У нас вы можете посмотреть бесплатно ସର୍ବନାଶ କଲା ଇରାନ | Iran Attack On Dubai Airport | Iran America War | War News Today | N18G или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ସର୍ବନାଶ କଲା ଇରାନ | Iran Attack On Dubai Airport | Iran America War | War News Today | N18G ଆମେରିକା-ଇରାନ ମଧ୍ୟରେ ବଢିଲା ଯୁଦ୍ଧ ଉତ୍ତେଜନା | ବାଗଦାଦରେ ଆମେରିକା ଦୂତାବାସ ଉପରେ ରକେଟ୍ ଓ ଡ୍ରୋନ୍ ମାଡ଼ | ଦୂତାବାସ ପରିସରରେ ନିଆଁ ଓ କଳା ଧୂଆଁର ଆସ୍ତରଣ | ଦୂତାବାସର ହେଲିପ୍ୟାଡ୍ରେ ରକେଟ୍ ମାଡ଼ ଯୋଗୁଁ ଭୀଷଣ ଅଗ୍ନିକାଣ୍ଡ | ବାଗଦାଦରେ ଆମେରିକା ଓ ଇରାନ ସମର୍ଥିତ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ | ସୁରକ୍ଷିତ ‘ଗ୍ରୀନ୍ ଜୋନ୍’କୁ ସମ୍ପୂର୍ଣ୍ଣ ବନ୍ଦ କଲା ଇରାକ ସେନା | ଏହା ଏପର୍ଯ୍ୟନ୍ତ ହୋଇଥିବା ସବୁଠାରୁ "ଭୟଙ୍କର ଏବଂ ଶକ୍ତିଶାଳୀ" ଆକ୍ରମଣ କୁହାଯାଉଛି । ବାଗଦାଦ ସହରରେ ଏକ ଶକ୍ତିଶାଳୀ ବିସ୍ଫୋରଣର ଶବ୍ଦ ଶୁଣାଯାଇଥିଲା। ଭିଡିଓରେ ଦେଖାଯାଇଛି ଯେ ଆମେରିକାର ପ୍ରତିରକ୍ଷା ପ୍ରଣାଳୀ ଦ୍ୱାରା ଅତିକମରେ ଗୋଟିଏ ଡ୍ରୋନକୁ ଆକାଶ ମାର୍ଗରେ ହିଁ ଧ୍ୱଂସ କରିଦିଆଯାଇଛି। ଏହି ଘଟଣା ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାକୁ ଆହୁରି ବଢ଼ାଇ ଦେଇଛି ।... Rising war tensions between the US and Iran. Rockets and drones hit the US embassy in Baghdad. Smoke of black and grey fills the embassy compound. The helipad of the embassy catches fire due to a rocket strike. Confrontation between US and Iran-backed groups in Baghdad. Iraqi forces have completely sealed the secure 'Green Zone'. This is being called the most 'terrifying and powerful' attack so far. A loud explosion was heard in Baghdad city. Videos show that a drone was destroyed mid-air by the US defence system. This incident has further escalated tensions in the Middle East. #USNews #Iran #Baghdad #BreakingNews #MiddleEastTensions #USEmbassy #GreenZone #MilitaryConflict #DroneStrike #WorldNews #News18Odia #OdiaNews #odishanews #oriyanews #breakingnews #weathernews Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens. News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ । Download our News18 Mobile App - https://onelink.to/desc-youtube Please visit our website https://bit.ly/2YaikeJ for the latest opinions and detailed news coverage. Follow us on Facebook: / news18odia Twitter: https://twitter.com/news18odia?lang=en Website: https://bit.ly/2YaikeJ Subscribe to our channel to get the latest news and updates https://tinyurl.com/y46bt2fm ID_OD_BJ