У нас вы можете посмотреть бесплатно ବାମନର ହାତ ଓ ଆକାଶର ଚନ୍ଦ୍ର | bamanara hata o akashara chandra | odia sahitya | 9th class odia или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
bamanara hata o akashara chandra | godabarisha mishra | ବାମନର ହାତ ଓ ଆକାଶର ଚନ୍ଦ୍ର | ଗୋଦାବରୀଶ ମିଶ୍ର | odia sahitya | odia story | odia gapa | shruti sahitya | 9th class odia mil ଗୋଦାବରୀଶ ମିଶ୍ର ଗୋଦାବରୀଶ ମିଶ୍ର (୨୬ ଅକ୍ଟୋବର ୧୮୮୬ - ୨୬ ଜୁଲାଇ ୧୯୫୬ ଜଣେ ଓଡ଼ିଆ କବି, ଗାଳ୍ପିକ ଓ ନାଟ୍ୟକାର ଥିଲେ । ସେ ଆଧୁନିକ ପଞ୍ଚସଖାଙ୍କ ମଧ୍ୟରୁ ଜଣେ ଓ ପଣ୍ଡିତ ଗୋପବନ୍ଧୁ ଦାସଙ୍କଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀ ବନ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ । ସେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ମନ୍ତ୍ରୀମଣ୍ଡଳରେ ଅର୍ଥ ଓ ଶିକ୍ଷା ମନ୍ତ୍ରୀ ମଧ୍ୟ ଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଜୀବନୀ ଗୋଦାବରୀଶ ମିଶ୍ର ଓଡ଼ିଶାର ପୁରୀ ଜିଲ୍ଲାସ୍ଥିତ ବାଣପୁରର ଶ୍ରୀନିବାସପୁର ଶାସନରେ ଜନ୍ମଗ୍ରହଣ କରିଥିଲେ । ସେ ଗୋପବନ୍ଧୁଙ୍କଦ୍ୱାରା ଅନୁପ୍ରାଣିତ ହୋଇଥିଲେ । ତେବେ ସେ ରାଜନୀତିକୁ ପସନ୍ଦ କରୁନଥିଲେ । ଅଣକଂଗ୍ରେସ ମନ୍ତ୍ରୀମଣ୍ଡଳରେ ଯୋଗ ଦେଇଥିବାରୁ ତାଙ୍କୁ କଂଗ୍ରେସ ଦଳରୁ ବହିଷ୍କାର କରାଯାଇଥିଲା । ପରେ, ଦଳକୁ ଫେରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ସେ ତାହାକୁ ପ୍ରତ୍ୟାଖାନ କରିଥିଲେ । ତାଙ୍କ ଉଦ୍ୟମରେ ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ସେ କୁଳପତି ହୋଇପାରିନଥିଲେ । ରଚନାବଳୀ ଓଡ଼ିଆ ସାହିତ୍ୟରେ ସେ ପ୍ରଥମ ଗାଥା କବିତାର ଜନକ ଭାବେ ବିବେଚିତ ହୋଇଥାନ୍ତି । ସେ "ଘଟାନ୍ତର", "ଅଭାଗିନୀ", "ଅଠର ଶହ ସତର" ଓ "ନିବାସିତ" ଆଦି ଉପନ୍ୟାସର ସ୍ରଷ୍ଟା । ତାଙ୍କର "ଅଭାଗିନୀ" ଉପନ୍ୟାସ ୧୯୧୨ ମସିହାରେ ପ୍ରଥମେ ପ୍ରକାଶିତ ହୋଇଥିଲା । ତାଙ୍କର ଅନ୍ୟ ଉପନ୍ୟାସଗୁଡ଼ିକ ୧୯୪୦ ମସିହାରୁ ୧୯୫୧ ମଧ୍ୟରେ ଆତ୍ମପ୍ରକାଶିତ ହୋଇଥିଲା । ତାଙ୍କ ଆତ୍ମଜୀବନୀ "ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋର ସ୍ଥାନ"ର ସୂଚୀପତ୍ରରେ ସେ ୮୫ଟି ବିଭାଗ ରଖିଥିଲେ, କିନ୍ତୁ ତାଙ୍କ ମୃତ୍ୟୁବେଳକୁ କେବଳ ୩୪ଟି ବିଭାଗ ଲେଖିସାରିଥିଲେ । ଏହି ପୁସ୍ତକ ପାଇଁ ତାଙ୍କୁ ୧୯୬୧ ମସିହାରେ ମରଣୋତ୍ତର ଭାବରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା । ବାମନର ହାତ ଓ ଆକାଶର ଚନ୍ଦ୍ର ଗୋଦାବରୀଶ ମିଶ୍ର , ଲେଖିକ ହରିହର ତ୍ରିପାଠୀ , ସ୍ବର ଭଲକଥା , ପ୍ରସ୍ତୁତି http://bhalakatha.in/ ଶ୍ରୁତି ସାହିତ୍ୟ ଓଡ଼ିଆ ସାହିତ୍ୟ ଓଡ଼ିଆ ଗପ ଓଡିଆ ଗପ କଇଚ ଠେକୁଆ ଓଡିଆ ଗପ ଓଡିଆ କାହାଣୀ ଓଡିଆ କବିତା ଗପ କଇଚ ଠେକୁଆ ଗପ ପିଲାଙ୍କ ଗପ Pandit Godabarish Mishra (26 October 1886 – 26 July 1956) was a poet and notable socialist from Odisha, India. He is known for his contribution to Odia literature. Godabarish Mishra was born to Lingaraj Mishra & Apsara Devi in a Brahmin family in Srinibaspur Sasan, near Banapur, Khordha district. His primary education was from the village school and then received his higher education from the Puri District School in 1906 and enrolled in Ravenshaw College. He used to take tuition to cover the college fees. He received his B.A. in philosophy in 1910. He obtained his M.A. in economics from University of Calcutta in 1912. bamanara hata o akashara chandra godabarisha mishra , writer harihar tripathy , voice bhalakatha : http://bhalakatha.in/ shruti sahitya odia sahitya odia gapa odia kabita 10th class odia : • matric 10th class odia mil class x class ... plus two 1st year : • plus two first year odia mil | shruti sahi... plus two 2nd year : • plus two mil odia +2 odia mil m i l 12th c... odia story : • odia story | odia gapa | odia sahitya | sh... manoj das : • Manoj Das Odia Story | Short Story | Shrut... odia story story in odia odia moral story odia stories odia horror story story odia odia fairy tales odia story book odia story gapa odia gapa odia fairy story koo koo tv odia story odia odia fairy tale story odia gapa story latest odia story story oriya story stories in odia odia moral stories fairy tales in odia odia bird story new koo koo tv odia mrutyunjay parija odia bedtime stories odia cartoon latest odia storie odia kahani story bhalakatha huke hu tv hukehu tv channel hukehu tv hukehu tv cartoon hukehoo huke hoo tv huke hu channel huke hu tv video odia animation gapa odia cartoon odia animal story odia animal cartoon odia animal video odia gapa odia moral story odia moral story video odia moral gapa subscribe : https://www.youtube.com/shrutisahitya... #odiasahitya #odiagapa #odiastory #ଓଡ଼ିଆଭିଡିଓ #shrutisahitya