У нас вы можете посмотреть бесплатно ଏହି କାରଣରୁ ମୁଁ Lotus Temple କୁ ଯାଇପାରିଲି ନାହିଁ I Was Ready… But Destiny Said No | RKD | Odiavlogs или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଆଜିର ଏହି vlog ରେ ମୁଁ ଯାଇଥିଲି ISKCON Temple Delhi ଦର୍ଶନ କରିବାକୁ । ମୋର ପ୍ଲାନ୍ ଥିଲା ଯଦି ସମୟ ମିଳେ ତେବେ Lotus Temple ମଧ୍ୟ ଘୁରିଆସିବି । କିନ୍ତୁ ଦିନଟା ଯେପରି ଭାବିଥିଲି ସେପରି ହେଲା ନାହିଁ — ସମୟ କମ୍ ପଡ଼ିଗଲା ଓ ମୋତେ ଦ୍ୱିତୀୟ ପ୍ଲାନ୍ ଛାଡ଼ିବାକୁ ପଡ଼ିଲା । ତଥାପି ISKCON ମନ୍ଦିରର ସୁନ୍ଦରତା, ଶାନ୍ତ ପରିବେଶ ଓ ଦର୍ଶନର ଅନୁଭବ ଏତେ ଭଲ ଲାଗିଲା ଯେ ଦିନଟା ଖାସ ହୋଇଗଲା । ଏହି ଭିଡିଓରେ ମୁଁ ପୂରା step-by-step ଅନୁଭବ share କରିଛି — ପ୍ଲାନ୍ କିପରି ହେଲା, କଣ ଘଟିଲା, ଏବଂ କାହିଁକି ଶେଷରେ Lotus Temple ଯାଇପାରିଲି ନାହିଁ । ଯଦି ଆପଣ real travel experience, honest vlog ଓ temple darshan video ପସନ୍ଦ କରନ୍ତି, ତେବେ ଭିଡିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ❤️ #Hashtags: #Vlog #TravelVlog #DelhiVlog #TempleVlog #ISKCON #LotusTemple #TravelStory #RealExperience #IndianVlogger #DarshanVlog #TravelLife #DailyVlog #ExploreIndia #SpiritualJourney