У нас вы можете посмотреть бесплатно ଯାହାର କର୍ଣ୍ଣ ଅଛି, ସେ ତାହା ଶୁଣୁ । Sharon Prayer Tower 🙏 Prophet Ramakant Pani @sharonprayertower6675# или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଶାରୋନ୍ ପ୍ରାର୍ଥନା ଟାୱାର୍ ପ୍ରଭୁ ଯୀଶୁଙ୍କର ଏକ ସେବା କାର୍ଯ୍ଯ ଯାହା ପ୍ରାର୍ଥନା, ଈଶ୍ଵରଙ୍କର ବାକ୍ଯ ଓ ଶକ୍ତି ଏବଂ ତାଙ୍କର ଉପସ୍ଥିତି ଉପରେ ନିର୍ମିତ I ଆମେ ବିଶ୍ୱାସ କରୁଛୁ ଯେ ଈଶ୍ଵର ଆଜି ମଧ୍ୟ ସଂପୂର୍ଣ ସୁସ୍ଥତା କରନ୍ତି, ମୁକ୍ତି ଦିଅନ୍ତି ଏବଂ ପୁନଃସ୍ଥାପିତ କରନ୍ତି। ଶାରୋନ୍ ପ୍ରାର୍ଥନା ଟାୱାର୍ ଏକ ଆଶା ଓ ଆରୋଗ୍ୟର ସ୍ଥାନ, ଯେଉଁଠି ବିଭିନ୍ନ ପ୍ରଷ୍ଠଭୂମିର ଲୋକମାନେ, ତାଙ୍କର ରୋଗ , ଅସୁଖ ଓ ଜୀବନ ସମସ୍ୟାରୁ ସମାଧାନ ପାଇଁ ଏଇ ସ୍ତନରେ ଆରୋଗ୍ୟ, ସାନ୍ତ୍ୱନା ଓ ମୁକ୍ତି ପାଇଁ ପ୍ରଭୁଙ୍କର ଦିବ୍ୟ ହସ୍ତକ୍ଷେପ ନିମନ୍ତେ ଆସନ୍ତି । ଅନେକେ ଈଶ୍ଵରଙ୍କର ଆରଗ୍ୟଦାୟକ ସ୍ପର୍ଶ ଅନୁଭବ କରନ୍ତି ଏବଂ ତତ୍କ୍ଷଣାତ୍ ମୁକ୍ତି ପାଆନ୍ତି ତଥାପି ଅନ୍ୟମାନେ ଧୀରେ ଧୀରେ ସମୟ ସହିତ ପୁନଃସ୍ଥାପନା ଲାଭ କରନ୍ତି, ଯେତେବେଳେ ଆମେ ପ୍ରାର୍ଥନା ଏବଂ ବିଶ୍ୱାସରେ ଏକସାଥେ ଯୋଗଦେଇ ଈଶ୍ଵରଙ୍କର ସମ୍ପୂର୍ଣ୍ଣ ଯୋଜନାରେ ଭରସା କରୁଛୁ। ଶାରୋନ୍ ପ୍ରାର୍ଥନା ଟାୱାର୍ରେ, ଆମେ ଈଶ୍ଵରଙ୍କର ସଠିକ୍ ସମୟ, ତାଙ୍କର ଅସୀମ କୃପା ଓ ଏହି ସତ୍ୟରେ ଭରସା କରୁଛୁ ଯେ ତାଙ୍କର ଶକ୍ତି ଅସୀମ । ଆମେ ଆପଣଙ୍କୁ ପ୍ରାର୍ଥନାରେ ଆମ ସହିତ ଯୋଗଦେବାକୁ ଆମନ୍ତ୍ରଣ କରୁଛୁ ଏବଂ ଈଶ୍ଵରଙ୍କର ଜୀବନ ପରିବର୍ତ୍ତନ କରୁଥିବା ଉପସ୍ଥିତିକୁ ଅନୁଭବ କରିବାକୁ ଆହ୍ୱାନ କରୁଛୁ । ଆମ ପ୍ରାର୍ଥନା ସମୁଦାୟ ସହିତ ଯଡିତ ରହିବା ପାଇଁ ସବସ୍କ୍ରାଇବ୍ କରନ୍ତୁ ଏବଂ ନୂତନ ପ୍ରାର୍ଥନା ପାଇଁ ସୂଚନା ପ୍ରାପ୍ତ କରନ୍ତୁ । ଆମ ସାଂଘିକ ବିଶ୍ୱାସ ଯାହା ଈଶ୍ୱରଙ୍କର ପ୍ରେମ ଓ ଶକ୍ତିରେ ଅଟୁଟ, ତାହା ଆପଣଙ୍କୁ ସାନ୍ତ୍ୱନା, ଶକ୍ତି ଏବଂ ଅଟୁଟ ସହାୟତା ମିଳେ। -- Connect With Us 🤝 Instagram I'd = link-https://instagram.com/sharon_prayer_t... https://www.instagram.com/sharonpraye... What's App = 9827163331, 8144038342 Calling Number=9827163331, 98274 83365 _____Praise The Lord _______ Zoom I'd Sharon Prayer Tower Inviting you to Morning Prayer Devotion https://us06web.zoom.us/j/7444399541?... ID - 7444399541 Passcode - 1111 Praise The Lord 🙏 Prophet -Ramakant Pani #sharon prayer tower 🙏 #holyspirit #powerful ministry #Thank you for watching your tube link / @sharonprayertower6675 #GOD BLESS YOU ❤️❤️❤️🙏🙏🙏