У нас вы можете посмотреть бесплатно ନାଲି ଆଖି ଦେଖାଇ ସାର୍ କହୁଛନ୍ତି ଗେଟ୍ ଆଉଟ୍,କାହାକୁ ନେବାକୁ ଆସିଛ School Principal & Parents dispute,Bhadrak или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ନାଲି ଆଖି ଦେଖାଇ ସାର୍ କହୁଛନ୍ତି ଗେଟ୍ ଆଉଟ୍ , କାହାକୁ ନେବାକୁ ଆସିଛ ? ଭଦ୍ରକ ସହରାଞ୍ଚଳ ନିକଟ ଗବସାହି ଘରୋଇ ବିଦ୍ୟାଳୟରେ ସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ଛାତ୍ରୀ ଓ ଅଭିଭାବକଙ୍କୁ ମାଡ ମାରିଥିବା ଅଭିଯୋଗ | ସୂଚନା ଅନୁଯାଇ ଏହି ସ୍କୁଲ ହଷ୍ଟେଲ ରେ ରହୁଥିବା ଜଣେ ଛାତ୍ରୀଙ୍କୁ ନେବା ପାଇଁ ତାଙ୍କ ସମ୍ପର୍କୀୟ ଓ ଅଭିଭାବକ ଆସିଥିବା ବେଳେ ସ୍କୁଲ ର ପରିଚାଳିକା ତଥା ପ୍ରଧାନ ଶିକ୍ଷୟତ୍ରୀ ଅର୍ଣ୍ଣପୂର୍ଣା ଜେନା ସେମାନଙ୍କୁ ସାକ୍ଷାତ କରିବା କୁ ନଦେଇ ଓଲଟି ଛାତ୍ରୀ ଙ୍କ ସମ୍ପର୍କୀୟ ଙ୍କୁ ଗାଳି ଗୁଲଜ କରିବା ସହ ମାଡ ମାରି ତାଙ୍କ ମୋବାଇଲ ଛଡେଇ ନେଇଥିଲେ ବୋଲି ଅଭିଯୋଗ ଆଣିଛନ୍ତି ଅଭିଭାବକ | School Principal & Parents dispute ,Bhadrak #bhadrak #school Vist our Website :https://www.pratidintv.com/ Like Our Facebook Page: / pratidinodisha Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel: / @pratidintvodisha #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha