У нас вы можете посмотреть бесплатно ବନ୍ଦୀ ର ବିରହ ବ୍ୟଥା (ଗୋପବନ୍ଧୁ ଦାସ) || CHSE Odisha || +2 Second Year Mil || Part 1 или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ବନ୍ଦୀ ର ବିରହ ବ୍ୟଥା (ଗୋପବନ୍ଧୁ ଦାସ) || CHSE Odisha || +2 Second Year Mil || Part 1#chseodisha __________________________________________________________________________ କବିତା ସଂକ୍ଷେପ ରେ :- '' ବନ୍ଦୀ ର ବିରହ ବ୍ୟଥା '' ଏହା ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଦ୍ଵାରା ଲିଖିତ କାରା କବିତା ସଂକଳନ ରୁ ଉର୍ଦ୍ଧୁତ ହୋଇଅଛି । କବି ହଜାରିବାଗ ଜେଲ୍ ରେ ବନ୍ଦୀ ଥିବା ସମୟରେ କୌଣସି ଏକ ଦିନ ସନ୍ଧ୍ୟା ର ଦୃଶ୍ୟ କୁ ମନ ଭରି ଦେଖିବା ସହ ସୂର୍ଯ୍ୟ ଓ ପୃଥିବୀ ର ବିଚ୍ଛେଦ କୁ ଜୀବନ୍ତ କରି ଗଢିତୋଳିଛନ୍ତି । ପ୍ରିୟ ଜନ ମାନଙ୍କ ଠୁ ଦୂରେଇ ଗଲା କେତେ ଯେ କଷଣ ମିଳିଥାଏ ସେ ବିଷୟ ରେ କବି ଏହିଠାରେ ଉଲ୍ଲେଖ କରିଛନ୍ତି । Tags :- #ବନ୍ଦୀ_ର_ବିରହ_ବ୍ୟଥା #ଉତ୍କଳମଣି #CHSEodisha #+2MIL #bandirabirahabyatha #CHSEboardMil #milodia #hksir #lipuclasses #educationwithprasad #BoardexamODISHA