У нас вы можете посмотреть бесплатно ଆଜି ଏତେ ଦିନ ପରେ ମହାଦେବ ମୋ ପ୍ରାର୍ଥନା ଶୁଣିଛନ୍ତି🙏🙏ସତରେ ଏଇଟା ମୋ ପାଇଁ ମହାଦେବଙ୍କ କୃପା ନୁହେଁ ତ ଆଉ କଣ или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
Vlog - 24 ବହୁତ ଦିନରୁ ଆମେ ଭାବୁଥିଲୁ ଏହି ମନ୍ଦିର କୁ ଯିବା ପାଇଁ , ଆଜି ସେଥିପାଇଁ ଗୋଟେ ପବିତ୍ର ସୋମବାର ରେ ମହାଦେବ ଙ୍କୁ ଦର୍ଶନ କରି ବହୁତ ଖୁସି ଲାଗିଲା , ଆଉ ମୁଁ ସେହି ମନ୍ଦିର ର ଅପୂର୍ବ ଦୃଶ୍ୟ ଆପଣ ମାନଙ୍କ ସହିତ share କରିକି ମୋତେ ବହୁତ ଖୁସି ଲାଗୁଚି , ଆଶା କରୁଛି ଆପଣ ଙ୍କୁ ମୋ ଭିଡ଼ିଓ ଟି ବହୁତ ଭଲ ଲାଗିବ , ଯଦି ମୋ ଭିଡ଼ିଓ ଟି ଆପଣ ମାନଙ୍କୁ ଭଲ ଲାଗୁଥାଏ ତାହେଲେ ଦୟାକରି ଭିଡ଼ିଓ କୁ like , comment ଓ ମୋ channel "ODIA VLOGS BY SAATHI" କୁ subscribe କରି ମୋତେ ଆପଣ ମାନଙ୍କ ଶ୍ରଦ୍ଧା , ଭଲ ପାଇବା ଆଉ ଆଶୀର୍ବାଦ ଦେବେ ବୋଲି ମୋର ଆଶା.... ମୁଁ ଓଡ଼ିଆ ଆଉ ମୋ ଭାଷା ଓଡ଼ିଆ କୁ ମୁଁ ବହୁତ ସମ୍ମାନ କରେ , ଆଉ ନିଜକୁ ଜଣେ ଓଡ଼ିଆ ଘର ର ଝିଅ ଓ ବୋହୁ ଭାବେ କାହାକୁ କହିବା ସମୟରେ ମୁଁ ମୋ ନିଜକୁ ବହୁତ ଗର୍ବିତ ଅନୁଭବ କରେ . ଖାସ ସେଥିପାଇଁ ମୁଁ ମୋର ସମସ୍ତ ଓଡିଶାବାସି ମାନଙ୍କ ସହିତ ଯୋଡି଼ ହୋଇ ରହିବା ପାଇଁ ଏହି vlogging channel create କରିଛି , ଆଶା କରୁଛି ଆପଣ ମାନେ ମୋତେ support କରିବେ , ରହୁଛି ଧନ୍ୟବାଦ ....ନମସ୍କାର Follow me in Facebook -- / lipika.lipi.927 Mail me --lipikanayak56@gmail.com You can watch my previous video from the below link. ଆଜି ମୁଁ ହାରିଗଲି • ଆଜି ମୁଁ ହାରିଗଲି | Eating Challenge With Hu... କେଉଁଠୁ ପାଇଲି ମୁଁ ବାଙ୍ଗାଲୋର ରେ ଓଡ଼ିଆ ଚୁଲି🤔🤔 • କେଉଁଠୁ ପାଇଲି ମୁଁ ବାଙ୍ଗାଲୋର ରେ ଓଡ଼ିଆ ଚୁଲି🤔🤔... ବାଃ ବାଃ ରେ ମଣିଷ ଧିକ ତୋ ଜୀବନ • ବାଃ ବାଃ ରେ ମଣିଷ ଧିକ ତୋ ଜୀବନ | Odia Vlogger... ନୂଆ ନୂଆ ବାହାଘର VS ଗୋଟିଏ ବର୍ଷ ପରେ | Before Marriage vs After Marriage | 😍 vs 😠 • ନୂଆ ନୂଆ ବାହାଘର VS ଗୋଟିଏ ବର୍ଷ ପରେ | Before ... ମୋର ଏହି ଅଳସୁଆମୀ ଗୁଣ ଯୋଗୁଁ ମୋତେ ସବୁବେଳେ ସମସ୍ତଙ୍କଠୁ ଗାଳି ଶୁଣିବାକୁ ପଡୁଛି😞😞 • ମୋର ଏହି ଅଳସୁଆମୀ ଗୁଣ ଯୋଗୁଁ ମୋତେ ସବୁବେଳେ ସମସ... ଯେତେ କହିଲେ ବି ଥଟ୍ଟା କରିବାର ଅଭ୍ୟାସ ଗଲାନି | ଆଜି ତ କ୍ୟାମେରା ସାମ୍ନା ରେ ବି😐😐 • ଯେତେ କହିଲେ ବି ଥଟ୍ଟା କରିବାର ଅଭ୍ୟାସ ଗଲାନି | ... ଆଜି ସେ ମୋତେ ଏମିତିକା ଧୋକାଦେବେ ବୋଲି ମୁଁ ସ୍ୱପ୍ନରେବି ଭାବି ନଥିଲି • ଆଜି ସେ ମୋତେ ଏମିତିକା ଧୋକାଦେବେ ବୋଲି ମୁଁ ସ୍ୱପ... ଆଜି ଇଏ ଆପଣ ମାନଙ୍କୁ ସତ କହି ମୋତେ ବଦନାମୀ ରେ ପକେଇ ଦେଲେ😜😜 • ଆଜି ଇଏ ଆପଣ ମାନଙ୍କୁ ସତ କହି ମୋତେ ବଦନାମୀ ରେ ପ... youtubeକୁ କେମିତି ଆସିଲି | ଆସନ୍ତୁ ଦେଖିବା କଣ ମୁଁ shopping କରିଥିଲି ତାଙ୍କୁ ପସନ୍ଦ ଆସିଗଲା • YouTubeକୁ କେମିତି ଆସିଲି | ଆସନ୍ତୁ ଦେଖିବା କଣ ... କିଛି ଅଭୁଲା ମୁହୂର୍ତ୍ତ | my wedding day😍😍😍😍 • କିଛି ଅଭୁଲା ମୁହୂର୍ତ୍ତ | My Wedding Day😍😍😍😍 ... ଆଜିତ ଆମେ ଆଶ୍ଚର୍ଯ୍ୟ ହୋଇଗଲୁ | ଏଇଟା କୁଆଡେ ମୋ ସ୍ୱାମୀଙ୍କ ପାଇଁ ଭଗବାନଙ୍କ କୃପା | ମହାପ୍ରଭୁଙ୍କୁ ଦର୍ଶନ କରିବା🙏 • ଆଜିତ ଆମେ ଆଶ୍ଚର୍ଯ୍ୟ ହୋଇଗଲୁ | ଏଇଟା କୁଆଡେ ମୋ ... ମୋ ସହ ଟିକେ ନ ଲାଗିଲେ ମୋ hubby ଙ୍କ ର ମନ ବୁଝେନି କି ପେଟ ପୂରେନି😜😜 • ମୋ ସହ ଟିକେ ନ ଲାଗିଲେ ମୋ hubby ଙ୍କ ର ମନ ବୁଝେ... ସତରେ କେତେ ନିଆରା ଆମ ପରମ୍ପରା | ଓଡ଼ିଆ ବୋଲି ଭାବିଲେ ନିଜକୁ ଗର୍ବିତ ମନେକରେ • ସତରେ କେତେ ନିଆରା ଆମ ପରମ୍ପରା | ଓଡ଼ିଆ ବୋଲି ଭା... ଜୀବନରେ ଛୋଟ ଛୋଟ ଖୁସିକୁ ଏପରି ଉପଭୋଗ କରିବା ଉଚିତ | ଓଡ଼ିଆ vlog • ଜୀବନରେ ଛୋଟ ଛୋଟ ଖୁସିକୁ ଏପରି ଉପଭୋଗ କରିବା ଉଚି... Hubby ଙ୍କ ସହ ବିତାଉଥିବା ପ୍ରତିଟି ଛୋଟ ଛୋଟ ମୁହୁର୍ତ୍ତ ମୋ ପାଇଁ ସବୁବେଳେ କିଛି ଖାସ ଥାଏ • Hubby ଙ୍କ ସହ ବିତାଉଥିବା ପ୍ରତିଟି ଛୋଟ ଛୋଟ ମୁହ... ବେଳେବେଳେ ବ୍ୟସ୍ତମୟ ଜୀବନରେ ମଧ୍ୟ ଖୁସିକୁ ଅନୁଭବ କରିହୁଏ | ସ୍ୱାମୀଙ୍କ ପାଇଁ special item try କରିଛି • ବେଳେବେଳେ ବ୍ୟସ୍ତମୟ ଜୀବନରେ ମଧ୍ୟ ଖୁସିକୁ ଅନୁଭବ... କଣ ମୋ ସ୍ୱାମୀ ଭଲ ରୋଷେଇ କରି ପାରନ୍ତି.... | My First Vlog • କଣ ମୋ ସ୍ୱାମୀ ଭଲ ରୋଷେଇ କରି ପାରନ୍ତି.... | My... Thanks for watching my videos. Please subscribe for more..... #odiavlog #dailyvlog #travelvlogging #odiavlogsbysaathi #odiavloggerlipi #odiavlog #odiabeauty #odiajhia #odiabohu #khantiodiani #odialifestyle #odiayoutuberlipi #odishadairy #kempfortshivatemple #shivohamshivatemple