• ClipSaver
  • dtub.ru
ClipSaver
Русские видео
  • Смешные видео
  • Приколы
  • Обзоры
  • Новости
  • Тесты
  • Спорт
  • Любовь
  • Музыка
  • Разное
Сейчас в тренде
  • Фейгин лайф
  • Три кота
  • Самвел адамян
  • А4 ютуб
  • скачать бит
  • гитара с нуля
Иностранные видео
  • Funny Babies
  • Funny Sports
  • Funny Animals
  • Funny Pranks
  • Funny Magic
  • Funny Vines
  • Funny Virals
  • Funny K-Pop

🎧 Part (4-5) 🚩 ଶ୍ରୀ ଶ୍ରୀ କାମନ୍ତନାଥ ମହାଦେବ ମନ୍ଦିର ପ୍ରାଣ ପ୍ରତିଷ୍ଠା ମହୋତ୍ସବ – ୨୦୨୪ ll ଉତ୍ତରବାହା, ଭଦ୍ରକ скачать в хорошем качестве

🎧 Part (4-5) 🚩 ଶ୍ରୀ ଶ୍ରୀ କାମନ୍ତନାଥ ମହାଦେବ ମନ୍ଦିର ପ୍ରାଣ ପ୍ରତିଷ୍ଠା ମହୋତ୍ସବ – ୨୦୨୪ ll ଉତ୍ତରବାହା, ଭଦ୍ରକ 6 дней назад

скачать видео

скачать mp3

скачать mp4

поделиться

телефон с камерой

телефон с видео

бесплатно

загрузить,

Не удается загрузить Youtube-плеер. Проверьте блокировку Youtube в вашей сети.
Повторяем попытку...
🎧 Part (4-5) 🚩 ଶ୍ରୀ ଶ୍ରୀ କାମନ୍ତନାଥ ମହାଦେବ ମନ୍ଦିର ପ୍ରାଣ ପ୍ରତିଷ୍ଠା ମହୋତ୍ସବ – ୨୦୨୪ ll ଉତ୍ତରବାହା, ଭଦ୍ରକ
  • Поделиться ВК
  • Поделиться в ОК
  •  
  •  


Скачать видео с ютуб по ссылке или смотреть без блокировок на сайте: 🎧 Part (4-5) 🚩 ଶ୍ରୀ ଶ୍ରୀ କାମନ୍ତନାଥ ମହାଦେବ ମନ୍ଦିର ପ୍ରାଣ ପ୍ରତିଷ୍ଠା ମହୋତ୍ସବ – ୨୦୨୪ ll ଉତ୍ତରବାହା, ଭଦ୍ରକ в качестве 4k

У нас вы можете посмотреть бесплатно 🎧 Part (4-5) 🚩 ଶ୍ରୀ ଶ୍ରୀ କାମନ୍ତନାଥ ମହାଦେବ ମନ୍ଦିର ପ୍ରାଣ ପ୍ରତିଷ୍ଠା ମହୋତ୍ସବ – ୨୦୨୪ ll ଉତ୍ତରବାହା, ଭଦ୍ରକ или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:

  • Информация по загрузке:

Скачать mp3 с ютуба отдельным файлом. Бесплатный рингтон 🎧 Part (4-5) 🚩 ଶ୍ରୀ ଶ୍ରୀ କାମନ୍ତନାଥ ମହାଦେବ ମନ୍ଦିର ପ୍ରାଣ ପ୍ରତିଷ୍ଠା ମହୋତ୍ସବ – ୨୦୨୪ ll ଉତ୍ତରବାହା, ଭଦ୍ରକ в формате MP3:


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу страницы.
Спасибо за использование сервиса ClipSaver.ru



🎧 Part (4-5) 🚩 ଶ୍ରୀ ଶ୍ରୀ କାମନ୍ତନାଥ ମହାଦେବ ମନ୍ଦିର ପ୍ରାଣ ପ୍ରତିଷ୍ଠା ମହୋତ୍ସବ – ୨୦୨୪ ll ଉତ୍ତରବାହା, ଭଦ୍ରକ

