У нас вы можете посмотреть бесплатно ୧୫ ବର୍ଷରେ ଛାଡ଼ିଥିଲେ … ୬୦ ବର୍ଷରେ ଫେରିଲେ || The old man finally returned to his home || Odisha Reporter или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଭୁଲିନି ଗାଁ ମାଟି, ଭୁଲି ନାହାଁନ୍ତି ପରିବାର ଲୋକେ। ଦିନେ ନିଜର ଓ ପରିବାରର ଭୋକ ମେଣ୍ଟାଇବା ପାଇଁ ନାବାଳକ ଅବସ୍ଥାରେ ଗାଁ ଛାଡ଼ି ବାହାର ରାଜ୍ୟକୁ ଚାଲି ଯାଇଥିଲେ। ସେଇ ଗଲେ ଯେ ଗଲେ ଆଉ ଫେରିଲେ ନାହିଁ। ୟା ଭିତରେ ବିତି ଗଲାଣି ୬୦ ବର୍ଷ। ଏବେ ୬୦ ବର୍ଷ ପରେ ବୃଦ୍ଧ ଅବସ୍ଥାରେ ପୁଣି ନିଜ ଜନ୍ମମାଟିକୁ ଫେରିଛନ୍ତି ସେଦିନର ସେଇ ପିଲାଟି। ସ୍ୱଭାବିକ ଭାବରେ, ଏତେ ବର୍ଷ ପରେ ହଠାତ୍ ଫେରିଆସିବାରୁ ପରିବାର ଲୋକେ ଆଶ୍ଚର୍ଯ୍ୟ ଚକିତ। ଶୁଣନ୍ତୁ ତାଙ୍କରି ମୁହଁରୁ ତାଙ୍କରି ଜୀବନର କାହାଣୀ।... #oldmen #EmotionalMoment #BackToRoots #odishareporter Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: / odishareporter Twitter: / odishareporter Telegram: https://telegram.me/Odisha_Reporter_o... Instagram: / odishareporter_official #OdishaReporter