У нас вы можете посмотреть бесплатно ହାର୍ଟକୁ ସୁସ୍ଥ ରଖିବା ପାଇଁ ଡାଏଟ୍ | Diet for Healthy Heart in Odia | Dr Subhasis Mishra или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
#HealthyHeart #OdiaHealthTips ହୃତ୍ପିଣ୍ଡ ଆମ ଶରୀରର ଏକ ମୁଖ୍ୟ ଅଙ୍ଗ। ହୃତପିଣ୍ଡ ସଠିକ ଭାବେ କାର୍ଯ୍ୟ ନକଲେ ପୁରା ଶରୀରରେ ସମସ୍ୟା ଦେଖାଯାଇଥାଏ। ତେଣୁ ହାର୍ଟକୁ ସୁସ୍ଥ ରଖିବା ନିହାତି ଦରକାର। ତେବେ ଆପଣଙ୍କ ହାର୍ଟ ସୁସ୍ଥ ନା ଅସୁସ୍ଥ, କେମିତି ଜାଣିବେ? ନିଜ ହାର୍ଟକୁ କେମିତି ରଖିବେ ସୁସ୍ଥ? ସୁସ୍ଥ ହାର୍ଟ ପାଇଁ ଖାଦ୍ୟପେୟ ଓ ଜୀବନଶୈଳୀ କେମିତି ହେବା ଦରାକର? ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡାକ୍ତର ସୁବାଶିଷ ମିଶ୍ରଙ୍କଠାରୁ ଆସନ୍ତୁ ଏବିଷୟରେ ଜାଣିବା। ଏହି ଭିଡିଓରେ ରହିଛି, ଆମ ଶରୀରରେ ହାର୍ଟର ଭୂମିକା (0:00) କେଉଁ କେଉଁ ଜିନିଷ ହାର୍ଟକୁ ପ୍ରଭାବିତ କରିଥାଏ? (0:19) ହାର୍ଟ ଆଟାକ୍ ବଂଶଗତ କି? (2:35) ହାର୍ଟ ସୁସ୍ଥ ଅଛି ନା ଅସୁସ୍ଥ ତାହା ଜାଣିବେ କିପରି? (3:25) ସୁସ୍ଥ ହାର୍ଟ ପାଇଁ ଡାଏଟ୍ (5:07) ଜୀବନଶୈଳୀର ଭୂମିକା (8:54) ନିୟମିତ ବ୍ୟବଧାନରେ ହାର୍ଟର ପରୀକ୍ଷା କରାନ୍ତୁ (10:26) Heart is one of the main organs of our body. If the heart is not working properly, the whole body will have problems. So keeping the heart healthy is essential. So how do you know if your heart is healthy or not? How to keep your heart healthy? What should be the diet and lifestyle for a healthy heart? Let's find out more from Dr Subhasis Mishra, a Cardiologist In this Video, Role of Heart in body, in Odia (0:00) Things that can affect the Heart? in Odia (0:19) Are Heart Attacks hereditary? in Odia (2:35) How do you know if the Heart is healthy or not? in Odia (3:25) Diet for Healthy Heart, in Odia (5:07) Role of lifestyle for Healthy Heart, in Odia (8:54) Get your heart checked at regular intervals, in Odia (10:26) Subscribe Now & Live a Healthy Life! ସ୍ଵାସ୍ଥ୍ୟ ପ୍ଲସ୍ ନେଟ୍ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ। ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at hello@swasthyaplus.com Swasthya Plus Odia, Odisha's leading destination for Health Tips in Odia language on health, hygiene, nutrition, lifestyle, and more!