У нас вы можете посмотреть бесплатно ମୋ ହାଣ୍ଡିରୁ ଚାଉଳ ସରିଗଲେ ସରିଯାଉ | Mo Handiru Chaula Sarigale Sarijau | Abhyudaya | Bhakti KanthaJr S4 или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ସିଦ୍ଧାର୍ଥ ଉତ୍ସବ (Sidharth Utsav) ର ଭକ୍ତିମୟ ପରିବେଶରେ କୁନି କଣ୍ଠଶିଳ୍ପୀ ଅଭ୍ୟୁଦୟ ମହାପାତ୍ର (Abhyudaya Mahapatra) ଙ୍କ ଅତି ନିଖୁଣ ଶୈଳୀରେ ଶୁଣନ୍ତୁ ଏହି କାଳଜୟୀ ଭଜନ - "ମୋ ହାଣ୍ଡିରୁ ଚାଉଳ ସରିଗଲେ ସରିଯାଉ"। ଜଣେ ଭକ୍ତ ପାଇଁ ସଂସାରର ସବୁ ଅଭାବ ଅନଟନ ଶୂନ୍ୟ ହୋଇଯାଏ, ଯେତେବେଳେ ସେ ଚକାଡୋଳାଙ୍କ ପାଖେ ନିଜକୁ ସମର୍ପି ଦିଏ। ଅଭ୍ୟୁଦୟଙ୍କ କଣ୍ଠରେ ଥିବା ସେହି ଭକ୍ତି ଏବଂ ବ୍ୟାକୁଳତା ଆପଣଙ୍କୁ ଭାବବିହ୍ୱଳ କରିଦେବ। କାଳିଆ ସାଆନ୍ତଙ୍କ ପ୍ରତି ଥିବା ଅତୁଟ ବିଶ୍ୱାସର ଏହି ସୁନ୍ଦର ଝଙ୍କାରକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଶୁଣନ୍ତୁ। 📺 ଓଡ଼ିଶାର ଏମିତି କୁନି କୁନି ପ୍ରତିଭାମାନଙ୍କୁ ଦେଖିବା ପାଇଁ ଏବଂ ଭକ୍ତି ସଂଗୀତର ଆନନ୍ଦ ନେବା ପାଇଁ ଆମ ଚ୍ୟାନେଲ୍କୁ Subscribe କରନ୍ତୁ। #MoHandiruChaulaSarigaleSarijau #AbhyudayaMahapatra #BhaktiKanthaJrS4 #SidharthUtsav #JagannathBhajan #OdiaMusic #JuniorSinger #DevotionalOdisha #NamitaAgrawal #sitaramagrawal Song : Handiru Chaula Sarijau (From Bhakti Kantha Jr S 4 G 2) Singer : Abhyudaya Mahapatra Lyrics : Arun Mantri Music Director : Sudhakar Mishra Video Artist : Abhyudaya Mahapatra Album : Handiru Chaula Sarijau (From Bhakti Kantha Jr S 4 G 2) Album No : SM- 10067 Music Label : Sidharth Music