У нас вы можете посмотреть бесплатно Hrudaya Ratanajisu New odia Christian song by Babula Parichha & Glory surabhi или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
Song - Hrudaya ratana jisu ଗୀତ---ହୃଦୟ ରତନଯୀଶୁ Singer - Glory suravi & ps Babula parichha କଣ୍ଠ---ଗ୍ଲୋରି ସୁରଭି ଏବଂ ପାଳକ ବାବୁଲା ପରିଛା Lyrics &Composer Bro-Gabriel baliar Singh music arrangement- Bro Akas Recodist-H Bachan studio Special Thanks Suchita parichha Mixing vidio Manash || ଗୀତ || ମୋ ହୃଦୟ ରତନ ଯୀଶୁ ମୋ ପ୍ରାଣର ସ୍ପନ୍ଦନ ଯୀଶୁ ତୁମ ନାମ ଭଜି ମୋର ବିତିଯାଉ ଦିନ ପ୍ରଭୁ ମୋ ସରଗ ନନ୍ଦନ ଯୀଶୁ ମୋ ରାଜାଧିରଜନ ଯୀଶୁ ତୁମ ନାମ ଭଜି ମୋର ----[0] ମିଛମାୟାର ସଂସାର ଦୁଇଦିନର ଜୀବନ ଅଳିକରି ତୁମଠାରେ ମାଗିବିନି ଧନମାନ ହେ କରୁଣା ସାଗର ଯୀଶୁ ହେ ପ୍ରେମିକ ରାଜନ ଯୀଶୁ ତୁମ ନାମ ଭଜି ମୋର -----[1] ଆସୁ ଯେତେ ଦୁଃଖ ଝଡ଼ କରିବିନି କେବେ ଭୟ କେବଳ ତୁମ ସେବାରେ ରହୁ ସଦା ମୋର ଲୟ ହେ ମୂକତି କରତା ଯୀଶୁ ହେ ମରଣବିଜୟୀ ଯୀଶୁ ତୁମ ନାମ ଭଜି ମୋର -----[2] ଏହି ଗୀତଟିର ପସ୍ତୁତି ପ୍ରଭୁଙ୍କ ଗୌରବ ଏବଂ ପ୍ରସଂଶାର ଉଦ୍ଦେଶ୍ଯ ରେ କରିବାପାଇଁ ଆପଣମାନଙ୍କ ପ୍ରାର୍ଥନା,ଭଲ ପାଇବା ମତେ ବହୁତ ଉତ୍ସାହ ଏବଂ ଆଗ୍ରହ ପ୍ରଦାନ କରିଛି ! ଏହିପ୍ରକାର ନୂଆ ନୂଆ ଗୀତ ପ୍ରସ୍ତୁତ କରିବା ପାଇଁ ପ୍ରଭୁଙ୍କ ଆଶିର୍ବାଦ ଓ ଆପଣମାନଙ୍କ ଲାଇକ୍👍 କମେଣ୍🖌 ଅଧିକ ମାତ୍ରାରେ ସେୟାର୍ ଏବଂ ପ୍ରସଂଶାର ଗୀତି ୟୁଟୁବ୍ ଚେନାଲ୍ କୁ ସବସ୍କ୍ରାଇବ୍ 🔔କରି ଆମକୁ ଆଗକୁ ବଢିବାରେ ସହଯୋଗ କରନ୍ତୁ ଏହି ଗୀତଟିକୁ ଶୁଣନ୍ତୁ ଗାଆନ୍ତୁ ଏବଂ ପ୍ରଭୁଙ୍କର ଗୌରବ ପ୍ରସଂଶା କରନ୍ତୁ ✨️❤️🙏 mob - 9348826414Praise the Lord ପ୍ରଶଂସାର ଗୀତି YouTube Channel ତରଫରୁ ଆପଣଙ୍କୁ ଖ୍ରୀଷ୍ଟ ପ୍ରେମର ନମସ୍କାର, ଈଶ୍ୱରଙ୍କ ମହାନ ଅନୁଗ୍ରହ ଦ୍ୱାରା ଆମକୁ ତାଙ୍କ ଗୌରବ ନିମନ୍ତେ ଆଉ ଏକ ସୁନ୍ଦର ଗୀତ ପ୍ରସ୍ତୁତ କରିବାକୁ ଦେଲେ। ଗୀତଟିର ଶୀର୍ଷକ "ଭୂଲ କରିଛି ମୁଁ ତୁମକୁ ହରାଇ", କଣ୍ଠଦାନ କରିଛନ୍ତି ଯୁବ ଗାୟକ କିଷାନ ସିଂ, ସ୍ୱର ସଂଯୋଜନା କରିଛନ୍ତି ଭାଇ ଡି.ବି ମହାପାତ୍ର, ରଚନା କରିଛନ୍ତି ପାଳକ ବାବୁଲା ପରିଛା ଏବଂ ସଙ୍ଗୀତ ପରିଚାଳନା କରିଛନ୍ତି ଭାଇ ଶୁଭମ ସାମଲ। ଯଦି ଆମ ଗୀତଗୁଡ଼ିକ ଆପଣଙ୍କର ପସନ୍ଦ ହୁଏ, ତେବେ ଗୀତଗୁଡ଼ିକୁ Like, Share ଏବଂ channel କୁ subsribe କରନ୍ତୁ, ପୁଣି comment କରି ଆମକୁ ଉତ୍ସାହିତ କରନ୍ତୁ, ଧନ୍ୟବାଦ ANTI-PIRACY WARNING * Unauthorized reproduction, redistribution, or re-upload is strictly prohibited from this material. All rights reserve with Prasangsara giti and Babula Parichha.