У нас вы можете посмотреть бесплатно ଭେଡେନ -ମେହେନା ରୋଡରେ ଭୟଙ୍କର ଦୁର୍ଘଟଣା , ଦୁଇ ବାଇକ୍ କେ ଜୋରଦାର ଧକ୍କା ଦେଲା ବୋଲେରୋ ଗାଡ଼ି.. ସ୍ପଟ୍ ରେ ଘଟିଗଲା или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ବରଗଡରୁ ଆସିଲା ବଡ ଦୁଃଖଦ ଖବର । ବରଗଡ ଜିଲ୍ଲା ରୁସୁଡ଼ା ଫାଣ୍ଡି ଅନ୍ତର୍ଗତ ମେହନା ଛକରେ ଘଟିଛି ଅଭାବନୀୟ ଘଟଣା । ବୋଲେରୋ ଗାଡ଼ି ଧକ୍କାରେ ଗୋଟିଏ ପରିବାରର ଚାରି ଜଣଙ୍କ ଚାଲିଗଲା ଜୀବନ ,ଦୁଇ ଜଣ ଗୁରୁତର ଭାବେ ବୁର୍ଲା ଡ଼ାକ୍ତରଖାନାରେ ଭର୍ତି। ଦୁଇଟି ବାଇକ୍ ଯୋଗେ ଗୋଟିଏ ପରିବାରର 6 ଜଣ ବାହା ଘରୁ ଫେରୁଥିବା ବେଳେ ବରଗଡ ଜିଲ୍ଲା ରୁସୁଡ଼ା ଫାଣ୍ଡି ଅନ୍ତର୍ଗତ ମେହନା ଛକରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗତ କାଲି ରାତି ପାଖାପାଖି 9ଟା ସମୟରେ ବୋଲେରୋ ଓ ବାଇକ୍ ମୁହାମୁହି ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ହିଁ ଚାରି ଜଣଙ୍କ ଜୀବନ ଚାଲି ଯାଇଛି।