У нас вы можете посмотреть бесплатно Probe Ordered After School Midday Meal Rice Found Missing in Cuttack’s Athagad Block или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
#ସ୍କୁଲ୍_ଚାଉଳ_ବିକି_ଦେଉଥିଲେ! ମଧ୍ୟାହ୍ନ ଭୋଜନ ଚାଉଳ ବିକ୍ରି କରିବା ଘଟଣାରେ ତଦନ୍ତ ଆରମ୍ଭ କରିଛି ଗଣ ଶିକ୍ଷା ବିଭାଗ। କେଉଁ ପରିସ୍ଥିତିରେ ଚାଉଳ ଯାଉଥିଲା, ଚାଉଳ ସହିତ ଗାଡିକୁ ଧରିଥିଲେ ଗ୍ରାମବାସୀ। ଏହାର ତଦନ୍ତ କରିବେ ଶିକ୍ଷା ଅଧିକାରୀ। ଏମିତି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ଆଠଗଡ ବ୍ଲକ ଅଧିନସ୍ଥ ଛଅଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ଆଜି ସକାଳୁ ଏକ କାରରେ ଆଠ ବସ୍ତା ମଧ୍ୟାହ୍ନ ଭୋଜନ ଚାଉଳ ଭର୍ତ୍ତି ହୋଇ ଯାଉଥିବାବେଳେ ଗ୍ରାମବାସୀମାନେ ସନ୍ଦେହ କରି ଡ୍ରାଇଭରଙ୍କୁ ପଚାରିଥିଲେ, ହେଲେ ସେ କୌଣସି ଉତ୍ତର ଦେଇପାରିନଥିଲେ। ପ୍ରଧାନ ଶିକ୍ଷୟତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସେ ସ୍କୁଲ ଚାଉଳ ନେଉଥିବା ଗ୍ରାମବାସୀ ଜାଣିବାକୁ ପାଇଥିଲେ। ଯଦି କୌଣସି ଅନିୟମିତତା ହୋଇଥିବ, ତେବେ ସମ୍ପୃକ୍ତ ପ୍ରଧାନ ଶିକ୍ଷୟତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସହକାରୀ ବ୍ଲକ ଶିକ୍ଷା ଅଧିକାରୀ କହିଛନ୍ତି। #OdishaEducation #CuttackNews #MiddayMeal #SchoolProbe #OdishaTV #OTV A formal inquiry has been launched by the Department of Public Education after allegations that midday meal rice meant for students was being sold instead of used for the meal programme at a government primary school in Chaogaon, under Athagad Block in Cuttack district, Odisha. Today (morning), villagers spotted a vehicle being loaded with eight sacks of midday meal rice and questioned the driver, who failed to explain the situation. For latest news updates follow us on WhatsApp: https://whatsapp.com/channel/0029VaYN... OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts. Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile. Stay tuned for all the breaking news ! Visit Our Website https://odishatv.in/ News In Odia: http://otvkhabar.in/ Android App: https://bit.ly/OTVAndroidApp iOS App: https://bit.ly/OTViOSApp Watch Live: https://odishatv.in/live-tv YouTube: https://goo.gl/Ehz6OP Watch our latest news in English: https://bit.ly/3wTgKxc Facebook: / otvkhabar OTV English Facebook : / otvnews Telegram @otvtelegram @otvkhabar Twitter: / otvnews Instagram: / otvnews #OdishaTV #OTV