У нас вы можете посмотреть бесплатно Sinapali Youth worshipping Ravan || Dussehra || или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଗତ ଦୁଇ ବର୍ଷ ହେବ ସିନାପାଲି ର ବହୁଜନ ଦଳିତ ଯୁବକ ଯୁବତୀ ଦୁର୍ଗାପୂଜା ସମୟ ରେ ଲଙ୍କା ର ରାଜା ରାବଣ କୁ ପୂଜା କରି ଆସୁଛନ୍ତି । ଚଳିତ ବର୍ଷ ମଧ୍ୟ ସିନାପାଲି ରାବଣ ଛକ ରେ ୪ ଫୁଟ ର ରାବଣ ପ୍ରତିମୂର୍ତ୍ତି ନିର୍ମାଣ କରି ପୂଜା କରିଛନ୍ତି । ଧୁମଧାମରେ ବିସର୍ଜନ ହୋଇଛି । ରାବଣ କୁ ଜଣେ ପ୍ରଜା ବତ୍ସଲ ରାଜା, ଜଣେ ଜ୍ଞାନି, ମହିଳାଙ୍କୁ ଯଥେଷ୍ଟ ସମ୍ମାନ ଦେଇଥିବା ବ୍ୟକ୍ତି ବୋଲି ଚିତ୍ରଣ କରୁଛନ୍ତି । ଆଜିର ସ୍ଥିତି ରେ ରାବଣ ପରି ଭାଇ ସମସ୍ତ ଭଉଣୀ କୁ ଦରକାର ବୋଲି ଯୁବତୀ ମାନେ କହୁଛନ୍ତି । ଆଗାମୀ ବର୍ଷ ରେ ମଧ୍ୟ ରାବଣ ପୂଜା ହେବ ବୋଲି କୁହାଯାଉଛି ।