muinatguru 10 дней назад
    ନୁଆ ନାଟକ ଶୁଭ ଉଦ୍ଘାଟନ ରେ ଦର୍ଶକ ମାନଙ୍କର ମତାମତ ଜାଣିବା_Madan guru new natak Raghupadar @Muinatguru
    Опубликовано: 10 дней назад
  • Trump szykuje się do ataku na Iran 4 часа назад
    Trump szykuje się do ataku na Iran
    Опубликовано: 4 часа назад
  • ପୋଡ଼ା ଗଡ ମାଘ ମଣ୍ଡେଇ ଯାତ୍ରା || ନବରଙ୍ଗପୁର ଜିଲ୍ଲାର ଐତିହାସିକ ପିଠ|| Podagad Mandei SB Youtuber 1 день назад
    ପୋଡ଼ା ଗଡ ମାଘ ମଣ୍ଡେଇ ଯାତ୍ରା || ନବରଙ୍ଗପୁର ଜିଲ୍ଲାର ଐତିହାସିକ ପିଠ|| Podagad Mandei SB Youtuber
    Опубликовано: 1 день назад
  • ବଳ ଦେବ ଦିଲ୍ଲୀ ସିଂହାସନ କେବେ ଠାରୁ ଗ୍ରହଣ କରିବେ....#gurukrupa # 5 дней назад
    ବଳ ଦେବ ଦିଲ୍ଲୀ ସିଂହାସନ କେବେ ଠାରୁ ଗ୍ରହଣ କରିବେ....#gurukrupa #
    Опубликовано: 5 дней назад
  • ତେନ୍ତୁଳି ଗୁଡା କର୍ଣ୍ଣ ଗୁରୁଙ୍କ ନୁଆଁ ନାଟକ ll ଗାଁଉଁଲୀ ଝିଅର ପ୍ରେମ କାହାଣୀ ll 8249404400 ll Koraputia Natak 2 недели назад
    ତେନ୍ତୁଳି ଗୁଡା କର୍ଣ୍ଣ ଗୁରୁଙ୍କ ନୁଆଁ ନାଟକ ll ଗାଁଉଁଲୀ ଝିଅର ପ୍ରେମ କାହାଣୀ ll 8249404400 ll Koraputia Natak
    Опубликовано: 2 недели назад
  • ପୋଡ଼ା ଗଡ଼ ମାଘ ମଣ୍ଡେଇ ଯାତ୍ରା ଉପଲକ୍ଷେ ଦେବୀ ଦେବତା ମାନେ ଅନେକ //Podagad Mandei ||SB Youtuber 4 часа назад
    ପୋଡ଼ା ଗଡ଼ ମାଘ ମଣ୍ଡେଇ ଯାତ୍ରା ଉପଲକ୍ଷେ ଦେବୀ ଦେବତା ମାନେ ଅନେକ //Podagad Mandei ||SB Youtuber
    Опубликовано: 4 часа назад
  • କ୍ରିସ୍ କା ଗାନା ଶୁନେଗା | #comedy_cin #Basudev_Guru Koraputia Desia Natok | Samay kahiba Sata kahani 7 дней назад
    କ୍ରିସ୍ କା ଗାନା ଶୁନେଗା | #comedy_cin #Basudev_Guru Koraputia Desia Natok | Samay kahiba Sata kahani
    Опубликовано: 7 дней назад
  • କାଲିଆଗୁଡା ଜଙ୍ଗଲରେ ବାହାରିଲାଏକ ଦିବ୍ୟ ଶିବଲିଙ୍ଗ | Mundaguda jangalare baharila eka dibya ShivaLinga 1 месяц назад
    କାଲିଆଗୁଡା ଜଙ୍ଗଲରେ ବାହାରିଲାଏକ ଦିବ୍ୟ ଶିବଲିଙ୍ଗ | Mundaguda jangalare baharila eka dibya ShivaLinga
    Опубликовано: 1 месяц назад
  • 1 minuta temu: Amerykańskie F-35 otworzyły ogień do irańskich celów 3 часа назад
