У нас вы можете посмотреть бесплатно ପ୍ରେମ ଜାଲରେ ଫସାଇ ନାବାଳିକା କୁ ଦୁଷ୍କର୍ମ ଘଟଣା ରେ ଅଭିଯୁକ୍ତ ଙ୍କୁ ୨୦ବର୍ଷ କାରାଦଣ୍ଡାଦେଶ или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ପ୍ରେମ ଜାଲରେ ଫସାଇ ନାବାଳିକା କୁ ଦୁଷ୍କର୍ମ ଘଟଣା ରେ ଅଭିଯୁକ୍ତ ଙ୍କୁ ୨୦ବର୍ଷ କାରାଦଣ୍ଡାଦେଶ ଶୁଣାଇଲେ ଯାଜପୁର ଅତିରିକ୍ତ ଜ଼ିଲ୍ଲା ଦୌରା ଜଜ ତଥା ସ୍ୱତନ୍ତ୍ର ପୋକ୍ସୋ ଜଜ । ୨୦୨୨ ମସିହା ମଙ୍ଗଳପୁର ଥାନା ଅଞ୍ଚଳର ୧୫ବର୍ଷୀୟ କଲେଜ ପଢୁଆ ନାବାଳିକା ଧର୍ମଶାଳା ଥାନା ବଡ଼ସାହି ଅଞ୍ଚଳ ର ରାକେଶ ମଲ୍ଲିକଙ୍କ ସହ ଫେସବୁକ ମାଧ୍ୟମରେ ବନ୍ଧୁତା ସ୍ଥାପନ ହୋଇଥିଲା। ପରବର୍ତ୍ତି ସମୟରେ ଅଭିଯୁକ୍ତ ରାକେଶ ନାବାଳିକା କୁ ପ୍ରେମ ଜାଲ ରେ ଫସାଇ ଅପହରଣ କରି ପ୍ରଥମେ ଜଗତସିହପୁର ନେଇ ରଖିଲା। ପରେ ତାମିଲନାଡୁ ନେଇ ୫ ମାସ ରହି ଅନେକ ଥର ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲା। ସଂପୃକ୍ତ ନାବାଳିକା ଦୁଷ୍କର୍ମର ଶିକାର ହେବାପରେ ତାର ପରିବାବର୍ଗଙ୍କୁ ଖବର ଦେଇଥିଲା। ଏ ନେଇ ପରିବାର ବର୍ଗ ମଙ୍ଗଳପୁର ଥାନା ରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତ୍ତି କରି ଅଭିଯୁକ୍ତ ଙ୍କୁ ପୋଲିସ ତାମିଲନାଡୁ ରୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଆଜି ଏହି ମାମଲା ର ଶୁଣାଣି କରି ୧୦ଜଣ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଅଭିଯକ୍ତଙ୍କୁ ୨୦ବର୍ଷ କାରାଦଣ୍ଡାଦେଶ ସହ ୧ଲକ୍ଷ ୫୦ ହଜାର ଜରିମାନା ରାୟ ଶୁାଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ଵତନ୍ତ୍ର ପୋକ୍ସୋ ଜଜ ଅଭିଜିତ ପଲାଇ। ଏଥି ସହିତ ଅନାଦୟ ୨ବର୍ଷ ୬ ମାସ ଅଧିକ କାରାଦଣ୍ଡାଦେଶ ସହ ପିଡିତାଙ୍କୁ ୪ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ଜିଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲା କୁ ସରକାରୀ ଓକିଲ ରାଜୀବ ମହାନ୍ତି ପରିଚାଳନା କରିଥିଲେ l #jajpurkhabar #jajpuria #jajpur #jajpurtown