У нас вы можете посмотреть бесплатно Baidehisha Bilasa।। ବୈଦେହୀଶ ବିଳାସ ।। ଆବୃତ୍ତି ଓ ବିସ୍ତୃତ ଆଲୋଚନା ।। Part -1 или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ବୈଦେହୀଶ ବିଳାସ ଉପେନ୍ଦ୍ର ଭଞ୍ଜଙ୍କ ବିରଚିତ ଏକ ଛାନ୍ଦକାବ୍ୟ | ଓଡ଼ିଆ ସାହିତ୍ୟର ଶ୍ରେଷ୍ଠ କାବ୍ୟ ମଧ୍ୟରେ ଏହା ଅନ୍ୟତମ | କାବ୍ୟଟି ରାମାୟଣ କଥାବସ୍ତୁ ଆଧାରିତ | ବାବନ ଗୋଟି ଛାନ୍ଦ ବିଶିଷ୍ଟ ଏହି କାବ୍ୟର ପ୍ରତ୍ୟେକ ପାଦ ବ-ଅକ୍ଷରରେ ଆରମ୍ଭ | ଏହି ଗ୍ରନ୍ଥରୁ କେତୋଟି ଛାନ୍ଦ ଅତ୍ୟନ୍ତ ଲୋକପ୍ରିୟ ହୋଇପାରିଛି । "ବିତଳକୁ ଆଲିଙ୍ଗନ" ଛାନ୍ଦରେ ରାମ ଓ ଲକ୍ଷ୍ମଣଙ୍କ ବିଶ୍ୱାମିତ୍ରଙ୍କ ସଙ୍ଗେ ଗଙ୍ଗା ପାରି ହେବାର ଦୃଶ୍ୟ ଅତି ନିଖୁଣ ଭାବରେ ଚିତ୍ରିତ ହୋଇଛି । ବୈଦେହୀଶ ବିଳାସରେ ଭଞ୍ଜ ଅନେକ ବୃତ୍ତଗୁଡ଼ିକର ପ୍ରୟୋଗ କରି ସଙ୍ଗୀତରେ ନିଜ ପାରଦର୍ଶିତା ଦେଖାଇପାରିଛନ୍ତି । କଥାବସ୍ତୁ ଆଧାରିତ ସ୍ୱର ଥିବାରୁ କାବ୍ୟଟି ଆହୁରି ଆଦୃତ ଅଟେ । ଏଥିରେ ବ୍ୟବହୃତ ବୃତ୍ତମାନଙ୍କୁ ଭିତରୁ କେତେକ ତଳେ ଦିଆଯାଇଛି- ପାହାଡ଼ିଆ କେଦାର ମଙ୍ଗଳଗୁଜ୍ଜରୀ ଚକ୍ରକେଳି ଭୈରବ କନଡ଼ା ଚୋଖି ରସକୁଲ୍ୟା ବସନ୍ତ ପଞ୍ଚମ ବରାଡ଼ି ଆଷାଢ଼ଶୁକ୍ଳ ଚିନ୍ତାଭୈରବ କଉଶିକ