У нас вы можете посмотреть бесплатно ଈଶ୍ୱର କିଏ? | ଭଗବାନ କିଏ? | What is God? | Sadhguru Odia или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ସଦ୍ଗୁରୁ ସୃଷ୍ଟିକର୍ତ୍ତା ଏବଂ ସୃଷ୍ଟି ବିଷୟରେ କହିବା ସମୟରେ କହୁଛନ୍ତି ଯେ କିଛି ଲୋକ ବିଶ୍ୱାସ କରନ୍ତି ଭଗବାନ ପବିତ୍ର କିନ୍ତୁ ସୃଷ୍ଟି ଅପବିତ୍ର । ସଦ୍ଗୁରୁ କହୁଛନ୍ତି ଯେ ଭଗବାନଙ୍କ ବିଷୟରେ ଆପଣଙ୍କର ଯାହା କିଛି ବି ଧାରଣା ଅଛି ତାହା କେବଳ ଆପଣଙ୍କ ନିଜର ଏକ ଅତିରଞ୍ଜିତ ସଂସ୍କରଣ । ଆପଣ ସୃଷ୍ଟିର ଉତ୍ସକୁ କେବଳ ଅନୁଭବ କରି ପାରିବେ, ସେଥିରେ ବିଲୀନ ହୋଇପାରିବେ, କିନ୍ତୁ କଦାପି ବୁଝିପାରିବେ ନାହିଁ । #SadhguruOdia ************************************************* ସଦ୍ଗୁରୁ, ଆମ ସମୟର ଜଣେ ଯୋଗୀ, ଦିବ୍ୟଦର୍ଶୀ, ଯୁଗଦ୍ରଷ୍ଟା ଏବଂ ଜଣେ ପ୍ରମୁଖ ଆଧ୍ୟାତ୍ମିକ ଗୁରୁ ଅଟନ୍ତି । ବିଶ୍ୱ ଶାନ୍ତି ଏବଂ ସୁଖ ସମୃଦ୍ଧି ଦିଗରେ ନିରନ୍ତର କାର୍ଯ୍ୟରତ ସଦ୍ଗୁରୁଙ୍କର ରୂପାନ୍ତରଣକାରୀ କାର୍ଯ୍ୟକ୍ରମ ଦ୍ୱାରା ଦୁନିଆର କୋଟି କୋଟି ଲୋକଙ୍କୁ ଜୀବନର ଏକ ନୁଆଁ ଦିଗ ମିଳିଛି । ସଦ୍ଗୁରୁଙ୍କ ଅଫିସିଆଲ ଓଡ଼ିଆ ଫେସବୁକ ଚ୍ୟାନେଲ / sadhguruodia