У нас вы можете посмотреть бесплатно NHAIର ବଡ଼ ନିଷ୍ପତ୍ତି, ଆଉ ହେବନି ଦୁର୍ଘଟଣା | Big Decision Take by NHAI | Road Issue | PrameyaNews7 или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ବା NHAI ପକ୍ଷରୁ ବଡ଼ ନିଷ୍ପତ୍ତି। ଜାତୀୟ ରାଜପଥରେ ପ୍ରତି ଜଂସନର ଦୁଇ କିଲୋମିଟର ପଛରୁ ଲାଗିବ ସାଇନେଜ୍ ବୋର୍ଡ । ଏହାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁମୋଦନ ମିଳିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲା ପୁଇଣ୍ଟୋଲାରୁ ଭଦ୍ରକକୁ ସଂଯୋଗ କରୁଥିବା ଜାତୀୟ ରାଜପଥରେ କାର୍ଯ୍ୟ ଆରମ୍ଭ ହେବ । ଏଥିପାଇଁ ଖର୍ଚ୍ଚ ହେବ ୬୦ କୋଟି ଟଙ୍କା । ଭାରତ ସରକାରଙ୍କ ପକ୍ଷରୁ ଏହାକୁ ଅନୁମୋଦନ ମିଳିଛି । ସବୁ ଜଂସନରେ ଲାଗିବ ସାଇନେଜ୍ । ପ୍ରତି ଜଂସନର ଦୁଇ କିଲୋମିଟର ପଛରୁ ଲାଗିବ ସାଇନେଜ୍ । ସେହିଭଳି ପ୍ରତି ଜଂସନର ୫୦୦ ମିଟରକୁ ଥରେ ଆଉ ଜଙ୍ଗସନ୍ ଠାରେ ଆଉ ଏକ ସାଇନେଜ୍ ଲାଗିବ । ଏହାସହ ପ୍ରତି ୫ କିଲୋମିଟର ଦୁରତାରେ ଲାଗିବ ସ୍ପିଡ ବୋର୍ଡ #nhai #prameyanews7 #roadissue #newrules2026 Prameya News7, is a leading Odia News Channel of Odisha, India. Prameya News7 provides Fair, Unbiased news from Odisha and beyond. For Latest News Follow us on: Website: http://www.prameyanews7.com/ YouTube: / prameyanews7odia Twitter: / news7odia Facebook: / news7odia Instagram: / prameyanews7 Podcast: • News7 Podcast Playlists :- Doctor's Pathshala: • Doctor's Pathshala ରୋଜଗାର: • ROJAGAR | ରୋଜଗାର | News7 Odia Maganna Oligi: • Maganna Oligi ଆରୋଗ୍ୟମ: • Arogyam ବଜାର News: • ବଜାର News | Bazar News ବିଜନେସ ବିଶେଷ: • ବିଜନେସ ବିଶେଷ | Business Bisesh Biswas Abiswas Andhabiswas: • Biswas Abiswas Andhabiswas Face To Face: • Face To Face Ebe Bi Rahasya: • Ebe Bi Rahasya Explore Odisha Season 3: • Explore Odisha Season 3 Breakfast Odisha: • Breakfast Odisha News7 Digital Special Stories: • Digital Special Stories #PrameyaNews7 #News7 #OdishaNews