У нас вы можете посмотреть бесплатно ବାବୁ ମହଲ: ଛାଡ଼ଖାଇ | Babu Mahal #10: Chadakhai или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଆମ ଓଡ଼ିଶାରେ କାର୍ତ୍ତିକ ମାସକୁ ଏକ ପବିତ୍ର ମାସ ରୂପେ ବିବେଚନା କରାଯାଏ। କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଯାଏ। ମାସ ସାରା ହବିଷ ହୁଏ। ତେଣୁ ପ୍ରାୟ ସମସ୍ତେ ଏହି ମାସରେ ଆମିଷ ଭୋଜନ କରନ୍ତି ନାହିଁ। କିଛି ବ୍ୟକ୍ତି ମାସ ସାରା ନହେଲେବି ମାସର ଶେଷ ପାଞ୍ଚ ଦିନ ଅର୍ଥାତ ପଞ୍ଚୁକ ସମୟରେ ଆମିଷ ଖା'ନ୍ତି ନାହିଁ। କଥାରେ ଅଛି ପଞ୍ଚୁକରେ ବଗ ବି ଆମିଷ ଖାଏ ନାହିଁ। ମାତ୍ର କାର୍ତ୍ତିକ ମାସାନ୍ତେ ଆମିଷ ଛାଡ଼ିଥିବା ଲୋକେ ଛାଡ଼ଖାଇ ପାଳନ କରନ୍ତି। ଏଥର 'ବାବୁ ମହଲ'ର ପ୍ରସଙ୍ଗ ହେଉଛି 'ଛାଡ଼ଖାଇ' ଏହି ଆନିମେଶନ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ ଏବଂ ନିଜ ମତାମତ କମେଣ୍ଟବକ୍ସରେ ଲେଖନ୍ତୁ। Babu Mahal Episode 10: Chadakhai ( A funny odia animated cartoon web series from Dharitri Live ) This video is not allowed for reuse/ redistribution in any form and manner on any source. Copyright owner : Dharitri Live Also Watch: 👉 Babu Mahal - Cartoon animation web series: • Babu Mahal | ବାବୁ ମହଲ 👉 Special Episodes : • Special Report - ସ୍ପେଶିଆଲ ରିପୋର୍ଟ 👉 'Fun with Public' all episodes: • Fun With Public | ଫନ୍ ଓ୍ବିଥ୍ ପବ୍ଲିକ୍ | Dha... 👉 Health Tips: • Health Tips | ହେଲ୍ଥ୍ ଟିପ୍ସ୍ 👉 Smart City Specials | ସ୍ମାର୍ଟ୍ ସିଟି ସ୍ପେଶାଲ୍ସ୍ : • Delicious momos in Bhubaneswar । ସ୍ମାର୍ଟସି... 👉 Man Mijaj | ମନ ମିଜାଜ : • Man Mijaj | ମନ ମିଜାଜ | Dharitri Live For more updates please visit us: 👉 Website: https://www.dharitri.com 👉 Facebook: / dharitrinews 👉 Twitter: / dharitrilive1 👉 Youtube: / dharitrilive #BabuMahal #OdiaCartoon #OdiaComedy #Odisha #ଛାଡ଼ଖାଇ