У нас вы можете посмотреть бесплатно BJDରେ ବଡ଼ ଫାଟ! 🔥 Kalikesh vs Debasish | Naveenଙ୍କ ପାଖରେ ନୂଆ ନେତୃତ୍ୱ? | BJD Leadership Crisis или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ବିଜେଡି କେଁ, ବାଜୁଛି ପେଁ କାଳିରେ, ନୀତି କଳି ଆଉ ଚାଲିଛି କୋଳାକୋଳି, ଆଗକୁ ରାଜ୍ୟସଭା ନିର୍ବାଚନ ତଥାପି ଛିଂଡୁନି ନେତୃତ୍ୱ କଳି, ରାଜ୍ୟ ବିଜେପି ସରକାର ସହ ନବୀନଙ୍କ ଆକ୍ସନ ରୀଆକ୍ସନ ଏବେ ଆଉ ପୂର୍ବପରି କୋମଳ ନାହିଁ ବରଂ ସିଧା ଆକ୍ରମଣ ରହିଛି, କିନ୍ତୁ କଥାରେ ଅଛି ଦାନ୍ତ ଘୋରି ହେବାବେଳେ ଆଉ ପାଟିକୁ କି ପେଟକୁ ଗରିଷ୍ଠ ଖାଦ୍ୟ ହଜମ ହୁଏନାହିଁ କି ଚୋବାଇ ହୁଏ ନାହିଁ, ହଁ ଆଜ୍ଞା, ଏବେ ସେହିପରି ଅବସ୍ଥା ବିଜେଡି ତଥା ନେତା ମୁଖ୍ୟ ନବୀନଙ୍କର, ଆଜି ଏ ନେଇ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ମନ୍ତବ୍ୟ ଦଳରେ କେଁ ସ୍ଥିତି ସୃଷ୍ଟି କରିଛି, ଦର୍ଶକବଂଧୁ, ବିଜେଡି ବିଧାୟକ କଲିକେଶ ସିଂଦେଓଙ୍କୁ ସମାଲୋଚନା କରିଛନ୍ତି ଦଳର ରାଜ୍ୟସଭା ସଂସଦ ଦେବାଶିଷ ସାମନ୍ତରାୟ। ସେ କହିଛନ୍ତି ଏକା ପାରିବେନି କଳିକେଶ । #BJD #NaveenPatnaik #OdishaPolitics #RajyaSabhaElection #KalikeshSinghDeo #DebasishSamantaray #PranabPrakashDas #Pandian #PoliticalNews #OdishaNews #BreakingNews #BJPvsBJD #PanchayatElection #OdishaUpdate 📰 Welcome to [ Durabartta News ] Your trusted source for breaking news, latest updates, and in-depth analysis from around the world. We cover politics, sports, entertainment, technology, and more—bringing you the stories that matter, as they happen. Stay informed with accurate, reliable, and timely news delivered straight to your screen. 🔥 Subscribe now and hit the bell icon to never miss an update! #BreakingNews #LatestNews #NewsUpdates #WorldNews #NewsChannel 🔶WhatApp Channel : https://whatsapp.com/channel/0029VaGX... 🔶Facebook : / durabarttanews 🔶YouTube : / @durabarttanews 🔶instagram :https://www.instagram.com/durabartta_... ◾◾◾◾◾◾◾◾◾◾◾◾◾◾◾◾◾◾◾◾ Copyright Disclaimer Under Section 107 of the Copyright Act 1976, allowance is made for "fair use" for purposes such as criticism, comment, news reporting, teaching, scholarship, and research. Fair use is a use permitted by copyright statute that might otherwise be infringing. Non-profit, educational or personal use tips the balance in favor of fair. © Durabartta Digital Live For trade queries please contact us: Mail Id -hrdurabartta@gmail.com #OdishaNews #OdiaNews #LatestNews