У нас вы можете посмотреть бесплатно ଗର୍ଭାବସ୍ଥାରେ ପାଣି ଲିକ୍ ହେଲେ କ’ଣ କରିବେ? | Water Leakage during Pregnancy | Dr Anamika Mishra или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଗର୍ଭାବସ୍ଥାରେ ପାଣି ଲିକ୍ କରିବାର ଅର୍ଥ ହେଉଛି ଡେଲିଭରି ଆରମ୍ଭ ହେବାର ସଙ୍କେତ। ପାଣି ହଠାତ୍ ଧୀରେ ଧୀରେ କିମ୍ବା ଅଧିକ ପରିମାଣରେ ବାହାରିପାରେ। ଏମିତି ହେଲେ, ଗର୍ଭବତୀ ମହିଳାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିବା ଆବଶ୍ୟକ। ଆସନ୍ତୁ, ଏନେଇ ଅଧିକ ଜାଣିବା ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଅନାମିକା ମିଶ୍ରଙ୍କଠାରୁ, ଏହି ଭିଡିଓରେ। ଏହି ଭିଡିଓରେ ରହିଛି, ଗର୍ଭାବସ୍ଥାରେ କେଉଁମାନଙ୍କର ପାଣି ଲିକ୍ କରିଥାଏ? (0:00) ଜଣେ କେମିତି ଜାଣିବା ତା’ର ପାଣି ଲିକ୍ କରୁଛି? (1:28) ଗର୍ଭାବସ୍ଥାରେ ପାଣି ଲିକ୍ କାହିଁକି ହୁଏ? (2:49) ଗର୍ଭାବସ୍ଥାର କେଉଁ ଷ୍ଟେଜ୍ରେ ପାଣି ଲିକ୍ କରିଥାଏ? (3:35) ଗର୍ଭାବସ୍ଥାରେ ପାଣି ଲିକ୍ କଲେ ଚିକିତ୍ସା କ’ଣ କରାଯାଏ? (4:08) ଯଦି ଜଣେ ମହିଳାଙ୍କର ପାଣି ଲିକ୍ କରେ ଘରେ କ’ଣ କରିପାରିବେ? (5:30) ଡେଲିଭରି ସମୟ ପୂର୍ବରୁ ପାଣି ଲିକ୍ କଲେ କ’ଣ ସମସ୍ୟା ହୋଇପାରେ? (6:16) ପାଣି ଲିକ୍ କଲେ ଆଗୁଆ ଡେଲିଭରି ହେବାର ଆଶଙ୍କା ରହିଛି କି? (7:46) ଗର୍ଭାବସ୍ଥାରେ ପାଣି ଲିକ୍ କରିବାକୁ ରୋକିବେ କିପରି? (8:22) During pregnancy, many women may notice a watery discharge that feels unusual & continuous. This often happens when the amniotic sac, which surrounds the baby & holds the protective fluid, develops a small tear. As a result, the fluid may start leaking slowly in small amounts or sometimes come out suddenly as a gush through the vagina. Does Water Leakage increase the risk of early delivery? Let’s learn more from Dr Anamika Mishra, an Obstetrician & Gynaecologist. In this Video, Who is at risk of developing Water Leakage during Pregnancy? in Odia (0:00) Symptoms of Water Leakage during Pregnancy, in Odia (1:28) Causes of Water Leakage during Pregnancy, in Odia (2:49) At what stage of pregnancy does Water Leakage usually occur? in Odia (3:35) Treatment of Water Leakage during Pregnancy, in Odia (4:08) What should a woman do at home if her Water Leaks? in Odia (5:30) What problems can occur if Water Leaks before the delivery time? in Odia (6:16) Does Water Leakage increase the risk of early delivery? in Odia (7:46) Prevention of Water Leakage during Pregnancy, in Odia (8:22) #WaterLeakage #PregnancyCare #OdiaHealthTips Subscribe Now & Live a Healthy Life! ସ୍ଵାସ୍ଥ୍ୟ ପ୍ଲସ୍ ନେଟ୍ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ। ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: / swasthyaplusodia . For feedback and business inquiries, contact Swasthya Plus Odia at hello@swasthyaplus.com Swasthya Plus Odia, Odisha's leading destination for Health Tips in Odia language on health, hygiene, nutrition, lifestyle, and more!