🚩 ଶ୍ରୀ ଶ୍ରୀ କାମନ୍ତନାଥ ମହାଦେବ ମନ୍ଦିର ପ୍ରାଣ ପ୍ରତିଷ୍ଠା ମହୋତ୍ସବ – ୨୦୨୪ ଉତ୍ତରବାହା ଗ୍ରାମର (ଭଦ୍ରକ, ଓଡ଼ିଶା) ଏକ ପବିତ୍ର ଐତିହାସିକ ଅଧ୍ୟାୟ | “ଆମେ ଯେଉଁ କ୍ଷଣକୁ ଜୀବନରେ ଅନୁଭବ କଲୁ, ସେହି ମୁହୂର୍ତ୍ତକୁ ଇତିହାସ ଭିତରେ ଲିପିବଦ୍ଧ କରି ରଖିଛୁ। ଏହି ଡକ୍ୟୁମେଣ୍ଟରୀ ସେଇ ଅମୂଲ୍ୟ ସ୍ମୃତିର ଏକ ଐତିହାସିକ ଗାଥା।” ଏହି ଭିଡିଓ କେବଳ ଏକ ଦୃଶ୍ୟ ରେକର୍ଡ ନୁହେଁ — ଏହା ଆମ ଗ୍ରାମ ଉତ୍ତରବାହାର ଆତ୍ମା, ଆସ୍ଥା ଓ ସଂସ୍କୃତିର ଅନୁପମ ପ୍ରତିଚ୍ଛବି। ଗ୍ରାମବାସୀଙ୍କ ଏକତା, ଅପାର ଭକ୍ତି ଓ ଶୁଦ୍ଧ ସମର୍ପଣ ତାଙ୍କ ହୃଦୟ ରୂପୀ ପବିତ୍ର ମୂଳରୁ ଫୁଟି ଉଠି, ଏହି ଦିବ୍ୟ ମନ୍ଦିରର ନିର୍ମାଣ ଓ ପ୍ରାଣ ପ୍ରତିଷ୍ଠାକୁ ଏକ ଦୈବୀ ମହୋତ୍ସବରେ ପରିଣତ କରିଥିଲେ।" ________________________________________ 📅 ଆୟୋଜନ (୦୪ - ୦୮ ମାର୍ଚ୍ଚ ୨୦୨୪): 📌 ୦୪ ମାର୍ଚ୍ଚ- (ସୋମବାର): ରତ୍ନମୋଡା ପ୍ରତିଷ୍ଠା, ଯଜ୍ଞ ନିବାସ ତିଆରି ଓ ଅଙ୍କୁରାରୋପଣ 📌 ୦୫ ମାର୍ଚ୍ଚ (ମଙ୍ଗଳବାର): ଶ୍ରୀଗଣେଶ ପୂଜା ଓ ଭବ୍ୟ କଳଶଯାତ୍ରା ("ମହିଳାମାନେ ଓ ଯୁବମାନେ ପାରମ୍ପରିକ ପୋଷାକରେ, ହୃଦୟରୁ ଉତ୍ସରିତ ଭକ୍ତି ଓ ଅଦମ୍ୟ ଉତ୍ସାହ ସହ ଏହି ଦିବ୍ୟ କଲଶଯାତ୍ରାକୁ ଅଭୂତପୂର୍ବ ଗୌରବ ଦେଇଥିଲେ।" 📌 ୦୬ ମାର୍ଚ୍ଚ (ବୁଧବାର): ମନ୍ଦିର ମହାସ୍ନାନ, ମଣ୍ଡପ ପ୍ରବେଶ ଓ ଯଜ୍ଞ ଆରମ୍ଭ 📌 ୦୭ ମାର୍ଚ୍ଚ (ଗୁରୁବାର): ମହା ରୁଦ୍ରାଭିଷେକ, ହବନ, ପୂର୍ଣ୍ଣାହୁତି ଓ ସାଂସ୍କୃତିକ ଅନୁଷ୍ଠାନ 📌 ୦୮ ମାର୍ଚ୍ଚ (ଶୁକ୍ରବାର): ପ୍ରଥମ ଜାଗର ପୂଜା ଓ ଗ୍ରାମ ସମୂହ ସେବା ________________________________________________________________ 🔱 ଏହି ମନ୍ଦିର ହେଉଛି ଉତ୍ତରବାହା ଗ୍ରାମର ଗର୍ବ ଓ ଗୌରବର ପ୍ରତୀକ - ଶ୍ରୀ ଶ୍ରୀ କାମନ୍ତନାଥ ମନ୍ଦିର: ଏହି ମନ୍ଦିର ଆମ ପାଇଁ କେବଳ ଧାର୍ମିକ କେନ୍ଦ୍ର ନୁହେଁ - ଏହା ଆମ ଆତ୍ମୀୟତା, ଏକତା ଓ ଚିରଂଜୀବ ସଂସ୍କୃତିର ପ୍ରତିକ। ଗ୍ରାମର ପ୍ରତ୍ୟେକ ପରିବାର ତାଙ୍କ ଶ୍ରମ, ଧନ, ଶ୍ରଦ୍ଧା କିମ୍ବା ସେବା ଦ୍ୱାରା ଏହି ନିର୍ମାଣରେ ଅଂଶ ନେଇଛନ୍ତି। ✦ କେହି ଇଟା ଦେଇଥିଲେ – ମନ୍ଦିର ନିର୍ମାଣ ପାଇଁ ନିଜ ଅଂଶ ଦେଲେ ✦ କେହି ଧନ ଦାନ କଲେ – ଶ୍ରଦ୍ଧାର ଦେବା ଭାବରେ ✦ କେହି ଶରୀର ଶ୍ରମ ଦେଲେ – ଘାମ ଝରାଇ ଦିନ ରାତି କାମ କଲେ ✦ କେହି ମନ ଭରି ଭକ୍ତି ଦେଲେ – ମନ ଓ ମନ୍ତ୍ର ଦେଇ ମହାଦେବଙ୍କୁ ଅର୍ପଣ କଲେ ✦ ସମସ୍ତେ ନିଜ ନିଜ ଶକ୍ତି ଅନୁଯାୟୀ ନିଜର ସମୟ ଓ ସେବା ଦେଇଥିଲେ ✦ କେହି ଅତିଥି ସେବା କଲେ, ଆଉ କେହି ସମୟ ଓ ସେବା ଦେଲେ ଏହି ମନ୍ଦିର ହେଉଛି ଏକ ଗ୍ରାମର ନୁହେଁ — ଏହା ହେଉଛି ସମସ୍ତଙ୍କ ଭାବ, ବିଶ୍ୱାସ ଓ ଏକତାର ଶିଳ୍ପ। ________________________________________ 🎥 ଏହି ଡକ୍ୟୁମେଣ୍ଟରୀର ଉଦ୍ଦେଶ୍ୟ: " ଏ ଜୀବନ ଧାରାରେ ଆମେ ସମସ୍ତେ ଗୋଟେ ଦିନ, ନିଜ-ନିଜ କାର୍ଯ୍ୟ ସରି, ଏହି ଧରା ଭୂମିକୁ ବିଦାୟ ଦେବାକୁ ପଡ଼ିବ, ଶରୀର ମିଶିଯିବ ଧରାରେ !! କିନ୍ତୁ ମହାଦେବଙ୍କର ମହିମା ଅବିନାଶୀ ରହିବ। ଭକ୍ତି ଓ ଶ୍ରଦ୍ଧା ଦ୍ୱାରା ନିର୍ମିତ ଏହି ମନ୍ଦିର ଓ ମହାଦେବଙ୍କ ମହିମା ଅମର ରହିବ।" ଏହି ଡକ୍ୟୁମେଣ୍ଟରୀ ଆଗାମୀ ପିଢି ପାଇଁ ଏକ ଅମୂଲ୍ୟ ଦଳିଲ ହେବ , ଯେଉଁଠାରେ ଗ୍ରାମବାସୀମାନେ ଏକ ଆସ୍ଥା ଓ ଲକ୍ଷ୍ୟକୁ କେନ୍ଦ୍ର କରି ଏକତାରେ କାର୍ଯ୍ୟ କରିଥିଲେ। ଏହା ଦେଖି ସେମାନେ ଏହିଭଳି ଅନୁଭବ କରିପାରିବେ:-"ଗ୍ରାମୀଣ ଜନମାନସର ଏକତା, ଭକ୍ତି ଓ ସଂସ୍କାର କିପରି ଦିବ୍ୟ ଦୃଶ୍ୟ ରୂପେ ପରିଣତ ହୋଇଥିଲା।" ________________________________________ 📹 ଭିଡିଓ ଶୁଟିଂ ଓ ସମ୍ପାଦନା: ଏହି ଭିଡିଓ ପେଶାଦାର ନୁହେଁ — ଏହି ଆମର ମନର ଭକ୍ତି ଓ ଗାଁ ପ୍ରତି ଭଲପାଇବାର ଫଳ। ମୋବାଇଲ କ୍ୟାମେରା ଦ୍ୱାରା ଶୁଟିଂ ହୋଇଥିଲା, ଏବଂ ଏହି କାର୍ଯ୍ୟ ଗ୍ରାମବାସୀ ଓ ସେବକମାନେ ନିଜ ହାତେ କରିଥିଲେ। Video ଟିକୁ ଭଲ ଭାବେ ଉପସ୍ଥାପନ କରିବା ପାଇଁ ଏହାକୁ ସୁନ୍ଦର ଭାବପୂର୍ଣ୍ଣ ଅଭଜନ ସଙ୍ଗୀତ ସହିତ ସମ୍ପାଦନା କରାଯାଇଛି। ଏହି ସମସ୍ତ କାର୍ଯ୍ୟରେ ଆମକୁ ବହୁତ ସାହାଯ୍ୟ କରିଥିଲେ Mr. Ashwini Yadav, ମଥୁରା (ବୃନ୍ଦାବନ) — ଯିଏ ଅତ୍ୟନ୍ତ ଆଗ୍ରହ ଓ ଶ୍ରଦ୍ଧା ସହିତ ଏହି ଭିଡିଓ ସମ୍ପାଦନା କରିଥିଲେ। ତାଙ୍କୁ ଗ୍ରାମ ପକ୍ଷରୁ ହୃଦୟପୂର୍ବକ ଧନ୍ୟବାଦ ଜଣାଉଛୁ। ________________________________________ 🙏 ଭାବପୂର୍ଣ୍ଣ କ୍ଷମା ଅନୁରୋଧ: ଯଦି କୌଣସି ଭୁଲ ରହିଯାଇଥାଏ, କିମ୍ବା କୌଣସି ଦୃଶ୍ୟ ଅଧୂରା ଲାଗିଥାଏ — ଦୟାକରି ଏହାକୁ ମାନବ ଭୁଲ ଭାବି ଶ୍ରଦ୍ଧାର ଦୃଷ୍ଟିରେ ଦେଖିବେ। ଏହି ଅନୁଷ୍ଠାନ ଏବଂ ଏହି ଡକ୍ୟୁମେଣ୍ଟରୀ ଆମର ଗ୍ରାମ ଦେବତା ଶ୍ରୀ ଶ୍ରୀ କାମନ୍ତନାଥ ମହାଦେବଙ୍କ ପ୍ରତି ନିବେଦିତ। ________________________________________ 📌 ସ୍ମୃତିରୁ ସଂସ୍କୃତି ପର୍ଯ୍ୟନ୍ତ — ଏହା ଆମର ଯାତ୍ରା। 