У нас вы можете посмотреть бесплатно ଢେଙ୍କାନାଳ ଜିଲ୍ଲାରେ ଚହଳ ସୃଷ୍ଟି କରିଥିବା ଗାୟକ/ଗାୟକ-ଶ୍ରୀ ରମେଶ ଚନ୍ଦ୍ର ନାୟକ, ଗୋଡ଼ିଆଳି,ଖୋର୍ଦ୍ଧା или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଅନନ୍ୟ କଳାର ଦେଶ ଅମର ଓଡିଶା। ବିଭିନ୍ନ ଲୀଳାର ଭୂମିର ଅମର ଏହି ପୁଣ୍ୟ ଭୂମି ଭାରତ ଯେଉଁଠି, କଳା ସଂସ୍କୃତିକୁ ବଜାଇ ରଖିବାକୁ ଲୋକମାନେ ସଦା ଚେଷ୍ଟିତ। ଯେଉଁଠି ନିଜର କଳା ଓ ସଂସ୍କୃତିକୁ ଚିର ଉଜ୍ଜୀବିତ କରି ରଖିଥାନ୍ତି ଏହା ହେଉଛି ସେହି ପୁଣ୍ୟ ଭୂମି ବିଭିନ୍ନ ଅଞ୍ଚଳରେ ବିଭିନ୍ନ ପ୍ରକାରର କଳା ପଦର୍ଶନ ଏଠି ଚାଲିଥାଏ। ସେହି କଳା ମଧ୍ୟରେ ସଂକୀର୍ତ୍ତନ ଏକ କଳା ଯାହା କେବେଳ ଅଞ୍ଚଳ ରେ ନୁହେଁ ସାରା ଓଡ଼ିଶାରେ ପୁରପଲ୍ଲୀ ରେ ପ୍ରଚଳିତ ହୋଇଥାଏ। ଯେଉଁଥିରେ କଳା ବଞ୍ଚେ ଓ କଳାକାର ବଞ୍ଚେ ଏହା ହେଉଛି ସେହି କଳା। ଏହିପରି ଅନେକ ସଂକୀର୍ତ୍ତନ ଭିଡ଼ିଓ ଦେଖିବାପାଇଁ ଆମର ଏହି ଚାନେଲ କୁ ବହୁ ମାତ୍ରାରେ ଭଲପାଇବା ଦିଅନ୍ତୁ। ଜୟ ଜଗନ୍ନାଥ #sankirtan #sankirtandhara #indianculture #prabhupada #sreekhol #kirtandunia #mrudang #vairalvideo #trendingvideo #villageculture #villagevlog #insturmentals #khordha #khola #godiali #rameshchandranayak #bibhuprasadpanda @Bibhucreation7.09 ଢେଙ୍କାନାଳ ଜିଲ୍ଲାରେ ଚହଳ ସୃଷ୍ଟିକରିଥିବା ଗାୟକ /ଗାୟକ-ଶ୍ରୀ ରମେଶ ଚନ୍ଦ୍ର ନାୟକ, ଗୋଡ଼ିଆଲି, ଖୋର୍ଦ୍ଧା