У нас вы можете посмотреть бесплатно ଘୁଡକା ନାଚ୍ ନେ ନିଚ୍ଛକ୍ ଲୋକ୍ କଲାର ଝଲକ୍ или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
କାହିଁ କେତେ ପୁରନା ପଶ୍ଚିମ ଓଡ଼ିଶାର ଆଦି ସଂସ୍କୃତି ଆଦି ପରମ୍ପରା । କେତେ ସୁନ୍ଦର ଇ ଅଞ୍ଚଲର ନାଚ-ଗୀତ୍ । ସେ ସବୁ ନାଚ- ଗୀତ ଭିତରୁ ଗୁଟେ ହେଉଛେ ଘୁଡକା ନାଚ୍ । ଯେନଟା ଜଙ୍ଗଲ ଭିତରେ ଶବର ମାନକଁର ଜୀବନ୍ ଜୀବକା ସାଙ୍ଗେ ଯୁଡି ହେଇଛେ । ହେଲେ ଆଜିର ଦିନେ ଇ ସବୁ ହଜି ହଜି ଯାଉଛେ । ଫେର ବି କେନେ କେନ୍ତା ଲୋକ୍ ମାନେ ଆଜି ବି ନିଜର ସଂସ୍କୃତି , ନିଜର କଲାକେ ନାଇଁ ପାସରିବାର୍ । ଗାଁ ଗାଁ ବୁଲିକରି ଇମାନେ ଘୁଡକା ବଜଉଛନ୍ । ସୁବର୍ଣ୍ଣପୁର ଦଶରାଜପୁରନୁ ଦେଖୁନ୍ ଇ ଭିଡିଓ । About Us! ପହରା, ଆମର ସମିଆଁ ଆର୍ ସମାଜର ଦର୍ପନ୍ ଆମର ତିହାର ବାହାରର ଉସନାକି, ଆମର ଘର କୁଟୁମ୍ ଆର ସମ୍ପର୍କର ଗହକି ପହରା, ଆମର ଉଷତ୍ ଆନନ୍ଦର କଥାନୀ ଆମର ଭାଷାଥି, ଆମକୁ କହେବେ ଆମର ନନୀ ଆମର ଗାନା ବାଜନା, ଆମର ତିହାର ବାହାର, ଆମର ଗାଁ ମାଁ ଆରୁ ଭାଇ ବହେନ୍କଁର କଥା ଆମର ଝି’ମାନେ ଆମକୁ ଦେଖାବେ ବାଟ୍ ଆରୁ ଆମକୁ ଶୁନାବେ ଆମର ଭାଷାଥି ଦୁନିଆଁ ଯାକର ଖବର ପହରା ଆମର ନୂଆଁ ଜୀବନ୍ ଆର ନୂଆଁ ସପନ୍ର ପ୍ଲାଟଫର୍ମ ଆଗକେ ବଢ୍ବାର ଲାଗି ପହରା ଆମର ସିଢି ପହରା, ଆମର କଥା, ତୁମର କଥା, ସମ୍କଁର କଥା ଆମର ସମିଆଁର ସବୁନୁ ସୁନ୍ଦର କଥା ଆମେ ଠିଆ ହେମୁ ଆପଣକଁର ସୁଖ୍ ଆର ଦୁଖ୍ଥି ଆମର ଭାଷା ଆମର ସଂସ୍କୃତିର ପହରଦାର ହେଇକରି ଠିଆହେମୁ ଆପଣକଁର ସାଙ୍ଗେ ପହରା, ଆମର ଭାଷା, ଆମର ତୁଲସୀ ଚଅଁରା ଜୁହାର 🙏 Subscriber If you are watching this video on Youtube, Like our page if you are on Facebook and Stay Connected with Awesome Sambalpuri Videos! Contact Us:- [email protected] If you finds your content in our videos! Thanks & Regards www.Paharaa.com #ସମାଜ #ସଂସ୍କୃତି #ସମାଚାର