🚩 ହର ହର ମହାଦେବ 🚩 ଜୟ ଶ୍ରୀ ଶ୍ରୀ କାମନ୍ତନାଥ ମହାଦେବ 🚩 ଉତ୍ତରବାହା ଗ୍ରାମର ଗୌରବ – ଆମର ମନ୍ଦିର, ଆମର ଭାବନା This is not a professional video — it's the result of our heartfelt devotion and love for the village. Shot on a mobile camera and handled entirely by member of "RAMANUJ ASSOCIATION" and Volunteers themselves. To present it beautifully, it has been lovingly edited with soulful devotional background music. We deeply thank Mr. Ashwini Yadav from Mathura (Vrindavan) who edited the video with utmost care and dedication. We extend our heartfelt gratitude to him on behalf of the entire village. _________________________________ 📢 Disclaimer & Copyright Acknowledgement: We do not own the rights to the music used in this video. All songs, bhajans, and background scores featured in this documentary are the rightful property of their respective artists, composers, and record labels. 🎶 Credits to the Original Music Owners: All audio tracks used are purely for non-commercial, devotional, and educational purposes as part of this spiritual documentary. No copyright infringement is intended. If any copyright holder has concerns or would like the content removed or modified, kindly reach out to us directly. We respect your rights and will comply promptly. 📌 This video is created with love by villagers of Uttarbaha, as a humble tribute to Sri Sri Kamantanath Mahadev and our timeless culture.

