У нас вы можете посмотреть бесплатно ମାଆ ବଢ଼ି ପକାଇଛି ହେଲେ ଖରା ଆସୁନି, ମୁଣ୍ଡ ପୁରା ଖରାପ! 🤦♂️ | Odia Village Vlog / Bm Bikash или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଜୟ ଜଗନ୍ନାଥ ସାଙ୍ଗମାନେ! 🙏 ଆଜିର ଭିଡିଓରେ ଦେଖିବାକୁ ପାଇବେ ଆମ ଗାଁ ର ଗୋଟେ ଛୋଟ ସମସ୍ୟା। ମାଆ ବହୁତ କଷ୍ଟ କରି ବଢ଼ି ପକାଇଛି, କିନ୍ତୁ ଆକାଶରେ ଖରା ଆସୁନି। ବଢ଼ି ଗୁଡିକ କେମିତି ଶୁଖିବ ସେଇ ଚିନ୍ତାରେ ମୁଣ୍ଡ ଖରାପ ହୋଇଗଲାଣି। ତା ସହିତ ଗାଁ ର କିଛି ସୁନ୍ଦର ମୁହୂର୍ତ୍ତ। ଆଶା କରୁଛି ଆପଣଙ୍କୁ ଏହି Vlog ଟି ଭଲ ଲାଗିବ। ଯଦି ଭଲ ଲାଗେ ତେବେ Like, Share ଏବଂ Channel କୁ Subscribe କରିବାକୁ ଭୁଲିବେନି। 😊 In this video: 👉Traditional Badi Making in Odisha 👉Village Life & Problems 👉Odia Family Vlog 👉Daily Lifestyle of Bm Bikash #OdiaVlog #BmBikash #BadiPaka