У нас вы можете посмотреть бесплатно ଜଟଣୀରେ ବଡ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ! ମାଉଣ୍ଟ ଆବୁରୁ ଆସିଲେ ରାଜଯୋଗୀ BK ସୁରଜ ଭାଇ ଓ BK ଗୀତା ଦିଦି или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଜଟଣୀ ବଡ ବଜାର ସ୍ଥିତ ପ୍ରଜା ପିତା ବ୍ରହ୍ମା କୁମାରୀ ଇସ୍ୱୋରିୟ ବିଶ୍ୱବିଦ୍ୟାଳୟର ରାଜ ଯୋଗ ଭବନରେ ଏକ ଭବ୍ୟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ବିଶେଷ ଅବସରରେ ସୁଦୂର ମାଉଣ୍ଟ ଆବୁ (ରାଜସ୍ଥାନ) ରୁ ପହଞ୍ଚିଥିଲେ ପ୍ରସିଦ୍ଧ ରାଜଯୋଗୀ BK ସୁରଜ ଭାଇ ଓ ରାଜଯୋଗିନୀ BK ଗୀତା ଦିଦି। ତାଙ୍କର ପ୍ରେରଣାଦାୟକ ଉଦ୍ବୋଧନ, ଆଧ୍ୟାତ୍ମିକ ସନ୍ଦେଶ ଓ ରାଜଯୋଗ ଧ୍ୟାନର ମାର୍ଗଦର୍ଶନ ଉପସ୍ଥିତ ଭକ୍ତମାନଙ୍କୁ ଆତ୍ମିକ ଶାନ୍ତି ଓ ନୂତନ ଜୀବନ ଦୃଷ୍ଟିକୋଣ ଦେଇଥିଲା। ଏହି କାର୍ଯ୍ୟକ୍ରମରେ ଅନେକ ଶ୍ରଦ୍ଧାଳୁ ଓ ସ୍ଥାନୀୟ ନାଗରିକ ଯୋଗଦେଇ ଆଧ୍ୟାତ୍ମିକ ଜ୍ଞାନର ଲାଭ ଉଠାଇଥିଲେ। ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଓ ଜାଣନ୍ତୁ ସେହି ଦିବ୍ୟ ସନ୍ଦେଶ ଯାହା ଜୀବନକୁ ପରିବର୍ତ୍ତନ କରିପାରେ। 🔔 ଆମ Channel କୁ Subscribe କରନ୍ତୁ 👍 Video କୁ Like କରନ୍ତୁ 📢 Share କରନ୍ତୁ ଓ ଆପଣଙ୍କ ମତାମତ Comment ରେ ଜଣାନ୍ତୁ #BrahmaKumaris #Rajyoga #BKSurajBhai #BKGeetaDidi #Jatani #MountAbu #SpiritualProgram #OdiaNews #RajyogaBhavan News,Odia viral video,Odia viral News,Viral News,Odisha trending,News,jatani news,Khordha news,jatani khabar,express news,Bhubaneswar,Odisha very video,odisha viral