    1 minuta temu: Amerykańskie F-35 otworzyły ogień do irańskich celów
    Опубликовано: 3 часа назад
  • ଓଡ଼ିଶା ଆସୁଛୁ ରାସ୍ତା ରେ ଗୋଦାବରୀ ନଦୀ କୁ ଟିକେ ଦେଖନ୍ତୁ 😱 || Godavari river hydrabad telengana video 7 дней назад
    ଓଡ଼ିଶା ଆସୁଛୁ ରାସ୍ତା ରେ ଗୋଦାବରୀ ନଦୀ କୁ ଟିକେ ଦେଖନ୍ତୁ 😱 || Godavari river hydrabad telengana video
    Опубликовано: 7 дней назад
  • ରେ ମନୁଆ ମଣିଷଜୀବନ ଅଢେ଼ଇ ଦିନିଆ/Sunita Sahu/😭#emotional#kirtan#sunitasahu#sunitasahukirtan#viral#shorts 4 дня назад
    ରେ ମନୁଆ ମଣିଷଜୀବନ ଅଢେ଼ଇ ଦିନିଆ/Sunita Sahu/😭#emotional#kirtan#sunitasahu#sunitasahukirtan#viral#shorts
    Опубликовано: 4 дня назад
  • Pandragandi  mandei  || ପେଣ୍ଡ୍ରାଗନ୍ଧି କଣ୍ଡି ପଦର ପୁଷ ମଣ୍ଡେଇ  || Viral video|| ଆମ ପାରମ୍ପରିକ ଐତିହାସିକ 13 дней назад
    Pandragandi mandei || ପେଣ୍ଡ୍ରାଗନ୍ଧି କଣ୍ଡି ପଦର ପୁଷ ମଣ୍ଡେଇ || Viral video|| ଆମ ପାରମ୍ପରିକ ଐତିହାସିକ
    Опубликовано: 13 дней назад
  • ମହିମା ଗାଦୀ ଗୋଷ୍ଠୀ ଭିକ୍ଷା🙏🏿|| Mahima Gadi || Joranda Gadi || Mahima Dharma 1 год назад
    ମହିମା ଗାଦୀ ଗୋଷ୍ଠୀ ଭିକ୍ଷା🙏🏿|| Mahima Gadi || Joranda Gadi || Mahima Dharma
    Опубликовано: 1 год назад
  • Bakoda Mandei SB Youtuber  || ବକୋଦା ମାଘ ମଣ୍ଡେଇ ଯାତ୍ରା ଉପଲକ୍ଷେ ଭିଡ଼ିଓ|| SB Youtuber || Mandei Vlogs 1 день назад
    Bakoda Mandei SB Youtuber || ବକୋଦା ମାଘ ମଣ୍ଡେଇ ଯାତ୍ରା ଉପଲକ୍ଷେ ଭିଡ଼ିଓ|| SB Youtuber || Mandei Vlogs
    Опубликовано: 1 день назад
  • ୧୫ ବର୍ଷ ରୁ ଥିବା ଚର୍ଚ୍ଚ କୁ କେମିତି ହଟାଇବେ_Kapena Hindu christian bibad @KDKORAPUTIA 5 дней назад
    ୧୫ ବର୍ଷ ରୁ ଥିବା ଚର୍ଚ୍ଚ କୁ କେମିତି ହଟାଇବେ_Kapena Hindu christian bibad @KDKORAPUTIA
    Опубликовано: 5 дней назад

Контактный email для правообладателей: u2beadvert@gmail.com © 2017 - 2026

Отказ от ответственности - Disclaimer Правообладателям - DMCA Условия использования сайта - TOS



Карта сайта 1 Карта сайта 2 Карта сайта 3 Карта сайта 4 Карта сайта 5