Comments
  • Basudevaya Namah FHD 9 дней назад
    Basudevaya Namah FHD
    Опубликовано: 9 дней назад
  • Asta Prahari Nama Sankirtana 2024 @BINAPANIYOUTHCLUB 11 дней назад
    Asta Prahari Nama Sankirtana 2024 @BINAPANIYOUTHCLUB
    Опубликовано: 11 дней назад
  • Charama Tatva-78/ କଳିଯୁଗରେ ପ୍ରଭୁଙ୍କ ପରିଚୟ/ ପ୍ରବକ୍ତା: ଶ୍ରୀ ପ୍ରଫୁଲ୍ଲ କୁମାର ସାହୁ/ @KKspiritual 3 недели назад
    Charama Tatva-78/ କଳିଯୁଗରେ ପ୍ରଭୁଙ୍କ ପରିଚୟ/ ପ୍ରବକ୍ତା: ଶ୍ରୀ ପ୍ରଫୁଲ୍ଲ କୁମାର ସାହୁ/ @KKspiritual
    Опубликовано: 3 недели назад
  • ପ୍ରକୁତରେ ଶ୍ରବଣ କୁମାର କୁ ଦଶରଥ ମାରିନାହାନ୍ତି, Nilanchala mishra bharata lila, bhalila jhola 9437751472 13 дней назад
    ପ୍ରକୁତରେ ଶ୍ରବଣ କୁମାର କୁ ଦଶରଥ ମାରିନାହାନ୍ତି, Nilanchala mishra bharata lila, bhalila jhola 9437751472
    Опубликовано: 13 дней назад
  • Purnahuti ,Kalas Bisarjan & Sandhiya Arti 10 дней назад
    Purnahuti ,Kalas Bisarjan & Sandhiya Arti
    Опубликовано: 10 дней назад
  • PART 3 | Haldi (6th June 2025) | Suryamani weds Nishu| 5 дней назад
    PART 3 | Haldi (6th June 2025) | Suryamani weds Nishu|
    Опубликовано: 5 дней назад
  • ମହିମା ଗାଦୀ ଗୋଷ୍ଠୀ ଭିକ୍ଷା🙏🏿|| Mahima Gadi || Joranda Gadi || Mahima Dharma 1 год назад
    ମହିମା ଗାଦୀ ଗୋଷ୍ଠୀ ଭିକ୍ଷା🙏🏿|| Mahima Gadi || Joranda Gadi || Mahima Dharma
    Опубликовано: 1 год назад
  • Shri Jagannath Mangal Arati Darshan Puri | Jagannath Arati In Puri | Jagannath Aarti | 06-Dec-2025 2 недели назад
    Shri Jagannath Mangal Arati Darshan Puri | Jagannath Arati In Puri | Jagannath Aarti | 06-Dec-2025
    Опубликовано: 2 недели назад
  • 8 дней назад
    "Harinata" Panchuka Laxmi Narayan Puja at Telisinga, ତେଲିଶିଙ୍ଗା ଗାଁ ପୂଜା 2025, Morning Aarti
    Опубликовано: 8 дней назад
  • ଏମିତି ଆରମ୍ଭ ହେବ ବୋଲି କେହି ଭାବି ନ ଥିଲେ | Itishree Kar Kirtan #evergreenodia #ladieskirtan #kirtan 2 месяца назад
    ଏମିତି ଆରମ୍ଭ ହେବ ବୋଲି କେହି ଭାବି ନ ଥିଲେ | Itishree Kar Kirtan #evergreenodia #ladieskirtan #kirtan
    Опубликовано: 2 месяца назад
  • ଅଧା ରାତିର ସାଥି - Adha Ratira Sathi - ବହୁ ଚର୍ଚିତ ଫୁଲ୍ ଯାତ୍ରା - Tulasi Gananatya - FULL JATRA - Piyush 9 дней назад
    ଅଧା ରାତିର ସାଥି - Adha Ratira Sathi - ବହୁ ଚର୍ଚିତ ଫୁଲ୍ ଯାତ୍ରା - Tulasi Gananatya - FULL JATRA - Piyush
