У нас вы можете посмотреть бесплатно SIR 2002 Voter List Odisha | କିଛି ବି Details ନଥିଲେ ବି ଏମିତି Online ରେ ବାହାର କରନ୍ତୁ | New Process 26 или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଆଜିର ଏହି video ରେ ଆମେ ଆଲୋଚନା କରିଛୁ SIR 2002 Voter List Odisha ସମ୍ପର୍କରେ। ଯଦି ଆପଣଙ୍କ ପାଖରେ ଭୋଟର ID ନମ୍ବର, EPIC Number, Booth Number କିମ୍ବା ସଂପୂର୍ଣ୍ଣ Name କିଛି ବି ନଥାଏ, ତଥାପି କେମିତି Online ରେ ଭୋଟର ଲିଷ୍ଟରୁ ନାମ ବାହାର କରିବେ, ସେହି complete process ଏହି video ରେ step by step ଦେଖାଇଛୁ। 👉 SIR 2002 ମାଧ୍ୟମରେ ଓଡ଼ିଶାର ପୁରୁଣା ଓ ନୂଆ voter data କେମିତି search କରିବେ, 👉 Details ନଥିଲେ ବି search କରିବାର smart trick, 👉 Name, Father/Mother Name, Village, Booth details କେମିତି find କରିବେ, 👉 Wrong / Missing name ଥିଲେ କଣ କରିବେ, 👉 2026 New Process ଅନୁସାରେ updated method — ସବୁ କିଛି clear ଭାବରେ explained କରାଯାଇଛି। ଏହି video ଟା ବିଶେଷକରି ସେମାନଙ୍କ ପାଇଁ ଉପକାରୀ — ✔️ ଯେମାନଙ୍କର ଭୋଟର ID ହରାଇଯାଇଛି ✔️ ଯେମାନଙ୍କର ନାମ voter list ରେ ମିଳୁନି ✔️ New voter / correction / verification କରିବାକୁ ଚାହୁଁଛନ୍ତି ✔️ CSC Center ରୁ voter related service କରୁଛନ୍ତି 📌 Video ଟା ପୂରା ଦେଖନ୍ତୁ, କାରଣ ଶେଷରେ important tips & common mistakes ବି share କରାଯାଇଛି। 👉 Video helpful ଲାଗିଲେ Like, Share & Subscribe କରନ୍ତୁ 👉 ଆପଣଙ୍କର question ଥିଲେ Comment ରେ ପଚାରନ୍ତୁ Thanks for watching 🙏 Dillip Guide 🔖 Hashtags / Tags #SIR2002 #OdishaVoterList #VoterListOdisha #VoterIDCheck #SIR2002Odisha #OdishaElection #VoterListSearch #VoterIDOnline #OdishaVoter #CSCUpdate #GovernmentService #2026NewProcess #DillipGuide