У нас вы можете посмотреть бесплатно ଐ କାର ଯୋଗ | ଓଡ଼ିଆ ମାତ୍ରା ଶିକ୍ଷା | Odia matra | Odia patho | Matra in odia | Matra sikhyaa| или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଆଶା କରୁଛି ଏହି ଭିଡିଓରୁ ପିଲାମାନେ ଅତି ସହଜରେ ଐ କାର ଯୋଗ ଶବ୍ଦ ଶିଖିପାରିବେ । ପିଲାଙ୍କର ଶିକ୍ଷଣ(Learning) କିପରି ହେବା ଉଚିତ ୧-ଆନନ୍ଦ ଦାୟକ ୨- ସ୍ଵତଃସ୍ପୃତ ଅଂଶ ଗ୍ରହଣ ୩ -ବାହ୍ୟ ପରିବେଶ ସହ ଜଡ଼ିତ ୪-ଅନୁଭୂତି ସହ ସଂପର୍କିତ ପିଲାମାନଙ୍କୁ କେବଳ ପୁସ୍ତକଗତ ଜ୍ଞାନ ଗୁଡ଼ିକ ମଧ୍ୟରେ ସୀମିତ ନ କରି , ସେମାନଙ୍କ ଶିକ୍ଷା ଅନୁଭୂତି, ଅଭିଜ୍ଞତା ଆଧାରିତ ହେବା ଉଚିତ। ଶିକ୍ଷାଦାନ ଓ ଶିକ୍ଷଣ ପ୍ରକ୍ରିୟା (teaching and learning process) ଶିକ୍ଷାର୍ଥୀ ମାନଙ୍କୁ କେନ୍ଦ୍ର କରି ହେବା ଉଚିତ। ପିଲାମାନେ ଆନନ୍ଦ ଉଲ୍ଲାସ ସହକାରେ ଶିକ୍ଷାକୁ ଗ୍ରହଣ କଲେ, ତାହା ଚିରସ୍ଥାୟୀ ହୋଇଥାଏ। ଶିକ୍ଷକ ଅପେକ୍ଷା ଶିକ୍ଷାର୍ଥୀମାନେ ଅଧିକ ଅଂଶଗ୍ରହଣ କଲେ,ଶିକ୍ଷଣ ଅଧିକ ଫଳପ୍ରଦ ହୋଇଥାଏ। ଶିକ୍ଷଣ ପିଲାଙ୍କ ଅନୁଭୂତି ଓ ଅଭିଜ୍ଞତା ଆଧାରିତ ହେଲେ , ପିଲାମାନେ ସହଜରେ ଶିକ୍ଷାକୁ ବୁଝିପାରିବେ। ଶିକ୍ଷାଦାନ ଶିକ୍ଷଣ ଏପରି ହେବା ଉଚିତ, ଯେପରି ପିଲାମାନେ ନିଜ ମନରୁ ଆପେ ଆପେ ପ୍ରଶ୍ନ ପଚାରିବା ଆବଶ୍ୟକ। ସଚେତନ ପିତାମାତା, ଅଭିଭାବକ ସେହିମାନେ , ଯେଉଁମାନେ ପିଲାର ଲୁକ୍କାୟିତ ପ୍ରତିଭାକୁ ଜାଣିପାରି,ସେହି ଅନୁସାରେ ପିଲାଙ୍କୁ ପ୍ରତିପୁଷ୍ଟି ଯୋଗାନ୍ତି। ଶାରୀରିକ ତଥା ମାନସିକ ବଳ ପ୍ରୟୋଗ କରି କୌଣସି ପିଲାର ଉନ୍ନତି କେବେ ହୋଇପାରେ ନାହିଁ ।