    Опубликовано: 9 дней назад
  • ବଟ ମୂଳେ ସଜାଡ଼ିଛି ମେଳା ଆସ୍ଥାନ || Sunil Sahoo || Baghuabol Sankirtan Mandali Talcher 1 месяц назад
    ବଟ ମୂଳେ ସଜାଡ଼ିଛି ମେଳା ଆସ୍ଥାନ || Sunil Sahoo || Baghuabol Sankirtan Mandali Talcher
    Опубликовано: 1 месяц назад
  • Emiti Stree Kahara Nahi - ଏମିତି ସ୍ତ୍ରୀ କାହାର ନାହିଁ | FULL JATRA | Swarna Mahal | Alankar TV 8 месяцев назад
    Emiti Stree Kahara Nahi - ଏମିତି ସ୍ତ୍ରୀ କାହାର ନାହିଁ | FULL JATRA | Swarna Mahal | Alankar TV
    Опубликовано: 8 месяцев назад
  • ଛେଳିକୁ ସମସ୍ତେ ଖାଆନ୍ତି କୁକୁରକୁ କାହିଁକି କେହି ଖାଆନ୍ତିନି ବୀରବଲକୁ ପଚାରିଲେ ଆକବର || Birendra Panda 4 дня назад
    ଛେଳିକୁ ସମସ୍ତେ ଖାଆନ୍ତି କୁକୁରକୁ କାହିଁକି କେହି ଖାଆନ୍ତିନି ବୀରବଲକୁ ପଚାରିଲେ ଆକବର || Birendra Panda
    Опубликовано: 4 дня назад
  • Namajagya in Brahmaniapalli after 12 years // brahmaniapalli namajagya 5 дней назад
    Namajagya in Brahmaniapalli after 12 years // brahmaniapalli namajagya
    Опубликовано: 5 дней назад
  • মা আনন্দময়ী বয়েজ ক্লাব OM STUDIO 2 недели назад
    মা আনন্দময়ী বয়েজ ক্লাব OM STUDIO
    Опубликовано: 2 недели назад
  • 13 December 2025 9 дней назад
    13 December 2025
    Опубликовано: 9 дней назад
  • ଶ୍ରୀମଦ、 ଭାଗବତ କଥା ,ନୟାଗଡ଼ --ସପ୍ତମ   ଦିବସ    |  Live Nayagad Bhagavat katha--Day 07 Трансляция закончилась 1 год назад
    ଶ୍ରୀମଦ、 ଭାଗବତ କଥା ,ନୟାଗଡ଼ --ସପ୍ତମ ଦିବସ | Live Nayagad Bhagavat katha--Day 07
    Опубликовано: Трансляция закончилась 1 год назад
  • ଆମ ଗାଁ ଡିଲର ବାବାଜୀ ସ୍ୱାଇଁ... 😭@salipurhappy 8 дней назад
    ଆମ ଗାଁ ଡିଲର ବାବାଜୀ ସ୍ୱାଇଁ... 😭@salipurhappy
    Опубликовано: 8 дней назад
  • କଳିଯୁଗର ନାରୀଙ୍କୁ ଭରଷା ନାହିଁ ! ସୁନ୍ଦରପୁରୁଷ ଦେଖିଲେ ଘରୁ ବାହାରିଆସନ୍ତି | ODIA PALA | ଜ୍ୟୋତ୍ସ୍ନାମୟୀ ବେହେରା 1 месяц назад
    କଳିଯୁଗର ନାରୀଙ୍କୁ ଭରଷା ନାହିଁ ! ସୁନ୍ଦରପୁରୁଷ ଦେଖିଲେ ଘରୁ ବାହାରିଆସନ୍ତି | ODIA PALA | ଜ୍ୟୋତ୍ସ୍ନାମୟୀ ବେହେରା
    Опубликовано: 1 месяц назад

Контактный email для правообладателей: [email protected] © 2017 - 2025

Отказ от ответственности - Disclaimer Правообладателям - DMCA Условия использования сайта - TOS



Карта сайта 1 Карта сайта 2 Карта сайта 3 Карта сайта 4 Карта сайта 5