У нас вы можете посмотреть бесплатно Odia Kabita: ଶେଷ ପ୍ରେମ || Lopamudra || Kabita Class или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
Poetry Title: Sesa Prema Writer: Dipanjali Das Narrator: Lopamudra Barik About Us! Poetry can evoke all sorts of emotions - Love, Heartbreak, Sensuality, Humor, Satire, Patriotism, Political, Social and much more. Catch original Odia Poetry & Sher-O-Shayari only on #JharkaKabita If you too write poetry and want to share your poems with the world, contact us. We will feature you in #KabitaClass Email: [email protected] Thanks & Regards #JharkaKabita ତୋ ଜୀବନର ପ୍ରଥମ ପ୍ରେମ ନୁହେଁ ମୁଁ ଶେଷ ପ୍ରେମ ହେବାକୁ ଚାହେଁ... ପ୍ରଥମ ପ୍ରେମ ପିଲାଦିନ ବୋହୂ ବୋହୂକା, ଲୁଚକାଳି, ବାଲିଘର ପରି ଦିନେ ନା ଦିନେ ଭାଙ୍ଗିଯିବ... ତୂଳା ପରି ହ୍ରୁଦୟ ମୋର ଲୁହର ଓଜନ କେମିତି ସହିବ... ତୋ ହାତ ଧରି ବାଟ ଚାଲୁଥିବି ଜୀବନର ଶେଷ ନିଶ୍ୱାସ ଯାଏ ... ଫି ରାତି ତୋ ସହ ମିଶି ଗଣିସାରିଥିବା ତାରାକୁ ପୁଣିଥରେ ଗଣିବାକୁ ଚାହେଁ... ମୁଁ ତୋର ପ୍ରଥମ ପ୍ରେମ ନୁହେଁ ଶେଷ ପ୍ରେମ ହେବାକୁ ଚାହେଁ.... ପ୍ରେମ ତ ତାହା ନୁହେଁ ଆଜି ହେଇ କାଲି ଭାଙ୍ଗିଯିବ ଆଖିର ଲୁହକୁ ନିତି ତକିଆ ପିିଇବ... ପ୍ରେମ ତାହା ଛାତି ତଳେ ରହି ଛାତିକୁ ଚିମୁଟି ରୁଗୁ ରୁଗୁ କରି ଜଳୁଥିବ ଜାଳୁଥିବ... ମୁଁ ତୋ ପାଇଁ ଜହ୍ନ ନୁହେଁ ଆକାଶ ହେବାକୁ ଚାହେଁ... ହାତ ସହ ହାତ ନୁହେଁ ରକତରେ ମିଶି ଯିବାକୁ ଚାହେଁ... ମୁଁ ତୋର ପ୍ରଥମ ପ୍ରେମ ନୁହେଁ ଶେଷ ପ୍ରେମ ହେବାକୁ ଚାହେଁ... ................###..................