У нас вы можете посмотреть бесплатно ଖ୍ରୀଷ୍ଟିୟାନ କିଏ ? Who is a Christian? или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଶାସ୍ତ୍ରାଂଶ: ମାର୍କ 1:16-20 ଏହି ଶାସ୍ତ୍ରାଂଶରେ ଆମେ ଦେଖୁଅଛୁ ଯେ ଯୀଶୁ ତାହାଙ୍କର ଶିଷ୍ୟମାନଙ୍କୁ ତାହାଙ୍କ ପଛରେ ଅନୁଗମନ କରିବା ନିମନ୍ତେ ଡ଼ାକୁଛନ୍ତି। ଜଣେ ଖ୍ରୀଷ୍ଟିୟ ଜଣକ ସେହି ବ୍ୟକ୍ତି ଯାହାକୁ ପରମେଶ୍ୱର ଡ଼ାକନ୍ତି ବା ଆହ୍ୱାନ କରନ୍ତି। ଯୀଶୁଙ୍କର ଅନୁଗମନ କରିବା ଆମର ନିଷ୍ପତ୍ତି ନୁହେଁ, କିନ୍ତୁ ଏହା ଯୀଶୁ ଖ୍ରୀଷ୍ଟ ଆରମ୍ଭ କରନ୍ତି ଓ ସେ ପଦକ୍ଷେପ ନିଅନ୍ତି। ଯୀଶୁଙ୍କର ଅନୁଗମନ କରିବା ପାଇଁ ଆମର ନିଷ୍ପତ୍ତି ଉପରେ ନିର୍ଭର କରେ ନାହିଁ, କିନ୍ତୁ ଏହା ଯୀଶୁ ଖ୍ରୀଷ୍ଟ ଆରମ୍ଭ କରନ୍ତି। ଜଣେ ଖ୍ରୀଷ୍ଟିଆନ ଜଣକ ସେହି ବ୍ୟକ୍ତି ଯିଏ ଯୀଶୁଙ୍କର ଶିଷ୍ୟ ଅଟନ୍ତି ଅର୍ଥାତ୍ ଯୀଶୁଙ୍କର ଅନୁଗମନ କରନ୍ତି। ଏପରି କୌଣସି ଖ୍ରୀଷ୍ଟିୟାନ ନାହାଁନ୍ତି ଯେଉଁମାନେ ଯୀଶୁଙ୍କର ଶିଷ୍ୟ ନୁହଁନ୍ତି। ଯୀଶୁଙ୍କ ଶିଷ୍ୟ ହେବାର ଅର୍ଥ ହେଉଛି ଯୀଶୁଙ୍କର ଅନୁଗମନ କରିବା।