У нас вы можете посмотреть бесплатно Prabhu he.//ପ୍ରଭୂ ହେ...//ଓଡ଼ିଆ ଖ୍ରୀଷ୍ଟିଆନ ଗୀତ//Odia Christian song//Studio version или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
Praise the Lord Thanks dear subscribers watching and encouraging me with valuable printing likes and comments, ଧନ୍ୟବାଦ୍ ମୋର ଭାଇ ଓ ଭଉଣୀ ଆପଣ ମାନଙ୍କୁ ସମସ୍ତଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମଧୁର ନାମରେ ନମସ୍କାର ଜଣାଇ ଆଜି ଆପଣ ମାନଙ୍କ ପାଇଁ ଏକ ମନ ଛୁଆଁ ଖ୍ରୀଷ୍ଟୀୟ ଭକ୍ତି ସଙ୍ଗୀତ ମାଧ୍ୟମରେ ଆପଣ ମାନଙ୍କ ପାଖକୁ ବାର୍ତ୍ତା ଆଣିଛି । ଆଶା କରୁଛୁ ଆପଣ ମାନଙ୍କୁ ନିଶ୍ଚୟ ଭଲ ଲାଗିବ । ପ୍ରଭୂ ହେ ...... ଏ ଜୀବନ ଦେଲ ମୋତେ ତୁମରି ଦୟାରେ,ତୁମରି ଦୟାରେ ଦିଅ ହେ ଢାଳି........ ଜୀବନ୍ତ ହେଉ ଜୀବନ ଜୀବନ୍ତ ହେଉ ଜୀବନ,ଜୀବନ୍ତ ହେଉ ୧ : ତୁମରି ଆଶିଷେ କଣ୍ଠ ଟିଏ ଦେଲ ସ୍ୱର ହୋଇ ତୁମେ ପ୍ରଭୁ ସଙ୍ଗୀତ ସାଜିଲ....୨ ଏ ସଙ୍ଗୀତ କରୁ ପରିବର୍ତ୍ତନ......2 ଦୁଃଖୀ ଜୀବନ ହେଉ ଖ୍ରୀଷ୍ଟ ଜୀବନ ଶାନ୍ତି ମୟ.......... ୨: କୃଶ ପଥେ ଦେଖି ତୁମ ରକ୍ତ ଚିହ୍ନ ଅନୁତାପେ ବିତିଯାଉ ଏଇ ଜୀବନ ..୨ ଜୀବନର ପାପ ସବୁ ଧୋଇ ଯାଉ...୨ କ୍ଷମି ଯାଉ ସବୁ ଧୋଇ ହେଉ ଉଦ୍ଧାର ପାଉ ପ୍ରଭୁ ହେ..... #humansagarchristiansongs #amitpanichristiansongs #asimapandachristiansong #prabhuhe #sashanksekharchristiansong #jaganmohannagchristiansong #odia christiansongs ##hindicristiansongs #englishchristiansongs #juliapradhanchristiansongs #odiasongchristian #christiansongs #christmascelebration #dance #odiasong #sambalpurisong #christianmusic