У нас вы можете посмотреть бесплатно ସ୍ୱର୍ଗର ଭବିଷ୍ୟତ ଏବଂ ଜଗତର ଭବିଷ୍ୟତ | ଚର୍ଚ୍ଚ ଅଫ୍ ଗଡ୍ или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଏହି ଯୁଗରେ ଯେତେବେଳେ ସବୁକିଛି AI ଦ୍ୱାରା ବଦଳାଯାଉଛି, କେବଳ ସ୍ୱର୍ଗ ଯାହା ପରିବର୍ତ୍ତନ ହୁଏ ନାହିଁ। ଯେଉଁ ଯୁଗରେ AI ମଣିଷର କାମକୁ ବଦଳାଇ ଦେଉଛି, ସେହି ଯୁଗରେ ମଣିଷ ଧୀରେ ଧୀରେ ନିଜର ସ୍ଥାନ ହରାଉଛି। ଯେଉଁ ଯୁଗରେ ଚିକିତ୍ସା, ଜାତୀୟ ପ୍ରତିରକ୍ଷା, ଶିକ୍ଷା, ଏପରିକି କଳା ଏବଂ ସାହିତ୍ୟର କ୍ଷେତ୍ରଗୁଡ଼ିକୁ AI ଦ୍ୱାରା ବଦଳାଯାଇପାରିବ, ସେହି ଯୁଗରେ ମାନବଜାତିକୁ ଅନନ୍ତ ସୁଖଦ ଭବିଷ୍ୟତ ପାଇଁ ପରମେଶ୍ୱରଙ୍କ ପ୍ରତିଜ୍ଞା ଉପରେ ବିଶ୍ୱାସ ରଖିବାକୁ ପଡିବ। ପରମେଶ୍ୱରଙ୍କ ଚର୍ଚ୍ଚରେ ପାଳନ କରାଯାଇଥିବା ନୂତନ ନିୟମ ହେଉଛି ସ୍ୱର୍ଗ ରାଜ୍ୟ ପାଇଁ ପରମେଶ୍ୱରଙ୍କ ପ୍ରତିଜ୍ଞା। ସମସ୍ତ ମାନବଜାତି ସ୍ୱର୍ଗରେ ଯେଉଁ ଭବିଷ୍ୟତ ଆଶା କରନ୍ତି, ତାହା ପରମେଶ୍ୱର ଆମକୁ ଶିକ୍ଷା ଦେଇଥିବା ନୂତନ ନିୟମରେ ରହିଛି। ପିତା ପରମେଶ୍ୱର ଏବଂ ମାତା ପରମେଶ୍ୱର ଏହି ପୃଥିବୀକୁ ଆତ୍ମା ଏବଂ କନ୍ୟା ଭାବରେ ଆସିବାର କାରଣ ହେଉଛି ଯେ ସେମାନେ ଜଗତର ଶେଷ ପୂର୍ବରୁ ଦେଖିଥିଲେ ଏବଂ ମାନବଜାତିକୁ ଏକ ଅନନ୍ତ ସୁଖଦ ଭବିଷ୍ୟତ ଦେବାକୁ ଚାହୁଁଥିଲେ। ଆମ୍ଭେ ଶେଷ ବିଷୟ ଆଦିଠାରୁ ପ୍ରକାଶ କରୁ, ପୁଣି ଯାହା ସାଧିତ ହୋଇ ନାହିଁ, ତାହା ପ୍ରାଚୀନ କାଳରୁ ଜଣାଉ, ଆଉ କହୁ, ଆମ୍ଭର ମନ୍ତ୍ରଣା ସ୍ଥିର ହେବ ଓ ଆମ୍ଭେ ଆପଣାର ସକଳ ମନୋରଥ ସିଦ୍ଧ କରିବା; ଯିଶାଇୟ ୪୬:୧୦ ସେ ତ ଆମ୍ଭମାନଙ୍କୁ ଅକ୍ଷରର ସେବକ କରି ନାହାନ୍ତି, ମାତ୍ର ଆତ୍ମାଙ୍କ, ଅର୍ଥାତ୍ ନୂତନ ନିୟମର ସେବକ ହେବାକୁ ସାମର୍ଥ୍ୟ ଦେଇଅଛନ୍ତି; କାରଣ ଅକ୍ଷର ମୃତ୍ୟୁଦାୟକା, ମାତ୍ର ଆତ୍ମା ଜୀବନଦାୟକ; ୨ କରିନ୍ଥୀୟ ୩:୬ ଏହି ଭିଡିଓ ର ପ୍ରକାଶନକାର ବିଶ୍ୱ ମିଶନ ସଂସ୍ଥା ଚର୍ଚ୍ଚ ଅଫ୍ ଗଡ୍ ପାଖରେ ଅଛି । ଆଇନଗତ ଅଧିକାର ନଥିବା ନକଲ ଓ ବିତରଣ ନିଷିଦ୍ଧ ଅଟେ । 〖World Mission Society Church of God〗https://watv.org 〖WATV Media Cast〗 https://watvmedia.org/or 〖Church of God Introduction〗https://introwmscog.com